logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମା ' ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଦେଉଳମୁଣ୍ଡା ଚମ୍ପିୟାନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତ ର ଖଇରମାଳ ଖେଳ ପଡ଼ିଆରେ ମା 'ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରଥମମ୍ୟାଚ୍ ଟି ଖଇରମାଲ ଓ ଦେଉଲମୁଣ୍ଡl ମଧ୍ୟରେ ହୋଇଥିଲା। ଦେଉଳମୁଣ୍ଡା ଦଳ ପ୍ରଥମେ ବ୍ୟାଟି କରି ୧୦ଓଭର ରେ ୪ ଉଇକେଟ ହରାଇ ୧୧୨ରନ କରି ଥିବାବେଳେ ଖଇରମାଳ ଦଳ ୧୦ଓଭର ରେ ୯ ଉଇକେଟ ହରାଇ ୭୮ରନ କରି ପରାସ୍ତ ହୋଇଥିଲା lଦ୍ଵିତୀୟ ମ୍ୟାଚ୍ ଟି ଦେଉଳମୁଣ୍ଡା ଓ ଖଇରମାଳ ମଧ୍ୟରେ ହୋଇଥିଲା। ଏଥିରେ ଦେଉଳମୁଣ୍ଡା ଦଳ୫ଓଭର ରେ ୧ଉ ଇକେଟ ହରାଇ ୮୧ରନ କରିଥିବା ବେଳେ ଖଇରମାଳ ଦଳ ୫ ଓଭର ରେ ୩ଉଇକେଟ ହରାଇ ୨୯ରନ କରି ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେଵୀ ପିକୁଲ ପଧାନ ଏବଂ ସମ୍ମାନିତ ଅତିଥି ଭାବରେ ଅବସର ପ୍ରlପ୍ତ ଶିକ୍ଷକ ସନ୍ତୋଷ ବିଶି ,ଲାଲାଜୀ ବେହେରା,ପ୍ରଦୀପ ବାଦୀ, ଚନ୍ଦ୍ରମଣି ବଗର୍ତି,ହରିହର ପଧାନ,ଲଷ୍ମଣ ଖେତୀ, ଶତ୍ରୁଘନ ରଣା, ଆନନ୍ଦ ବାଙ୍କ,କାର୍ତ୍ତିକ ଝାଙ୍କର ଯୋଗ ଦେଇ ଦେଉଳମୁଣ୍ଡା ଦଳକୁ ଟ୍ରଫି ଓ ୧୫ ହଜାର ଟଙ୍କା ଏବଂ ରନର ଅପ୍ ଦଳକୁ ୧୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ପ୍ରଶାନ୍ତ ବାଙ୍କ, ମହାଦେବ ବଗର୍ତି ଓ ସ୍କୋରର ଭାବେ ବିଶ୍ଵନାଥ ବଡ଼ମାଳି ଏବଂ ଅନ୍ତରାମ ବିଶି, ଆକାଶ ପଧାନ, ବବୁଲ ବଡ଼ମାଳି,କାହ୍ନଈ ବାଙ୍କ ଓ ଶଙ୍କର ବାଙ୍କ ଧାରା ବିବରଣୀ ପ୍ରଦାନ କରିଥିଲେ।

3 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
3 hrs ago
98f92693-c161-4303-ab76-1e6c46d99a52

ମା ' ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଦେଉଳମୁଣ୍ଡା ଚମ୍ପିୟାନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତ ର ଖଇରମାଳ ଖେଳ ପଡ଼ିଆରେ ମା 'ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରଥମମ୍ୟାଚ୍ ଟି ଖଇରମାଲ ଓ ଦେଉଲମୁଣ୍ଡl ମଧ୍ୟରେ ହୋଇଥିଲା। ଦେଉଳମୁଣ୍ଡା ଦଳ ପ୍ରଥମେ ବ୍ୟାଟି କରି ୧୦ଓଭର ରେ ୪ ଉଇକେଟ ହରାଇ ୧୧୨ରନ କରି ଥିବାବେଳେ ଖଇରମାଳ ଦଳ ୧୦ଓଭର ରେ ୯ ଉଇକେଟ ହରାଇ ୭୮ରନ କରି ପରାସ୍ତ ହୋଇଥିଲା lଦ୍ଵିତୀୟ ମ୍ୟାଚ୍ ଟି ଦେଉଳମୁଣ୍ଡା ଓ ଖଇରମାଳ ମଧ୍ୟରେ ହୋଇଥିଲା। ଏଥିରେ ଦେଉଳମୁଣ୍ଡା ଦଳ୫ଓଭର ରେ ୧ଉ ଇକେଟ ହରାଇ ୮୧ରନ କରିଥିବା ବେଳେ ଖଇରମାଳ ଦଳ ୫ ଓଭର ରେ ୩ଉଇକେଟ ହରାଇ ୨୯ରନ କରି ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେଵୀ ପିକୁଲ ପଧାନ ଏବଂ ସମ୍ମାନିତ ଅତିଥି ଭାବରେ ଅବସର ପ୍ରlପ୍ତ ଶିକ୍ଷକ ସନ୍ତୋଷ ବିଶି ,ଲାଲାଜୀ ବେହେରା,ପ୍ରଦୀପ ବାଦୀ, ଚନ୍ଦ୍ରମଣି ବଗର୍ତି,ହରିହର ପଧାନ,ଲଷ୍ମଣ ଖେତୀ, ଶତ୍ରୁଘନ ରଣା, ଆନନ୍ଦ ବାଙ୍କ,କାର୍ତ୍ତିକ ଝାଙ୍କର ଯୋଗ ଦେଇ ଦେଉଳମୁଣ୍ଡା ଦଳକୁ ଟ୍ରଫି ଓ ୧୫ ହଜାର ଟଙ୍କା ଏବଂ ରନର ଅପ୍ ଦଳକୁ ୧୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ପ୍ରଶାନ୍ତ ବାଙ୍କ, ମହାଦେବ ବଗର୍ତି ଓ ସ୍କୋରର ଭାବେ ବିଶ୍ଵନାଥ ବଡ଼ମାଳି ଏବଂ ଅନ୍ତରାମ ବିଶି, ଆକାଶ ପଧାନ, ବବୁଲ ବଡ଼ମାଳି,କାହ୍ନଈ ବାଙ୍କ ଓ ଶଙ୍କର ବାଙ୍କ ଧାରା ବିବରଣୀ ପ୍ରଦାନ କରିଥିଲେ।

More news from Sonepur and nearby areas
  • ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    1
    ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    12 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    13 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    12 hrs ago
  • सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels
    1
    सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है।
#Viral #TrendingReels #InternetBuzz #FunnyVideo #MemeCulture #Reels
    user_द संक्षेप
    द संक्षेप
    Media company Balangir, Odisha•
    15 hrs ago
  • #
    1
    #
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    1
    #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    16 hrs ago
  • କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ ଝୁଲେନ ପୋଲ ପାଖ ସ୍ଥିତ ବାବା ବିଶେଶ୍ୱର ଶିବ ମନ୍ଦିର ରେ ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା, ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    1
    କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ  ଝୁଲେନ ପୋଲ ପାଖ ସ୍ଥିତ  ବାବା ବିଶେଶ୍ୱର ଶିବ ମନ୍ଦିର ରେ  ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା,  ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.