logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରେମ ନିବେଦନ ବିଫଳରୁ ବନ୍ଧୁକୁ ହତ୍ୟା; ଏମ.ଭି-୧୬ ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ପୋଲିସ ମାଲକାନଗିରି ଜିଲ୍ଲା ଏମ୍ ଭି ୧୬ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୋଲିସ। ଜଣେ ବନ୍ଧୁ ହିଁ ସାଜିଲା ବନ୍ଧୁର କାଳ। ପ୍ରେମ ନିବେଦନରେ ବିଫଳ ହେବା ପରେ ନିଜ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରି ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ତାର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଗତ କିଛି ଦିନ ତଳେ ଘଟିଥିବା ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

6 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
6 hrs ago

ପ୍ରେମ ନିବେଦନ ବିଫଳରୁ ବନ୍ଧୁକୁ ହତ୍ୟା; ଏମ.ଭି-୧୬ ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ପୋଲିସ ମାଲକାନଗିରି ଜିଲ୍ଲା ଏମ୍ ଭି ୧୬ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୋଲିସ। ଜଣେ ବନ୍ଧୁ ହିଁ ସାଜିଲା ବନ୍ଧୁର କାଳ। ପ୍ରେମ ନିବେଦନରେ ବିଫଳ ହେବା ପରେ ନିଜ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରି ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ତାର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଗତ କିଛି ଦିନ ତଳେ ଘଟିଥିବା ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

More news from ଓଡ଼ିଶା and nearby areas
  • ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଘାଇଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷ
    1
    ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଘାଇଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
  • ଜୟପୁର : ଉମୁରୀ ନିକଟରେ ଦୁର୍ଘଟଣାର CCTVରେ କୋଇଦ ଛାତି ଥରା ଦୃଶ୍ୟ, ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ
    1
    ଜୟପୁର : ଉମୁରୀ ନିକଟରେ ଦୁର୍ଘଟଣାର CCTVରେ କୋଇଦ ଛାତି ଥରା ଦୃଶ୍ୟ, ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • Post by ରିତେଶ ମୁଣ୍ଡ କୋକସରା ମେଡ଼ିଆ
    1
    Post by ରିତେଶ ମୁଣ୍ଡ କୋକସରା ମେଡ଼ିଆ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    17 hrs ago
  • ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ
    1
    ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    7 hrs ago
  • ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା। ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର, ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି, ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    4
    ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ।
ରିପୋର୍ଟର ନରୋତ୍ତମ ପାଢ଼ୀ 
Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା।
ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା  ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର, ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ  କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି,  ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    user_Narattam Kumar padhy
    Narattam Kumar padhy
    ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
    12 hrs ago
  • ନୂଆପଡ଼ାରେ ସତନ୍ତ୍ର ସାଇବର ଜବଚ ଅପରେସନ ଆରମ୍ଭ ହୋଇଛି । ଏଥରେ ଜିଲ୍ଲା ପ୍ରାୟ ୩କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଆଜି ୬ଜଣ ସାଇବର ଠଜକୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମ୍ରିତପାଲ ସିଂ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମଳନୀ ଏସପି ଙ୍କ ସୁତ୍ର ରୁ ମିଳିଥିବା ସୂଚନା ମୁତାବକ ବିଗତ ଦିନରେ ସାଇବର ଠକେଇ ହୋଇଥିବା କିଛି ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ପୁଲିସ କିଛି ତଥ୍ୟ ସଂଗ୍ରହ କରି ଛାନଭିନ ଆରମ୍ଭ କରିଥିଲା । ଏଥରେ କିଛି ସନ୍ଦେହ ଜନଜ ବ୍ୟାଙ୍ଗ ଏକାଉ କୁ ସାଇବର ସେଲ ଜରିଆରେ ଯା କରିଥିଲେ । ସେଠି କିଛି ବ୍ୟାଙ୍କ ଏକାଉ ଓ ଏଟିଏମକୁ ପରିଚାଳନା କରୁଥିଲେ I ସେମାନେ ଅନ୍ୟ ଲୋକଙ୍କ ଏକାଉ କୁ ଚଳାଇ ସାଇବର ଅପରାଧ କରୁଥିଲେ । ଏହି ଘଟଣାରେ ୩ଟି ଏକାଉ ରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏକ ସତନ୍ତ୍ର ସାଇବର ଟିମ ତଦନ୍ତ ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୨କୋଟି ୯୪ଲକ୍ଷ ୫୦ହଜାର ଟଙ୍କା ଠକେଇ ହୋଇଥିବା ସନ୍ଦେହ ହେଉଛି । ଏହି ଘଟଣାରେ ନୂଆପଡ଼ା ଥାନା ପୁଲିସ ୬ଟି ମୋବାଇଲକୁ ଜବତ କରିବା ସହ ୬ଜଣ ସାଇବର ଠକଙ୍କୁ ଗିରଫ କରିଥିଲା । ଗୀରଫ ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଆମସେନା ଗାଁର ପରମେସନ ସାହୁ(୨୮), ମୁଣ୍ଡାଗାଁର ଚିନ୍ମୟ ସାହୁ(୨୩), ଧନୀରାମ ସେଠି(୨୬) ଓ ମନିଶ ସାହୁ(୨୪), ନୂଆପଡ଼ା ଥାନା ପରସଖୋଲ ଗାଁର ନନ୍ଦଲାଲ ସତନାମୀк୨୩) ଓ ସିଲଦା ଗାଁର ଦିନେଶ ଚୌଡ଼ାନ(୨୪) । ଏନେଇ ନୂଆପଡ଼ା ଥାନା କେଶ ନଂ ୩୭ରେ ମାମଲ। ରୁକୁ କରି କୋର୍ଟ ଚାଳାଣ କରାଯିବ । ଆଗକୁ ଆହୁରୀ ତଦନ୍ତ ହେବ ଓ ଅଧିକ ଲୋକଙ୍କୁ ଗିରଫ କରାଯିବ । ଏଣୁ ଲୋକେ ସଚେତନ ହୁଅନ୍ତୁ । ଆପଣଙ୍କ ଏକାଉ ତଥ୍ୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ କି ଅନ୍ୟ କାହାରିକୁ ଏକାଉ ପରିଚାଳନା ପାଇଁ ଦିଅନ୍ତୁ ନାହିଁ ବୋଲି ଏସପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।
    1
    ନୂଆପଡ଼ାରେ ସତନ୍ତ୍ର ସାଇବର ଜବଚ ଅପରେସନ ଆରମ୍ଭ ହୋଇଛି । ଏଥରେ ଜିଲ୍ଲା ପ୍ରାୟ ୩କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଆଜି ୬ଜଣ ସାଇବର ଠଜକୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମ୍ରିତପାଲ ସିଂ  ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମଳନୀ ଏସପି ଙ୍କ ସୁତ୍ର ରୁ ମିଳିଥିବା ସୂଚନା ମୁତାବକ ବିଗତ ଦିନରେ ସାଇବର ଠକେଇ ହୋଇଥିବା କିଛି ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ପୁଲିସ କିଛି ତଥ୍ୟ ସଂଗ୍ରହ କରି ଛାନଭିନ ଆରମ୍ଭ କରିଥିଲା । ଏଥରେ କିଛି ସନ୍ଦେହ ଜନଜ ବ୍ୟାଙ୍ଗ ଏକାଉ କୁ ସାଇବର ସେଲ ଜରିଆରେ ଯା କରିଥିଲେ । ସେଠି କିଛି ବ୍ୟାଙ୍କ ଏକାଉ ଓ ଏଟିଏମକୁ ପରିଚାଳନା କରୁଥିଲେ I ସେମାନେ ଅନ୍ୟ ଲୋକଙ୍କ ଏକାଉ କୁ ଚଳାଇ ସାଇବର ଅପରାଧ କରୁଥିଲେ । ଏହି ଘଟଣାରେ ୩ଟି ଏକାଉ ରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏକ ସତନ୍ତ୍ର ସାଇବର ଟିମ ତଦନ୍ତ ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୨କୋଟି ୯୪ଲକ୍ଷ ୫୦ହଜାର ଟଙ୍କା ଠକେଇ ହୋଇଥିବା ସନ୍ଦେହ ହେଉଛି । ଏହି ଘଟଣାରେ ନୂଆପଡ଼ା ଥାନା ପୁଲିସ ୬ଟି ମୋବାଇଲକୁ ଜବତ କରିବା ସହ ୬ଜଣ ସାଇବର ଠକଙ୍କୁ ଗିରଫ କରିଥିଲା । ଗୀରଫ ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଆମସେନା ଗାଁର ପରମେସନ ସାହୁ(୨୮), ମୁଣ୍ଡାଗାଁର ଚିନ୍ମୟ ସାହୁ(୨୩), ଧନୀରାମ ସେଠି(୨୬) ଓ ମନିଶ ସାହୁ(୨୪), ନୂଆପଡ଼ା ଥାନା ପରସଖୋଲ ଗାଁର ନନ୍ଦଲାଲ ସତନାମୀк୨୩) ଓ ସିଲଦା ଗାଁର ଦିନେଶ ଚୌଡ଼ାନ(୨୪) । ଏନେଇ ନୂଆପଡ଼ା ଥାନା କେଶ ନଂ ୩୭ରେ ମାମଲ। ରୁକୁ କରି କୋର୍ଟ ଚାଳାଣ କରାଯିବ । ଆଗକୁ ଆହୁରୀ ତଦନ୍ତ ହେବ ଓ ଅଧିକ ଲୋକଙ୍କୁ ଗିରଫ କରାଯିବ । ଏଣୁ ଲୋକେ ସଚେତନ ହୁଅନ୍ତୁ । ଆପଣଙ୍କ ଏକାଉ ତଥ୍ୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ କି ଅନ୍ୟ କାହାରିକୁ ଏକାଉ ପରିଚାଳନା ପାଇଁ ଦିଅନ୍ତୁ ନାହିଁ ବୋଲି ଏସପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।
    user_BIMAL SINGH DALPATI
    BIMAL SINGH DALPATI
    ଖରିଆର, ନୂଆପଡ଼ା, ଓଡ଼ିଶା•
    3 hrs ago
  • ବେଆଇନ ମାଟି ଗାଡି ଉପରେ ତହସିଲଦାରଙ୍କ ଆକ୍ସନ #Puri #kakatpur #DeshDuniyaKhabar24
    1
    ବେଆଇନ ମାଟି ଗାଡି ଉପରେ ତହସିଲଦାରଙ୍କ ଆକ୍ସନ #Puri #kakatpur #DeshDuniyaKhabar24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
  • ଜୟପୁର ସହରର NKT ରୋଡ୍‌ରେ KCC Bank ନିକଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏକ ଦୋକାନ ଜଳିବାରେ ଲାଗିଛି।
    1
    ଜୟପୁର ସହରର NKT ରୋଡ୍‌ରେ KCC Bank ନିକଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏକ ଦୋକାନ ଜଳିବାରେ ଲାଗିଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • ଜଗା ପାଖରେ ସୁନାର ଭଣ୍ଡାର। ଖୋଲା ହାତରେ ଦାନ କରୁଛନ୍ତି ଭକ୍ତ
    1
    ଜଗା ପାଖରେ ସୁନାର ଭଣ୍ଡାର। ଖୋଲା ହାତରେ ଦାନ କରୁଛନ୍ତି ଭକ୍ତ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.