logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା। ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର, ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି, ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

10 hrs ago
user_Narattam Kumar padhy
Narattam Kumar padhy
ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
10 hrs ago

ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ

ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା। ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର,

ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି,

ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

More news from ଓଡ଼ିଶା and nearby areas
  • ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା। ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର, ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି, ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    4
    ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ।
ରିପୋର୍ଟର ନରୋତ୍ତମ ପାଢ଼ୀ 
Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା।
ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା  ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର, ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ  କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି,  ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    user_Narattam Kumar padhy
    Narattam Kumar padhy
    ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
    10 hrs ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    3 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥରେ ହାଇ ୱlଧକ୍କାରେ ବାଇକ୍ ଚାଳକ ମୃତ,
    1
    ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥରେ ହାଇ ୱlଧକ୍କାରେ ବାଇକ୍ ଚାଳକ ମୃତ,
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    17 hrs ago
  • ଶ୍ରୀ ଭାଗବତ ଭୁଷଣ ବେହେରା, ଫରେଷ୍ଟର, ଆୟବର୍ହିଭୂତ ସଂପର୍କୀୟ ପ୍ରେସ୍ ରିଲିଜ୍ ଶ୍ରୀ ଭାଗବତ ଭୁଷଣ ବେହେରା, ଫରେଷ୍ଟର, ଭବାନୀପାଟଣା ବନାଞ୍ଚଳ ଅଧୀନରେ ଭଟାଙ୍ଗପଦର ଫରେଷ୍ଟ ସେକ୍ସନ, ବନ ଉତ୍ତର ଡିଭିଜନ, କଳାହାଣ୍ଡି DA ମାମଲାରେ ଓଡିଶା ସତର୍କତା ଦ୍ୱାରା ଗିରଫ। ତାଙ୍କ ଜ୍ଞାତ ଆୟର ୪୭୦% ଅଂଶ ହେଉଛି ୧ଟି ବହୁମହଲା କୋଠା, ୯ଟି ପ୍ଲଟ୍, ୩୪.୦୮ ଲକ୍ଷ ଟଙ୍କାରୁ ଅଧିକ ଜମା, ପ୍ରାୟ ୪୭୦ ଗ୍ରାମ ସୁନା, ୪ଟି କୁବୋଟା ହାର୍ଭେଷ୍ଟର ମେସିନ୍ (ବେନାମି), ୧ ଅଶୋକ ଲେଲ୍ୟାଣ୍ଡ ଟିପର୍ (ବେନାମି), ୧ ଭାରତ ବେଞ୍ଜ ହାଇଭା (ବେନାମି), ୪ଟି ଟ୍ରାକ୍ଟର (ବେନାମି), ଏବଂ ୧ ବୋଲେରୋ (ବେନାମି), ୧ ଟୟୋଟା କାର୍, ଅନାରଥେଡ୍ ଇତ୍ୟାଦି। ୨୧.୦୨.୨୦୨୬ ତାରିଖରେ, କଳାହାଣ୍ଡିର ଉତ୍ତର ବନଖଣ୍ଡର ଭବାନୀପାଟଣା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ଭଟାଙ୍ଗପଦର ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିଲା ଏବଂ ତାଙ୍କର ଜ୍ଞାତ ଆୟର ୪୭୦% ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି (DA) ରଖିବା ପାଇଁ ମାନ୍ୟବର ଭିଜିଲାନ୍ସ, ଭବାନୀପାଟଣା ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯାଇଥିଲା, ଯାହା ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିଲେ ନାହିଁ। ଏହି ସମ୍ପର୍କରେ, କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨ ତାରିଖ ୨୧.୦୨.୨୦୨୬ ରେ ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରା, ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ୧୩(୨) r/w ୧୩(୧)(b)/୧୨ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ରୁଜୁ କରାଯାଇଥିଲା। ଘର ତଲାସି ସମୟରେ, ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ନିମ୍ନଲିଖିତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା; ୧) କଳାହାଣ୍ଡିର ଭବାନୀପାଟଣାର ହିଲ୍ ଟାଉନ୍ ଠାରେ ପ୍ରାୟ ୫୩୦୦ ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟ ଏକ ତିନି ମହଲା କୋଠା ଯାହା ୨୦୨୨-୨୪ ବର୍ଷରେ ନିର୍ମିତ ହୋଇଥିଲା ଏବଂ ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା ଥିଲା। ୨) ୪ଟି କୁବୋଟା ହାରୱେଷ୍ଟର ମେସିନ୍, ୧ଟି ଅଶୋକ ଲେଲ୍ୟାଣ୍ଡ ଟିପର୍, ୧ଟି ଭାରତ ବେଞ୍ଜ ହାଇଭା, ୪ଟି ଟ୍ରାକ୍ଟର ଏବଂ ୧ଟି ବୋଲେରୋ ଗାଡ଼ି ବେନାମୀ ସମ୍ପତ୍ତି ବୋଲି ଜଣାପଡିଥିଲା। ୩) ଭବାନୀପାଟଣା ସହର ଏବଂ ଏହାର ଆଖପାଖରେ ୯ଟି ମୂଲ୍ୟବାନ ପ୍ଲଟ୍। ୪) ୩୪.୦୮ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଙ୍କ, ଡାକ ଏବଂ ବୀମା ଜମା। ୫) ସୁନା ଅଳଙ୍କାର ୪୭୦ ଗ୍ରାମ ଏବଂ ରୂପା ଅଳଙ୍କାର ୩୫୦ ଗ୍ରାମ। ୬) ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଚାରି ଚକିଆ ଗାଡ଼ି (ଟୋୟୋଟା ଅର୍ବାନ୍ କ୍ରୁଜର) ଏବଂ ଗୋଟିଏ ଦୁଇ ଚକିଆ ଗାଡ଼ି (ରୟାଲ୍ ଏନଫିଲ୍ଡ ବୁଲେଟ୍)। ୭) ପ୍ରାୟ ୧୧.୧୫ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଏବଂ ଘରୋଇ ସାମଗ୍ରୀ। ସମ୍ପୂର୍ଣ୍ଣ ସନ୍ଧାନ, ଇନଭେଣ୍ଟରୀ ଏବଂ ଅଧିକ ତଦନ୍ତ ପରେ, କଳାହାଣ୍ଡିର ଉତ୍ତର ବନ ବିଭାଗ, ଭବାନୀପାଟଣା ବନାଞ୍ଚଳ ରେଞ୍ଜ ଅଧୀନରେ ଥିବା ଭଟାଙ୍ଗପଦର ବନ ସେକ୍ସନର ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରାଙ୍କ ଆୟ, ଖର୍ଚ୍ଚ ଏବଂ ସମ୍ପତ୍ତି ଗଣନା କରାଯାଇଥିଲା ଏବଂ ତାଙ୍କ ପାଖରେ ଅନୁପାତହୀନ ସମ୍ପତ୍ତି ଥିବା ଜଣାପଡ଼ିଥିଲା ଯାହା ତାଙ୍କର ଜ୍ଞାତ ଆୟ ଉତ୍ସଠାରୁ ୪୭୦% ଅଧିକ ଥିଲା। ମାମଲାର ତଦନ୍ତ ଜାରି ରହିଛି। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    1
    ଶ୍ରୀ ଭାଗବତ ଭୁଷଣ ବେହେରା, ଫରେଷ୍ଟର, ଆୟବର୍ହିଭୂତ ସଂପର୍କୀୟ ପ୍ରେସ୍ ରିଲିଜ୍
ଶ୍ରୀ ଭାଗବତ ଭୁଷଣ ବେହେରା, ଫରେଷ୍ଟର, ଭବାନୀପାଟଣା ବନାଞ୍ଚଳ ଅଧୀନରେ ଭଟାଙ୍ଗପଦର ଫରେଷ୍ଟ ସେକ୍ସନ, ବନ ଉତ୍ତର ଡିଭିଜନ, କଳାହାଣ୍ଡି DA ମାମଲାରେ ଓଡିଶା ସତର୍କତା ଦ୍ୱାରା ଗିରଫ। ତାଙ୍କ ଜ୍ଞାତ ଆୟର ୪୭୦% ଅଂଶ ହେଉଛି ୧ଟି ବହୁମହଲା କୋଠା, ୯ଟି ପ୍ଲଟ୍, ୩୪.୦୮ ଲକ୍ଷ ଟଙ୍କାରୁ ଅଧିକ ଜମା, ପ୍ରାୟ ୪୭୦ ଗ୍ରାମ ସୁନା, ୪ଟି କୁବୋଟା ହାର୍ଭେଷ୍ଟର ମେସିନ୍ (ବେନାମି), ୧ ଅଶୋକ ଲେଲ୍ୟାଣ୍ଡ ଟିପର୍ (ବେନାମି), ୧ ଭାରତ ବେଞ୍ଜ ହାଇଭା (ବେନାମି), ୪ଟି ଟ୍ରାକ୍ଟର (ବେନାମି), ଏବଂ ୧ ବୋଲେରୋ (ବେନାମି), ୧ ଟୟୋଟା କାର୍, ଅନାରଥେଡ୍ ଇତ୍ୟାଦି।
୨୧.୦୨.୨୦୨୬ ତାରିଖରେ, କଳାହାଣ୍ଡିର ଉତ୍ତର ବନଖଣ୍ଡର ଭବାନୀପାଟଣା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ଭଟାଙ୍ଗପଦର ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିଲା ଏବଂ ତାଙ୍କର ଜ୍ଞାତ ଆୟର ୪୭୦% ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି (DA) ରଖିବା ପାଇଁ ମାନ୍ୟବର ଭିଜିଲାନ୍ସ, ଭବାନୀପାଟଣା ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯାଇଥିଲା, ଯାହା ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିଲେ ନାହିଁ। ଏହି ସମ୍ପର୍କରେ, କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨ ତାରିଖ ୨୧.୦୨.୨୦୨୬ ରେ ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରା, ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ୧୩(୨) r/w ୧୩(୧)(b)/୧୨ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ରୁଜୁ କରାଯାଇଥିଲା।
ଘର ତଲାସି ସମୟରେ, ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ନିମ୍ନଲିଖିତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା;
୧) କଳାହାଣ୍ଡିର ଭବାନୀପାଟଣାର ହିଲ୍ ଟାଉନ୍ ଠାରେ ପ୍ରାୟ ୫୩୦୦ ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟ ଏକ ତିନି ମହଲା କୋଠା ଯାହା ୨୦୨୨-୨୪ ବର୍ଷରେ ନିର୍ମିତ ହୋଇଥିଲା ଏବଂ ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା ଥିଲା।
୨) ୪ଟି କୁବୋଟା ହାରୱେଷ୍ଟର ମେସିନ୍, ୧ଟି ଅଶୋକ ଲେଲ୍ୟାଣ୍ଡ ଟିପର୍, ୧ଟି ଭାରତ ବେଞ୍ଜ ହାଇଭା, ୪ଟି ଟ୍ରାକ୍ଟର ଏବଂ ୧ଟି ବୋଲେରୋ ଗାଡ଼ି ବେନାମୀ ସମ୍ପତ୍ତି ବୋଲି ଜଣାପଡିଥିଲା।
୩) ଭବାନୀପାଟଣା ସହର ଏବଂ ଏହାର ଆଖପାଖରେ ୯ଟି ମୂଲ୍ୟବାନ ପ୍ଲଟ୍।
୪) ୩୪.୦୮ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଙ୍କ, ଡାକ ଏବଂ ବୀମା ଜମା।
୫) ସୁନା ଅଳଙ୍କାର ୪୭୦ ଗ୍ରାମ ଏବଂ ରୂପା ଅଳଙ୍କାର ୩୫୦ ଗ୍ରାମ।
୬) ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଚାରି ଚକିଆ ଗାଡ଼ି (ଟୋୟୋଟା ଅର୍ବାନ୍ କ୍ରୁଜର) ଏବଂ ଗୋଟିଏ ଦୁଇ ଚକିଆ ଗାଡ଼ି (ରୟାଲ୍ ଏନଫିଲ୍ଡ ବୁଲେଟ୍)।
୭) ପ୍ରାୟ ୧୧.୧୫ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଏବଂ ଘରୋଇ ସାମଗ୍ରୀ।
ସମ୍ପୂର୍ଣ୍ଣ ସନ୍ଧାନ, ଇନଭେଣ୍ଟରୀ ଏବଂ ଅଧିକ ତଦନ୍ତ ପରେ, କଳାହାଣ୍ଡିର ଉତ୍ତର ବନ ବିଭାଗ, ଭବାନୀପାଟଣା ବନାଞ୍ଚଳ ରେଞ୍ଜ ଅଧୀନରେ ଥିବା ଭଟାଙ୍ଗପଦର ବନ ସେକ୍ସନର ଫରେଷ୍ଟର ଶ୍ରୀ ଭାଗବତ ଭୂଷଣ ବେହେରାଙ୍କ ଆୟ, ଖର୍ଚ୍ଚ ଏବଂ ସମ୍ପତ୍ତି ଗଣନା କରାଯାଇଥିଲା ଏବଂ ତାଙ୍କ ପାଖରେ ଅନୁପାତହୀନ ସମ୍ପତ୍ତି ଥିବା ଜଣାପଡ଼ିଥିଲା ଯାହା ତାଙ୍କର ଜ୍ଞାତ ଆୟ ଉତ୍ସଠାରୁ ୪୭୦% ଅଧିକ ଥିଲା।
ମାମଲାର ତଦନ୍ତ ଜାରି ରହିଛି।
କଳାହାଣ୍ଡିରୁ  ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    2 hrs ago
  • । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଶ୍ରୀମତୀ ଗୌତମୀ ଜାନି ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ରୁ ମୋଟ ୬୧୧ଜଣ ଯୁବକ ଓ ଯୁବତୀ ମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୩୭୪ ଜଣଙ୍କୁ ଚୟନ କରା ଯାଇଛି। ସେଥି ମଧ୍ୟରୁ ୬୭ ଜଣଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଆଜିର ନିଯୁକ୍ତି ମେଳାରେ ୧୯ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
    1
    ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାରେ  ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଶ୍ରୀମତୀ ଗୌତମୀ ଜାନି  ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି  ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ  ବ୍ଲକ ରୁ  ମୋଟ ୬୧୧ଜଣ  ଯୁବକ ଓ ଯୁବତୀ ମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୩୭୪ ଜଣଙ୍କୁ ଚୟନ କରା ଯାଇଛି। ସେଥି ମଧ୍ୟରୁ ୬୭ ଜଣଙ୍କୁ  ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଆଜିର ନିଯୁକ୍ତି ମେଳାରେ ୧୯ଗୋଟି ସଂସ୍ଥା  ପ୍ରମୁଖ  ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    3 hrs ago
  • କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଗୋଛାଡେଙ୍ଗେନ୍ ର ଶିବ ମନ୍ଦିର ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଅ‌ଷ୍ଟ ପ୍ରହରୀ ନାମ ଯଜ୍ଞ।
    1
    କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଗୋଛାଡେଙ୍ଗେନ୍ ର ଶିବ ମନ୍ଦିର ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଅ‌ଷ୍ଟ ପ୍ରହରୀ ନାମ ଯଜ୍ଞ।
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.