ଗଜପତି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଶ୍ରୀମତୀ ଗୌତମୀ ଜାନି ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ରୁ ମୋଟ ୬୧୧ଜଣ ଯୁବକ ଓ ଯୁବତୀ ମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୩୭୪ ଜଣଙ୍କୁ ଚୟନ କରା ଯାଇଛି। ସେଥି ମଧ୍ୟରୁ ୬୭ ଜଣଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଆଜିର ନିଯୁକ୍ତି ମେଳାରେ ୧୯ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

- ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର ନେଇ ପୁରୀଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ l ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର କୁ ଦୀର୍ଘ ଏକବର୍ଷ କାଳ ଓକିଲ ସଂଘ ପକ୍ଷରୁ ପୁରୀଜିଲ୍ଲା ଓକିଲ ବାର ଆସୋସିଏସନ ଆଗରେ ଧାରଣାରେ ବସିବା ସହିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କିନ୍ତୁ କୌଣସି ସରକାରୀ ଦତ୍ପର ରେ ଏହି ଆବେଦନ କୁ ଗୁରୁତ୍ୱ ଦିଆଯାଇନଥିଲା l ତେଣୁ ଆଜି ପୁରୀଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ସମ୍ପାଦକ ଶରତ ରୟଗୁରୁଙ୍କ ଅଧକ୍ଷତା ରେ ପୁରୀଜିଲ୍ଲା ର ପାଞ୍ଚଶହ ରୁ ଉର୍ଦ୍ଧ ଓକିଲ ପୁରୀ ଭୁବନେଶ୍ୱର ମୁଖ୍ୟ ଜାତୀୟ ରାଜପଥ ମାଳତୀପାଟପୁର ଠାରେ ରାସ୍ତା ଅବରୋଧ କରି କୋର୍ଟ ସ୍ଥାନାନ୍ତର ବିରୁଦ୍ଧରେ ନାରା ଦେବା ସହିତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ l ଏହି ବନ୍ଦକୁ ସମର୍ଥନ କରି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ତତ୍ୱାବଧାନ ରେ ଶତାଧିକ କଂଗ୍ରେସକର୍ମୀ ଏହି ରାସ୍ତା ଅବରୋଧ କୁ ସହଯୋଗ କରିଥିଲେ l କିନ୍ତୁ ହଇରାଣ ହୋଇଥିଲେ ସାଧାରଣ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ l ଆଗକୁ ଦେଖିବାକୁ ରହିଲା କୋର୍ଟ ସ୍ଥାନାନ୍ତରିତ ନହୋଇ କଚେରୀ ନିକଟରେ କୋର୍ଟର ନବକଳେବର ହେଉଛି କେବେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।2
- Post by HABIL DONGRI1
- ଗ୍ରାମରେ ନୂତନ ଏକ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ୫ ଦିନ ଧରି ଚାଲିବ ଏହି ଉତ୍ସବ। ବୁଧବାର ହେବ ପୂର୍ଣ୍ଣାହୁତି।1
- Post by Samanta Sekhar Nayak1