Shuru
Apke Nagar Ki App…
ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl
ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
More news from Ganjam and nearby areas
- ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ରିକା ପଲୀ ଗେଟ ନିକଟ ରେ ଏକ ଚିକେନ କାଉଣ୍ଟର ପଛ ପଟରୁ ଏକ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇ ଅଛି। ଯୁବକ ଙ୍କ ଦେହ ରେ ଶକ୍ତ ଆଘାତ ଚିହ୍ନ ରହି ଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରାଯାଉ ଥିବାର ଅନୁମାନ କରାଯାଉଛି। ମୃତ ଯୁବକ ହେଲେ ଆର୍ ରାଜା ରାଓ ଆରୁଗୁଣି ଗ୍ରାମ ର ବୋଲି ଜଣାପଡିଛି। ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ପଠାଇ ତଦନ୍ତ ଆରମ୍ଭ କରି ଦେଇଛି।1
- ଜନବସତି ଭିତରେ କାହିଁକି ବାଣ ରଖା ଯାଉଚି ଲୋକଙ୍କୁ କିଏ ଦେବ ସୁରକ୍ଷା ପୁରୁଣା କଟକ ରେ ପୁଣି ବିସ୍ଫୋରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।2
- ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।1
- Post by Samanta Sekhar Nayak1
- ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ1