logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ

3 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
3 hrs ago

ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା...
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    8 hrs ago
  • ଆମ୍ବପୁଆ ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସର ରେ ଥିବା କାର ରେ ଅଗ୍ନିକାଣ୍ଡ । ପ୍ରାୟ ୨୦ ଟି ଗାଡ଼ି ରେ ନିଆଁ ଲାଗି ଥିବାର ଜଣାଯାଏ। ତେବେ କେଊ କାରଣ ରୁ ଏହି ଅଗ୍ନିକାଣ୍ଡ ଘଟିଛି କିଛି ଜଣା ପଡି ନାହିଁ। ଅଗ୍ନି ସମ୍ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିବାର ଜଣା ପଡ଼ିଛି।
    1
    ଆମ୍ବପୁଆ ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସର ରେ ଥିବା କାର ରେ ଅଗ୍ନିକାଣ୍ଡ । ପ୍ରାୟ ୨୦ ଟି ଗାଡ଼ି ରେ ନିଆଁ ଲାଗି ଥିବାର ଜଣାଯାଏ। ତେବେ କେଊ କାରଣ ରୁ ଏହି ଅଗ୍ନିକାଣ୍ଡ ଘଟିଛି କିଛି ଜଣା ପଡି ନାହିଁ। ଅଗ୍ନି ସମ୍ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିବାର ଜଣା ପଡ଼ିଛି।
    user_User9947
    User9947
    Social worker Asika, Ganjam•
    23 hrs ago
  • ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।
    2
    ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।
    user_Ganjam Khabar
    Ganjam Khabar
    Kabisuryanagar, Ganjam•
    3 hrs ago
  • ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
    1
    ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    2 hrs ago
  • 5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l
    1
    5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ 
ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    20 hrs ago
  • ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର ନେଇ ପୁରୀଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ l ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର କୁ ଦୀର୍ଘ ଏକବର୍ଷ କାଳ ଓକିଲ ସଂଘ ପକ୍ଷରୁ ପୁରୀଜିଲ୍ଲା ଓକିଲ ବାର ଆସୋସିଏସନ ଆଗରେ ଧାରଣାରେ ବସିବା ସହିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କିନ୍ତୁ କୌଣସି ସରକାରୀ ଦତ୍ପର ରେ ଏହି ଆବେଦନ କୁ ଗୁରୁତ୍ୱ ଦିଆଯାଇନଥିଲା l ତେଣୁ ଆଜି ପୁରୀଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ସମ୍ପାଦକ ଶରତ ରୟଗୁରୁଙ୍କ ଅଧକ୍ଷତା ରେ ପୁରୀଜିଲ୍ଲା ର ପାଞ୍ଚଶହ ରୁ ଉର୍ଦ୍ଧ ଓକିଲ ପୁରୀ ଭୁବନେଶ୍ୱର ମୁଖ୍ୟ ଜାତୀୟ ରାଜପଥ ମାଳତୀପାଟପୁର ଠାରେ ରାସ୍ତା ଅବରୋଧ କରି କୋର୍ଟ ସ୍ଥାନାନ୍ତର ବିରୁଦ୍ଧରେ ନାରା ଦେବା ସହିତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ l ଏହି ବନ୍ଦକୁ ସମର୍ଥନ କରି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ତତ୍ୱାବଧାନ ରେ ଶତାଧିକ କଂଗ୍ରେସକର୍ମୀ ଏହି ରାସ୍ତା ଅବରୋଧ କୁ ସହଯୋଗ କରିଥିଲେ l କିନ୍ତୁ ହଇରାଣ ହୋଇଥିଲେ ସାଧାରଣ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ l ଆଗକୁ ଦେଖିବାକୁ ରହିଲା କୋର୍ଟ ସ୍ଥାନାନ୍ତରିତ ନହୋଇ କଚେରୀ ନିକଟରେ କୋର୍ଟର ନବକଳେବର ହେଉଛି କେବେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର ନେଇ ପୁରୀଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ l
ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର କୁ ଦୀର୍ଘ ଏକବର୍ଷ କାଳ ଓକିଲ ସଂଘ ପକ୍ଷରୁ ପୁରୀଜିଲ୍ଲା ଓକିଲ ବାର ଆସୋସିଏସନ ଆଗରେ ଧାରଣାରେ ବସିବା ସହିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କିନ୍ତୁ କୌଣସି ସରକାରୀ ଦତ୍ପର ରେ ଏହି ଆବେଦନ କୁ ଗୁରୁତ୍ୱ ଦିଆଯାଇନଥିଲା l ତେଣୁ ଆଜି ପୁରୀଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ସମ୍ପାଦକ ଶରତ ରୟଗୁରୁଙ୍କ ଅଧକ୍ଷତା ରେ ପୁରୀଜିଲ୍ଲା ର ପାଞ୍ଚଶହ ରୁ ଉର୍ଦ୍ଧ ଓକିଲ ପୁରୀ ଭୁବନେଶ୍ୱର ମୁଖ୍ୟ ଜାତୀୟ ରାଜପଥ ମାଳତୀପାଟପୁର ଠାରେ ରାସ୍ତା ଅବରୋଧ କରି କୋର୍ଟ ସ୍ଥାନାନ୍ତର ବିରୁଦ୍ଧରେ ନାରା ଦେବା ସହିତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ l ଏହି ବନ୍ଦକୁ ସମର୍ଥନ କରି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ତତ୍ୱାବଧାନ ରେ ଶତାଧିକ କଂଗ୍ରେସକର୍ମୀ ଏହି ରାସ୍ତା ଅବରୋଧ କୁ ସହଯୋଗ କରିଥିଲେ l କିନ୍ତୁ ହଇରାଣ ହୋଇଥିଲେ ସାଧାରଣ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ l ଆଗକୁ ଦେଖିବାକୁ ରହିଲା କୋର୍ଟ ସ୍ଥାନାନ୍ତରିତ ନହୋଇ କଚେରୀ ନିକଟରେ କୋର୍ଟର ନବକଳେବର ହେଉଛି କେବେ l
ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.