Shuru
Apke Nagar Ki App…
ମୁଠାଗୁଡା ପାହାଡ଼ ରୁ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ 5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l
Ansubhai Pandey

More news from ଓଡ଼ିଶା and nearby areas
- 5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l1
- ଜନବସତି ଭିତରେ କାହିଁକି ବାଣ ରଖା ଯାଉଚି ଲୋକଙ୍କୁ କିଏ ଦେବ ସୁରକ୍ଷା ପୁରୁଣା କଟକ ରେ ପୁଣି ବିସ୍ଫୋରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।1
- ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।2
- । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଶ୍ରୀମତୀ ଗୌତମୀ ଜାନି ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ରୁ ମୋଟ ୬୧୧ଜଣ ଯୁବକ ଓ ଯୁବତୀ ମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୩୭୪ ଜଣଙ୍କୁ ଚୟନ କରା ଯାଇଛି। ସେଥି ମଧ୍ୟରୁ ୬୭ ଜଣଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଆଜିର ନିଯୁକ୍ତି ମେଳାରେ ୧୯ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।1
- ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ1