Shuru
Apke Nagar Ki App…
୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
Live Odisha NewsUpdate District reporter
୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
More news from ଓଡ଼ିଶା and nearby areas
- ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।1
- ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।2
- ଆମ୍ବପୁଆ ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସର ରେ ଥିବା କାର ରେ ଅଗ୍ନିକାଣ୍ଡ । ପ୍ରାୟ ୨୦ ଟି ଗାଡ଼ି ରେ ନିଆଁ ଲାଗି ଥିବାର ଜଣାଯାଏ। ତେବେ କେଊ କାରଣ ରୁ ଏହି ଅଗ୍ନିକାଣ୍ଡ ଘଟିଛି କିଛି ଜଣା ପଡି ନାହିଁ। ଅଗ୍ନି ସମ୍ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିବାର ଜଣା ପଡ଼ିଛି।1
- ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- 5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l1
- ପୁରୁଷୋତ୍ତମପୁର ବ୍ଲକର ସିକୁଳାସମା, ଅରଖପୁର ଓ ଟଙ୍କାଛାଇ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଣ୍ଡି ଦାୟିତ୍ୱରୁ ବାଦ ଦିଆଯାଇଥିବା ଅଭିଯୋଗ। ହାଇକୋର୍ଟ ନିର୍ଦେଶ ସତ୍ତ୍ୱେ ପଦକ୍ଷେପ ନ ନିଆଯାଇଥିବା କହି ପ୍ରମୋଦ ପଣ୍ଡା ଓ ଗୋଷ୍ଠୀ ସଦସ୍ୟମାନେ ପ୍ରେସମିଟରେ ପ୍ରତିକ୍ରିୟା ରଖିଲେ।1