logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମଣ୍ଡି ରାଜନୀତିକୁ ନେଇ ପ୍ରେସମିଟ, ମହିଳା ଗୋଷ୍ଠୀଙ୍କ ଅଭିଯୋଗ ପୁରୁଷୋତ୍ତମପୁର ବ୍ଲକର ସିକୁଳାସମା, ଅରଖପୁର ଓ ଟଙ୍କାଛାଇ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଣ୍ଡି ଦାୟିତ୍ୱରୁ ବାଦ ଦିଆଯାଇଥିବା ଅଭିଯୋଗ। ହାଇକୋର୍ଟ ନିର୍ଦେଶ ସତ୍ତ୍ୱେ ପଦକ୍ଷେପ ନ ନିଆଯାଇଥିବା କହି ପ୍ରମୋଦ ପଣ୍ଡା ଓ ଗୋଷ୍ଠୀ ସଦସ୍ୟମାନେ ପ୍ରେସମିଟରେ ପ୍ରତିକ୍ରିୟା ରଖିଲେ।

5 hrs ago
user_Ganjam Khabar
Ganjam Khabar
Kabisuryanagar, Ganjam•
5 hrs ago

ମଣ୍ଡି ରାଜନୀତିକୁ ନେଇ ପ୍ରେସମିଟ, ମହିଳା ଗୋଷ୍ଠୀଙ୍କ ଅଭିଯୋଗ ପୁରୁଷୋତ୍ତମପୁର ବ୍ଲକର ସିକୁଳାସମା, ଅରଖପୁର ଓ ଟଙ୍କାଛାଇ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଣ୍ଡି ଦାୟିତ୍ୱରୁ ବାଦ ଦିଆଯାଇଥିବା ଅଭିଯୋଗ। ହାଇକୋର୍ଟ ନିର୍ଦେଶ ସତ୍ତ୍ୱେ ପଦକ୍ଷେପ ନ ନିଆଯାଇଥିବା କହି ପ୍ରମୋଦ ପଣ୍ଡା ଓ ଗୋଷ୍ଠୀ ସଦସ୍ୟମାନେ ପ୍ରେସମିଟରେ ପ୍ରତିକ୍ରିୟା ରଖିଲେ।

More news from Ganjam and nearby areas
  • ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।
    2
    ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।
    user_Ganjam Khabar
    Ganjam Khabar
    Kabisuryanagar, Ganjam•
    5 hrs ago
  • ଜନବସତି ଭିତରେ କାହିଁକି ବାଣ ରଖା ଯାଉଚି ଲୋକଙ୍କୁ କିଏ ଦେବ ସୁରକ୍ଷା ପୁରୁଣା କଟକ ରେ ପୁଣି ବିସ୍ଫୋରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଜନବସତି ଭିତରେ କାହିଁକି ବାଣ ରଖା ଯାଉଚି ଲୋକଙ୍କୁ କିଏ ଦେବ ସୁରକ୍ଷା ପୁରୁଣା କଟକ ରେ ପୁଣି ବିସ୍ଫୋରଣ
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
    1
    ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    4 hrs ago
  • ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା...
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    10 hrs ago
  • 5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l
    1
    5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ 
ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    22 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    1 hr ago
  • ପୁରୁଷୋତ୍ତମପୁର ବ୍ଲକର ସିକୁଳାସମା, ଅରଖପୁର ଓ ଟଙ୍କାଛାଇ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଣ୍ଡି ଦାୟିତ୍ୱରୁ ବାଦ ଦିଆଯାଇଥିବା ଅଭିଯୋଗ। ହାଇକୋର୍ଟ ନିର୍ଦେଶ ସତ୍ତ୍ୱେ ପଦକ୍ଷେପ ନ ନିଆଯାଇଥିବା କହି ପ୍ରମୋଦ ପଣ୍ଡା ଓ ଗୋଷ୍ଠୀ ସଦସ୍ୟମାନେ ପ୍ରେସମିଟରେ ପ୍ରତିକ୍ରିୟା ରଖିଲେ।
    1
    ପୁରୁଷୋତ୍ତମପୁର ବ୍ଲକର ସିକୁଳାସମା, ଅରଖପୁର ଓ ଟଙ୍କାଛାଇ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଣ୍ଡି ଦାୟିତ୍ୱରୁ ବାଦ ଦିଆଯାଇଥିବା ଅଭିଯୋଗ। ହାଇକୋର୍ଟ ନିର୍ଦେଶ ସତ୍ତ୍ୱେ ପଦକ୍ଷେପ ନ ନିଆଯାଇଥିବା କହି ପ୍ରମୋଦ ପଣ୍ଡା ଓ ଗୋଷ୍ଠୀ ସଦସ୍ୟମାନେ ପ୍ରେସମିଟରେ ପ୍ରତିକ୍ରିୟା ରଖିଲେ।
    user_Ganjam Khabar
    Ganjam Khabar
    Kabisuryanagar, Ganjam•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.