Shuru
Apke Nagar Ki App…
Bighne Rana
More news from ଓଡ଼ିଶା and nearby areas
- Post by Padmanabha Naik1
- Post by Bighne Rana1
- ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥରେ ହାଇ ୱlଧକ୍କାରେ ବାଇକ୍ ଚାଳକ ମୃତ,1
- Post by Jay kala _ jay Kalinga1
- ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ବର୍ଷା ସମ୍ଭାବନା । ଏଥିପାଇଁ ୧୫ ଜିଲ୍ଲାକୁ ହଳଦିଆ ଚେତାବନୀ ଦିଆଯାଇଛି ।1
- ନୂଆପଡ଼ାରେ ସତନ୍ତ୍ର ସାଇବର ଜବଚ ଅପରେସନ ଆରମ୍ଭ ହୋଇଛି । ଏଥରେ ଜିଲ୍ଲା ପ୍ରାୟ ୩କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଆଜି ୬ଜଣ ସାଇବର ଠଜକୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମ୍ରିତପାଲ ସିଂ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମଳନୀ ଏସପି ଙ୍କ ସୁତ୍ର ରୁ ମିଳିଥିବା ସୂଚନା ମୁତାବକ ବିଗତ ଦିନରେ ସାଇବର ଠକେଇ ହୋଇଥିବା କିଛି ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ପୁଲିସ କିଛି ତଥ୍ୟ ସଂଗ୍ରହ କରି ଛାନଭିନ ଆରମ୍ଭ କରିଥିଲା । ଏଥରେ କିଛି ସନ୍ଦେହ ଜନଜ ବ୍ୟାଙ୍ଗ ଏକାଉ କୁ ସାଇବର ସେଲ ଜରିଆରେ ଯା କରିଥିଲେ । ସେଠି କିଛି ବ୍ୟାଙ୍କ ଏକାଉ ଓ ଏଟିଏମକୁ ପରିଚାଳନା କରୁଥିଲେ I ସେମାନେ ଅନ୍ୟ ଲୋକଙ୍କ ଏକାଉ କୁ ଚଳାଇ ସାଇବର ଅପରାଧ କରୁଥିଲେ । ଏହି ଘଟଣାରେ ୩ଟି ଏକାଉ ରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏକ ସତନ୍ତ୍ର ସାଇବର ଟିମ ତଦନ୍ତ ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୨କୋଟି ୯୪ଲକ୍ଷ ୫୦ହଜାର ଟଙ୍କା ଠକେଇ ହୋଇଥିବା ସନ୍ଦେହ ହେଉଛି । ଏହି ଘଟଣାରେ ନୂଆପଡ଼ା ଥାନା ପୁଲିସ ୬ଟି ମୋବାଇଲକୁ ଜବତ କରିବା ସହ ୬ଜଣ ସାଇବର ଠକଙ୍କୁ ଗିରଫ କରିଥିଲା । ଗୀରଫ ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଆମସେନା ଗାଁର ପରମେସନ ସାହୁ(୨୮), ମୁଣ୍ଡାଗାଁର ଚିନ୍ମୟ ସାହୁ(୨୩), ଧନୀରାମ ସେଠି(୨୬) ଓ ମନିଶ ସାହୁ(୨୪), ନୂଆପଡ଼ା ଥାନା ପରସଖୋଲ ଗାଁର ନନ୍ଦଲାଲ ସତନାମୀк୨୩) ଓ ସିଲଦା ଗାଁର ଦିନେଶ ଚୌଡ଼ାନ(୨୪) । ଏନେଇ ନୂଆପଡ଼ା ଥାନା କେଶ ନଂ ୩୭ରେ ମାମଲ। ରୁକୁ କରି କୋର୍ଟ ଚାଳାଣ କରାଯିବ । ଆଗକୁ ଆହୁରୀ ତଦନ୍ତ ହେବ ଓ ଅଧିକ ଲୋକଙ୍କୁ ଗିରଫ କରାଯିବ । ଏଣୁ ଲୋକେ ସଚେତନ ହୁଅନ୍ତୁ । ଆପଣଙ୍କ ଏକାଉ ତଥ୍ୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ କି ଅନ୍ୟ କାହାରିକୁ ଏକାଉ ପରିଚାଳନା ପାଇଁ ଦିଅନ୍ତୁ ନାହିଁ ବୋଲି ଏସପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।1
- ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା। ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର, ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି, ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4
- କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଗୋଛାଡେଙ୍ଗେନ୍ ର ଶିବ ମନ୍ଦିର ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ।1