Shuru
Apke Nagar Ki App…
ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ,ହଜାର ହଜାର ବିଜୁ ପ୍ରେମିଙ୍କ ଯୋଗଦାନ.... ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଡିସେମ୍ବର ୨୬ ତାରିଖ ଦିନ ପାଳିତ ହୋଇଯାଇଛି।
Ganjam Khabar
ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ,ହଜାର ହଜାର ବିଜୁ ପ୍ରେମିଙ୍କ ଯୋଗଦାନ.... ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଡିସେମ୍ବର ୨୬ ତାରିଖ ଦିନ ପାଳିତ ହୋଇଯାଇଛି।
More news from ଓଡ଼ିଶା and nearby areas
- ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ,ହଜାର ହଜାର ବିଜୁ ପ୍ରେମିଙ୍କ ଯୋଗଦାନ.... ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଡିସେମ୍ବର ୨୬ ତାରିଖ ଦିନ ପାଳିତ ହୋଇଯାଇଛି।1
- Post by Jay kala _ jay Kalinga1
- *କୁକୁଡ଼ାଖଣ୍ତି ଠାରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ* #live_odisha_news_update #published_from #Brahamapur #kukudakhandi1
- Post by Subrat Behera1
- बिल्ली की शिकार करने की रफ्तार इंसान को हैरान कर देती है। वैज्ञानिकों के अनुसार, शिकार के दौरान बिल्ली का रिएक्शन टाइम सिर्फ़ 20 से 70 मिलीसेकंड होता है। तेज़ नज़र, संवेदनशील मूंछें और बिजली जैसी रिफ्लेक्स उसे पलक झपकने से पहले हमला करने की ताकत देती हैं। यही वजह है कि बिल्ली को प्रकृति का परफेक्ट हंटर माना जाता है। 😲👀 #cat #catreflexes #catreaction #cathunting #animalfacts #knowledge #viral #explore #nature1
- Jay Jagannath 🙏1
- Post by User5115 Susanta Kumar Pattnaik1
- #ଯାତ୍ରୀଙ୍କ_ସତର୍କତା_ଯୋଗୁଁ_ଅଳ୍ପକେ_ଟଳିଲା_ଦୁର୍ଘଟଣା ଏକ ଦ୍ରୁତଗାମୀ ଟ୍ରେନ୍ ମାଡ଼ି ଆସୁଥିବା ବେଳେ କିଛି ରେଳ କର୍ମଚାରୀ ଧାରଣା ଉପରେ ମରାମତି କାର୍ଯ୍ୟ କରୁଥିଲେ। ସେମାନେ ଟ୍ରେନ୍ ଆସିବା ବିଷୟରେ ଜାଣିପାରି ନଥିଲେ। ଏହି ସମୟରେ ନିକଟସ୍ଥ ଅନ୍ୟ ଏକ ଟ୍ରେନରେ ଥିବା ଯାତ୍ରୀମାନେ ବିପଦକୁ ଦେଖି ଚିତ୍କାର କରିଥିଲେ ଏବଂ ଟ୍ରେନ୍ ଆସୁଥିବା ସୂଚନା ଦେଇଥିଲେ। ଯାତ୍ରୀଙ୍କ ଚିତ୍କାର ଶୁଣି ଶ୍ରମିକମାନେ ତୁରନ୍ତ ଧାରଣା ଉପରୁ ଦୂରକୁ ଚାଲିଯାଇଥିଲେ ଏବଂ ଟ୍ରେନ୍ଟି ସେଠାରୁ ଦ୍ରୁତଗତିରେ ଚାଲିଯାଇଥିଲା। ଯାତ୍ରୀମାନଙ୍କ ସତର୍କତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । #viralvideo #train #indianrailways #viralnews #share #accidentnews1