logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘଣ୍ଟପଡା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳିତ ତାଳଚେର:- ତାଳଚେର ବ୍ଲକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରାଯାଇଛି l କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବନ୍ଦେ ମାତରଂ ୧୫୦ ବର୍ଷ ଉପଲକ୍ଷେ ସଂଘର ସଦସ୍ୟଗଣ ବନ୍ଦେ ମାତରଂ ଗାନ କରିଥିଲେ। ତଦ୍ ପରେ ଗୋଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଦୀପକ ସାହୁ ସମ୍ମାନିତ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଯୁବ ସମାଜକୁ ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ବିରତ ହୁଅ ନାହିଁ ବୋଲି ସ୍ୱାମୀ ବିବେକାନନ୍ଦଙ୍କ କଥାକୁ ଆଲୋଚନା ଏବଂ କୁଷ୍ଠ ରୋଗର ସଂକ୍ରମଣ ଓ ନିରାକରଣ ବିଷୟରେ ସଚେତନତା କରାଇଥିଲେ। ସଂଘର ସଭାପତି ଧୀରେନ୍ଦ୍ର ଦାସ, ଅରବିନ୍ଦ ମହାରଣା, ଆଦିତ୍ୟ ନାରାୟଣ ଦାସ, ଅଂଶୁମାନ ଦାସ, ପ୍ରଦୀପ ମହାରଣା, ଲିପନ ସାହୁ, ମନୋଜ ଦାସ, ଦେବାଶିଷ ସାହୁ, ଅନିମେଶ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଶେଷରେ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

3 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
3 hrs ago
1fc92d68-085e-4de6-a0f3-a0ffa42dc490

ଘଣ୍ଟପଡା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳିତ ତାଳଚେର:- ତାଳଚେର ବ୍ଲକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରାଯାଇଛି l କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବନ୍ଦେ ମାତରଂ ୧୫୦ ବର୍ଷ ଉପଲକ୍ଷେ ସଂଘର ସଦସ୍ୟଗଣ ବନ୍ଦେ ମାତରଂ ଗାନ କରିଥିଲେ। ତଦ୍ ପରେ ଗୋଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଦୀପକ ସାହୁ ସମ୍ମାନିତ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଯୁବ ସମାଜକୁ ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ବିରତ ହୁଅ ନାହିଁ ବୋଲି ସ୍ୱାମୀ ବିବେକାନନ୍ଦଙ୍କ କଥାକୁ ଆଲୋଚନା ଏବଂ କୁଷ୍ଠ ରୋଗର ସଂକ୍ରମଣ ଓ ନିରାକରଣ ବିଷୟରେ ସଚେତନତା କରାଇଥିଲେ। ସଂଘର ସଭାପତି ଧୀରେନ୍ଦ୍ର ଦାସ, ଅରବିନ୍ଦ ମହାରଣା, ଆଦିତ୍ୟ ନାରାୟଣ ଦାସ, ଅଂଶୁମାନ ଦାସ, ପ୍ରଦୀପ ମହାରଣା, ଲିପନ ସାହୁ, ମନୋଜ ଦାସ, ଦେବାଶିଷ ସାହୁ, ଅନିମେଶ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଶେଷରେ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

More news from ଓଡ଼ିଶା and nearby areas
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    39 min ago
  • Post by Ashis Kumar Malua
    1
    Post by Ashis Kumar Malua
    user_Ashis Kumar Malua
    Ashis Kumar Malua
    Journalist ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    2 hrs ago
  • ରାଉରକେଲା ରୁ ଭୁବନେଶ୍ୱର ଯାଉଥିବା ଏରୋପ୍ଳାନ ରାଉରକେଲା ଜଲଡା ଵ୍ଳକ ପଡିଆରେ ଭାରସମ୍ୟା ହରାଇ ଖସିଫଡିଲା
    1
    ରାଉରକେଲା ରୁ ଭୁବନେଶ୍ୱର ଯାଉଥିବା ଏରୋପ୍ଳାନ ରାଉରକେଲା ଜଲଡା ଵ୍ଳକ ପଡିଆରେ ଭାରସମ୍ୟା ହରାଇ ଖସିଫଡିଲା
    user_Odisha Update News
    Odisha Update News
    Journalist କଙ୍କଡ଼ାହାଡ଼, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ
    1
    ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ମୋହନ ମାଝୀ ଙ୍କ ସରକାର ରେ ଗରିବଙ୍କୁ ସାଧାରଣ କାଯ୍ୟ ରେ ନିୟୋଜିତ କରି ସରକାରୀ କର୍ମଚାରୀ ପାରିଶ୍ରମିକ ମଜୁରୀ ଦେବାରେ ଅବହେଳା.
    1
    ମୋହନ ମାଝୀ ଙ୍କ ସରକାର ରେ ଗରିବଙ୍କୁ ସାଧାରଣ କାଯ୍ୟ ରେ ନିୟୋଜିତ କରି ସରକାରୀ କର୍ମଚାରୀ ପାରିଶ୍ରମିକ ମଜୁରୀ ଦେବାରେ ଅବହେଳା.
    user_ହୃଷିକେଶ ପାତ୍ର
    ହୃଷିକେଶ ପାତ୍ର
    Photographer କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    3 hrs ago
  • ଶୁରୁ ଆପ ଆପଣକୁ ଠକୁଚି କଣ ପାଇଁ ଭିଡ଼ିଓ ଦେଖ ଜାଣି ପାରିବ
    1
    ଶୁରୁ ଆପ ଆପଣକୁ ଠକୁଚି କଣ ପାଇଁ ଭିଡ଼ିଓ ଦେଖ ଜାଣି ପାରିବ
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    1 hr ago
  • National Youth Day.
    1
    National Youth Day.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ପରିବେଶ ସୁରକ୍ଷା ପାଇଁ ଚିନ୍ମୟୀ ଦାସ ଙ୍କ ପ୍ରତିକ୍ରିୟା l
    1
    ପରିବେଶ ସୁରକ୍ଷା ପାଇଁ ଚିନ୍ମୟୀ ଦାସ ଙ୍କ ପ୍ରତିକ୍ରିୟା l
    user_Ashis Kumar Malua
    Ashis Kumar Malua
    Journalist ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.