Shuru
Apke Nagar Ki App…
କରଞ୍ଜିଆ ଏସ୍ଡ଼ିପିଓ ଙ୍କ ଦ୍ୱାରା ଡିଜେ ଗାଡି ଜବତ କରଞ୍ଜିଆ ପୋଲିସ ପକ୍ଷରୁ ଗୋଲେଇ ନିକଟରେ ଏକ ଡିଜେ ଗାଡି କୁ ଯାଞ୍ଚ ସମୟରେ ଜବତ କରାଯାଇଛି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ଙ୍କ ନେତୃତ୍ୱରେ ବିଳମ୍ବିତ ରାତି ରେ ପୋଲିସ ନାକା କରି ଗାଡି ଯାଞ୍ଚ ସମୟରେ କାଗଜପତ୍ର ଯାଞ୍ଚ ପରେ ଜବତ କରି କରଞ୍ଜିଆ ଥାନାକୁ ଆଣି ରଖାଯାଇଥିବା ସୂଚନା ମିଳିଛି
Jitendra raj
କରଞ୍ଜିଆ ଏସ୍ଡ଼ିପିଓ ଙ୍କ ଦ୍ୱାରା ଡିଜେ ଗାଡି ଜବତ କରଞ୍ଜିଆ ପୋଲିସ ପକ୍ଷରୁ ଗୋଲେଇ ନିକଟରେ ଏକ ଡିଜେ ଗାଡି କୁ ଯାଞ୍ଚ ସମୟରେ ଜବତ କରାଯାଇଛି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ଙ୍କ ନେତୃତ୍ୱରେ ବିଳମ୍ବିତ ରାତି ରେ ପୋଲିସ ନାକା କରି ଗାଡି ଯାଞ୍ଚ ସମୟରେ କାଗଜପତ୍ର ଯାଞ୍ଚ ପରେ ଜବତ କରି କରଞ୍ଜିଆ ଥାନାକୁ ଆଣି ରଖାଯାଇଥିବା ସୂଚନା ମିଳିଛି
More news from ଓଡ଼ିଶା and nearby areas
- Post by Jitendra raj1
- Post by Uttam Kumar Mahakud 97773344221
- Post by Rajib Behera1
- ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।* ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ ୧୬ଟି ଦଳ ଅଂଶଗ୍ରହଣ ଅଂଶଗ୍ରହଣ କରିଛନ୍ତି। ମୟୁରଭଞ୍ଜ ଫୁଟବଲର ପ୍ରବାଦ ପୁରୁଷ ସ୍ବର୍ଗତ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ ଯୋଗ ଦେଇଥିଲେ। କମିଟିର ଅଧ୍ୟକ୍ଷ ତଥା ସିନେ ଅଭିନେତା ଅସିତ ବରଣ ପତି, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସନ୍ତୋଷ କୁମାର ବରାଜ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ I ତେବେ ପ୍ରଥମ ମ୍ୟାଚ ଟି କେନ୍ଦୁଆ ଏଫ୍ ସି ଏବଂ କିଶାନ ବ୍ରଦର୍ସ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।1
- ମାଆ ଅମ୍ବିକା ମହିଳା ମହା ମଣ୍ଡଳ ଫେଡେରେସନ ର ସଚିବ ସାବିତ୍ରୀ ରାଉତ ଙ୍କୁ ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଏହି ଅବସରରେ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -07.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବାରିପଦା :- ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ରାତି ପ୍ରାୟ ୮ ଟାରେ ଉଦଘାଟିତ ହୋଇଯାଇଛି। ଏ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ ୧୬ଟି ଦଳ ଅଂଶଗ୍ରହଣ ଅଂଶଗ୍ରହଣ କରିଛନ୍ତି। ମୟୁରଭଞ୍ଜ ଫୁଟବଲର ପ୍ରବାଦ ପୁରୁଷ ସ୍ବର୍ଗତ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ ଯୋଗ ଦେଇଥିଲେ। କମିଟିର ଅଧ୍ୟକ୍ଷ ତଥା ସିନେ ଅଭିନେତା ଅସିତ ବରଣ ପତି, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସନ୍ତୋଷ କୁମାର ବରାଜ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ I ତେବେ ପ୍ରଥମ ମ୍ୟାଚ ଟି କେନ୍ଦୁଆ ଏଫ୍ ସି ଏବଂ କିଶାନ ବ୍ରଦର୍ସ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। #mayurbhanj #dlh_khabar1
- Post by Uttam Kumar Mahakud 97773344221