logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପରମେଶ୍ବରଙ୍କର ମହିମା ଅନୁଗ୍ରହ ଆନନ୍ଦ ମାଆ କୁ ସଂପୂର୍ଣ୍ଣ ପୁରା ସୁସ୍ଥ କରିଦେଲେ ପ୍ରଭୁ ଯୀଶୁ

on 8 November
user_Ajaya Kumar khemundu
Ajaya Kumar khemundu
Grain Wholesaler Jeypore, Koraput•
on 8 November

ପରମେଶ୍ବରଙ୍କର ମହିମା ଅନୁଗ୍ରହ ଆନନ୍ଦ ମାଆ କୁ ସଂପୂର୍ଣ୍ଣ ପୁରା ସୁସ୍ଥ କରିଦେଲେ ପ୍ରଭୁ ଯୀଶୁ

  • user_Anand Sharma
    Anand Sharma
    Sonepur, Odisha
    sabu thana guda ka Hindu hei ki dharma change karucha mane tume kete bapa ra santana acha tuma maa ku pachariba
    on 13 November
  • user_Laxmidhar bisoi
    Laxmidhar bisoi
    Kodinga, Nabarangpur
    6to 5555😀😀noon
    on 12 November
  • user_Kishore nagar Shuru
    Kishore nagar Shuru
    Kishorenagar, Anugul
    ସବୁ ହସ୍ପିଟାଲ୍ ବନ୍ଦ କରିଦେବେ ସରକାର 🤪
    on 11 November
  • user_Jitu Bhoi
    Jitu Bhoi
    Sonapur, Sonepur
    ଜୟ ଶ୍ରୀରାମ 🙏🏻🙏🏻🙏🏻
    on 9 November
  • user_User8151
    User8151
    Malkangiri, Odisha
    🥳
    on 13 November
  • user_User8151
    User8151
    Malkangiri, Odisha
    💐
    on 13 November
  • user_User10036
    User10036
    Nabarangapur P.S, Nabarangpur
    💐
    on 9 November
More news from ଓଡ଼ିଶା and nearby areas
  • ୯୧ତମ ଓଡିଶା ପୋଲିସ ସ୍ଥାପନ ଦିବସ ଅବସରରେ କୋରାପୁଟ ଡିଆଇଜିଙ୍କ ତରଫରୁ ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ସହିତ କିଛି ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି।
    1
    ୯୧ତମ ଓଡିଶା ପୋଲିସ ସ୍ଥାପନ ଦିବସ ଅବସରରେ କୋରାପୁଟ ଡିଆଇଜିଙ୍କ ତରଫରୁ ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ସହିତ କିଛି ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା
    1
    ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    15 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    12 hrs ago
  • କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha
    1
    କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    15 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Lawyer ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    15 hrs ago
  • ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ଠାରେ ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଉରା ଲ୍ୟାମ୍ପ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ,ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଲ୍ୟାମ୍ପ ଉପସଭାପତି ବୃନ୍ଦାବନ ମଲ୍ଲିକ,ନିର୍ଦ୍ଦେଶକ ଲମ୍ବୋଦର ବିଶୋଇରତ୍ନବନପାଳ ସୁଧାକର କଣ୍ଡାଲୁ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ସମସ୍ତ ଆଟିଥ୍ୟାଙ୍କୁ ସମ୍ମାନିତ କରିବାପରେ ଦିପାପ୍ରୋଜ୍ଵଳନ କରିଥିଲେ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ।ଗଜପତି ଜିଲ୍ଲା ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହୋଜଗର ହାତ ବଢ଼ାଇ ଆସିଛି । ଚାଷ ଋତୁରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ବିନା ସୁଧରେ ଲକ୍ଷାଧିକ ଟଙ୍କା ଦେଇ ଆସୁଥିବାବେଳେ ତାହାକୁ ଚାଷୀମାନେ ସଦୁପଯୋଗ କରି ଲାଭବାନ୍ ହୋଇପାରିଛନ୍ତି । ଏହି ସଂସ୍ଥାଟି ମୋହନା ବ୍ଲକ ର ଚନ୍ଦ୍ରଗିରି , ଜିରାଙ୍ଗ,ଲବାରସିଂ,ଧାଡ଼ିଆମ୍ବ ,ବାଘମାରି ସମୁଦାୟ ପାଞ୍ଚୋ ଗୋଟି ପଞ୍ଚାୟତ ର ସମୁଦାୟ 2603 ଚାଷୀ ଓ ଲୋନ୍ ହିତାଧିକାରୀ ସମୁଦାୟ 792 ଜଣକୁ ନେଇ କାମ କରି ଆସିଛି । ପ୍ରତ୍ୟେକ ବର୍ଷ ଭଳି ଏହି 2025-26 ଆର୍ଥିକ ବର୍ଷର ମଧ୍ୟ ନିଜର ସାକାରର୍ତ୍ମକ କାର୍ଯ୍ୟର ସଫଳତା କୁ ନେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ଓ ଆଗାମୀଦିନରେ ଚାଷୀ ମାନଙ୍କ ସହୋଜଗ ରେ ଏହି ସ୍ଥାନରେ ମାଣ୍ଡିଆ ମଣ୍ଡି ମକାମଣ୍ଡି ଓ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ କିଭଳି ମିଳିପାରିବ ସେ ନେଇ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ କୁମାର ଦଳାଇ ଉପସ୍ଥାପନା କରିଥିଲେ। ଏପରିକି ଏହି ବର୍ଷ ର ସଫଳ ଚାଷୀ ଓ ସଫଳ ଋଣ ପରିଶୋଧ କରି ଚାଷୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
    1
    ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ଠାରେ ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଉରା ଲ୍ୟାମ୍ପ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ,ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଲ୍ୟାମ୍ପ ଉପସଭାପତି ବୃନ୍ଦାବନ ମଲ୍ଲିକ,ନିର୍ଦ୍ଦେଶକ ଲମ୍ବୋଦର ବିଶୋଇରତ୍ନବନପାଳ ସୁଧାକର କଣ୍ଡାଲୁ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ସମସ୍ତ ଆଟିଥ୍ୟାଙ୍କୁ ସମ୍ମାନିତ କରିବାପରେ ଦିପାପ୍ରୋଜ୍ଵଳନ କରିଥିଲେ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ।ଗଜପତି ଜିଲ୍ଲା ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହୋଜଗର ହାତ ବଢ଼ାଇ ଆସିଛି । ଚାଷ ଋତୁରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ବିନା ସୁଧରେ ଲକ୍ଷାଧିକ ଟଙ୍କା ଦେଇ ଆସୁଥିବାବେଳେ ତାହାକୁ ଚାଷୀମାନେ ସଦୁପଯୋଗ କରି ଲାଭବାନ୍ ହୋଇପାରିଛନ୍ତି । ଏହି ସଂସ୍ଥାଟି ମୋହନା ବ୍ଲକ ର ଚନ୍ଦ୍ରଗିରି , ଜିରାଙ୍ଗ,ଲବାରସିଂ,ଧାଡ଼ିଆମ୍ବ ,ବାଘମାରି ସମୁଦାୟ ପାଞ୍ଚୋ ଗୋଟି ପଞ୍ଚାୟତ ର ସମୁଦାୟ 2603 ଚାଷୀ ଓ ଲୋନ୍ ହିତାଧିକାରୀ ସମୁଦାୟ 792 ଜଣକୁ ନେଇ କାମ କରି ଆସିଛି । ପ୍ରତ୍ୟେକ ବର୍ଷ ଭଳି ଏହି 2025-26 ଆର୍ଥିକ ବର୍ଷର ମଧ୍ୟ ନିଜର ସାକାରର୍ତ୍ମକ କାର୍ଯ୍ୟର ସଫଳତା କୁ ନେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ଓ ଆଗାମୀଦିନରେ ଚାଷୀ ମାନଙ୍କ ସହୋଜଗ ରେ ଏହି ସ୍ଥାନରେ ମାଣ୍ଡିଆ ମଣ୍ଡି ମକାମଣ୍ଡି ଓ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ କିଭଳି ମିଳିପାରିବ ସେ ନେଇ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ କୁମାର ଦଳାଇ ଉପସ୍ଥାପନା କରିଥିଲେ। ଏପରିକି ଏହି ବର୍ଷ ର ସଫଳ ଚାଷୀ ଓ ସଫଳ ଋଣ ପରିଶୋଧ କରି ଚାଷୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    1 hr ago
  • Post by Yash Sahu
    1
    Post by Yash Sahu
    user_Yash Sahu
    Yash Sahu
    Actor ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ଉତ୍କଳ ଦିବସ ଅବସରରେ ଜୟପୁର ସହରରେ ଗମ୍ଭୀରତା ଓ ଉତ୍ସାହ ସହ ଉଦ୍ଯାପନ କରାଯାଇଛି। ଏହି ଅବସରରେ ପ୍ରଶାସନ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳାର୍ପଣ କରି ସମ୍ମାନ ଜଣାଇଛନ୍ତି।
    1
    ଉତ୍କଳ ଦିବସ ଅବସରରେ ଜୟପୁର ସହରରେ ଗମ୍ଭୀରତା ଓ ଉତ୍ସାହ ସହ ଉଦ୍ଯାପନ କରାଯାଇଛି। ଏହି ଅବସରରେ ପ୍ରଶାସନ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳାର୍ପଣ କରି ସମ୍ମାନ ଜଣାଇଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.