Shuru
Apke Nagar Ki App…
ଘୁର୍ଣ୍ଣି ଝଡ଼ରେ ଉଜାଡ଼ିଗଲା ଗରିବ ପରିବାର ; ସହାୟତା କରିବାକୁ ସରକାର ଙ୍କୁ ନିବେଦନ କରିଛନ୍ତି ପରିବାର ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ କାଳିଆପାଣି ଗ୍ରାମର ଭିମସେନ ମହାନ୍ତଙ୍କ ଘର ଘୁର୍ଣ୍ଣି ଝଡ଼ରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି। ପ୍ରକୃତିର ଏହି ଭୟାବହ ତାଣ୍ଡବରେ ପରିବାରଟି ବହୁତ କଷ୍ଟରେ ଦିନ କାଟୁଛନ୍ତି। ମୁଣ୍ଡ ଉପରେ ଛାତ ନଥିବାରୁ ସେମାନେ ଏବେ ଅସହାୟ ଅବସ୍ଥାରେ ରହିଛନ୍ତି। 🙏 ସରକାରୀ ସହାୟତା ସହିତ ସମାଜର ସମସ୍ତ ସହୃଦୟ ବ୍ୟକ୍ତି ଆଗକୁ ଆସି ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ। 📢 ଦୟାକରି ପୋଷ୍ଟଟିକୁ Share କରନ୍ତୁ, ଯାହାଦ୍ୱାରା ସହାୟତା ଶୀଘ୍ର ପହଞ୍ଚିପାରିବ। 🙏
KALIAPANI UPDATE
ଘୁର୍ଣ୍ଣି ଝଡ଼ରେ ଉଜାଡ଼ିଗଲା ଗରିବ ପରିବାର ; ସହାୟତା କରିବାକୁ ସରକାର ଙ୍କୁ ନିବେଦନ କରିଛନ୍ତି ପରିବାର ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ କାଳିଆପାଣି ଗ୍ରାମର ଭିମସେନ ମହାନ୍ତଙ୍କ ଘର ଘୁର୍ଣ୍ଣି ଝଡ଼ରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି। ପ୍ରକୃତିର ଏହି ଭୟାବହ ତାଣ୍ଡବରେ ପରିବାରଟି ବହୁତ କଷ୍ଟରେ ଦିନ କାଟୁଛନ୍ତି। ମୁଣ୍ଡ ଉପରେ ଛାତ ନଥିବାରୁ ସେମାନେ ଏବେ ଅସହାୟ ଅବସ୍ଥାରେ ରହିଛନ୍ତି। 🙏 ସରକାରୀ ସହାୟତା ସହିତ ସମାଜର ସମସ୍ତ ସହୃଦୟ ବ୍ୟକ୍ତି ଆଗକୁ ଆସି ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ। 📢 ଦୟାକରି ପୋଷ୍ଟଟିକୁ Share କରନ୍ତୁ, ଯାହାଦ୍ୱାରା ସହାୟତା ଶୀଘ୍ର ପହଞ୍ଚିପାରିବ। 🙏
More news from Odisha and nearby areas
- ଢେଙ୍କାନାଳରେ 'ଅପରେସନ ରୁଦ୍ର' ସଫଳ ହେବା ପରେ ରୁଦ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳର ମିଳିତ ପ୍ରୟାସରେ ଏହି କଠିନ କାର୍ଯ୍ୟ ସମ୍ଭବ ହୋଇଛି।1
- ଅପରେସନ ସିନ୍ଦୁରର ଏକବର୍ଷ ପୂର୍ତ୍ତ ପାଳନ କଲେ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷାର୍ଥୀ ଅପରେସନ ସିନ୍ଦୁରର ଏକବର୍ଷ ପୂର୍ତ୍ତ ପାଳନ କଲେ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷାର୍ଥୀ #LatestNews #UpdateNews #apanankakhabara #news #OdishaNews #Odisha1
- କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର1
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବର୍ଷୀଙ୍ଗା ଗାଁରେ ଆମ୍ବ ତୋଳୁଥିବା ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରି ମାରିଦେଇଛି। ଭାରତୀ ବିଶ୍ୱାଳ ନାମ୍ନୀ ଏହି ମହିଳାଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜ୍ୟରେ ଏପରି ହାତୀ ଆକ୍ରମଣର ଘଟଣା ବଢୁଥିବାରୁ ଏହା ଏକ ଚିନ୍ତାର ବିଷୟ।1
- ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I1
- ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମେ ୯, ୨୦୨୬ ରେ ଏକ ଜନତା ଦରବାର ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଜନସାଧାରଣ ନିଜର ସମସ୍ୟା ଓ ଅଭିଯୋଗ ସିଧାସଳଖ ସରକାର ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବେ। ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଏହି ପଦକ୍ଷେପ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଏକ ମଞ୍ଚ ଯୋଗାଇବ।1
- ଓଡିଶାର ଢେଙ୍କାନାଳରେ ଦୀର୍ଘ ୧୬ ଘଣ୍ଟା ଧରି ଚାଲିଥିବା 'ଅପରେସନ ରୁଦ୍ର' ଶେଷରେ ସଫଳ ହୋଇଛି। ଓଡ୍ରାଫ ଟିମ୍ ଦିନତମାମ ପ୍ରାଣପଣେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା, ଯାହା ପରେ ବିପଦରେ ଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି।1
- କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଏହି କାରଣରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।1