logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନଗିରି ଜିଲ୍ଲାରେ “ତାରକେଶ୍ୱର ଠିକାଦାର ସଂଘ” ପକ୍ଷରୁ ଗ୍ରହୀତ “ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର” ସଂକଳ୍ପର ଏବେ ଆରମ୍ଭ ହୋଇଛି ପ୍ରଥମ ଓ ସବୁଠାରୁ ବଡ଼ ପରୀକ୍ଷା। ଆଜିଠାରୁ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ୩୭ଟି ଉନ୍ନୟନମୂଳକ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଠିକାଦାରମାନଙ୍କ ଏକତା ଉପରେ। ନିକଟରେ ଏମଭି–୭୯ ସ୍ଥିତ ତାରକେଶ୍ୱର ମନ୍ଦିର ପରିସରରେ ଦୁଇ ଦୁଇଥର ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଠିକାଦାର ଏକତ୍ରିତ ହୋଇ “ତାରକେଶ୍ୱର ଠିକାଦାର ସଂଘ” ଗଠନ କରିଥିଲେ। ସେହି ବୈଠକରେ ସମସ୍ତେ ଏକମତ ହୋଇ ନିଷ୍ପତ୍ତି ନେଇଥିଲେ ଯେ, ଆଗାମୀ ଦିନରେ କୌଣସି ଠିକାଦାର କମ୍ ରାଶି ବା “ଲେସ୍ ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବେ ନାହିଁ। ସମସ୍ତେ କେବଳ “ସ୍କେଜୁଲ୍ ରେଟ୍” ଅନୁଯାୟୀ ଟେଣ୍ଡର ଦାଖଲ କରିବେ ବୋଲି ସଂକଳ୍ପ ନେଇଥିଲେ। ଏବେ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ର ଏହି ୩୭ଟି କାମର ଟେଣ୍ଡର ପ୍ରକ୍ରିୟା ହିଁ ହୋଇଛି ସେହି ସଂକଳ୍ପର ପ୍ରକୃତ ପରୀକ୍ଷା। ଠିକାଦାରମାନେ ସତରେ ଏକତା ରଖି କମିଟିର ନିଷ୍ପତ୍ତିକୁ ମାନୁଛନ୍ତି କି, ନା ପୁରୁଣା ଭଳି ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି କମ୍ ରାଶିରେ ଟେଣ୍ଡର ଦାଖଲ କରୁଛନ୍ତି — ତାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଯଦି ଏଥର ସମସ୍ତ ଠିକାଦାର ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ ୨୦୨୧ ପରେ ପ୍ରଥମଥର ପାଇଁ ଜିଲ୍ଲାରେ ଏପରି ଏକତାମୂଳକ ଟେଣ୍ଡର ପ୍ରକ୍ରିୟା ଦେଖିବାକୁ ମିଳିବ। ଏହାକୁ ମାଲକାନଗିରି ଜିଲ୍ଲାର ଠିକାଦାର ଏକତାର ଐତିହାସିକ ସଫଳତା ବୋଲି ମନେ କରାଯାଉଛି। ସୂଚନା ଅନୁଯାୟୀ, ଏହି ଟେଣ୍ଡରଗୁଡ଼ିକ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଖୋଲାଯିବ। ଟେଣ୍ଡର ଓପେନ୍‌ ହେବା ପରେ ହିଁ ସ୍ପଷ୍ଟ ହେବ ଯେ, ଠିକାଦାରମାନେ ବୈଠକରେ ନେଇଥିବା ସଂକଳ୍ପକୁ କେତେ ଦୂର ପାଳନ କରିଛନ୍ତି ଏବଂ ପ୍ରକୃତରେ ସମସ୍ତେ ଏକ ହୋଇ ଅଛନ୍ତି କି ନାହିଁ। ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ଟେଣ୍ଡରରେ ସର୍ବାଧିକ ୧୪.୯୯ ପ୍ରତିଶତ ପର୍ଯ୍ୟନ୍ତ “ଲେସ୍ ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବାର ସୀମା ରହିଥିଲା। କିନ୍ତୁ ବର୍ତ୍ତମାନ ସରକାର ଏହି ସୀମାକୁ ହଟାଇ ଅସୀମିତ ଭାବେ କମ୍ ରାଶିରେ ଟେଣ୍ଡର ଦାଖଲ କରିବାକୁ ଅନୁମତି ଦେଇଥିବାରୁ ଠିକାଦାରମାନଙ୍କ ମଧ୍ୟରେ କାମ ପାଇବା ନେଇ ପ୍ରତିଯୋଗିତା ବଢ଼ିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଗ୍ରାମାଞ୍ଚଳର ଉନ୍ନୟନ କାମର ଗୁଣମାନ ଉପରେ ପଡ଼ୁଥିବା ଅଭିଯୋଗ ଆସୁଛି। ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମତରେ, ଅତ୍ୟଧିକ କମ୍ ରାଶିରେ କାମ ନେବା ଫଳରେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି ଓ ଗ୍ରାମାଞ୍ଚଳରେ ଉନ୍ନୟନ କାମର ଗୁଣମାନ ପ୍ରଭାବିତ ହେଉଛି। ତେଣୁ ଯଦି ସମସ୍ତ ଠିକାଦାର ଏଥର ସତରେ ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ କାମର ଗୁଣମାନ ବୃଦ୍ଧି ପାଇବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଅଧିକ ସୁଚାରୁ ଭାବେ ହୋଇପାରିବ ବୋଲି ଆଶା ପ୍ରକାଶ ପାଉଛି। ଏବେ ଦେଖିବାକୁ ବାକି ରହିଲା — ଠିକାଦାରମାନଙ୍କ ଏହି ଏକତା କେବଳ ବୈଠକ ଓ ଶପଥ ମଧ୍ୟରେ ସୀମିତ ରହୁଛି, ନା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳୁଛି।

5 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
5 hrs ago

ମାଲକାନଗିରି ଜିଲ୍ଲାରେ “ତାରକେଶ୍ୱର ଠିକାଦାର ସଂଘ” ପକ୍ଷରୁ ଗ୍ରହୀତ “ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର” ସଂକଳ୍ପର ଏବେ ଆରମ୍ଭ ହୋଇଛି ପ୍ରଥମ ଓ ସବୁଠାରୁ ବଡ଼ ପରୀକ୍ଷା। ଆଜିଠାରୁ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ୩୭ଟି ଉନ୍ନୟନମୂଳକ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଠିକାଦାରମାନଙ୍କ ଏକତା ଉପରେ। ନିକଟରେ ଏମଭି–୭୯ ସ୍ଥିତ ତାରକେଶ୍ୱର ମନ୍ଦିର ପରିସରରେ ଦୁଇ ଦୁଇଥର ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଠିକାଦାର ଏକତ୍ରିତ ହୋଇ “ତାରକେଶ୍ୱର ଠିକାଦାର ସଂଘ” ଗଠନ କରିଥିଲେ। ସେହି ବୈଠକରେ ସମସ୍ତେ ଏକମତ ହୋଇ ନିଷ୍ପତ୍ତି ନେଇଥିଲେ ଯେ, ଆଗାମୀ ଦିନରେ କୌଣସି ଠିକାଦାର କମ୍ ରାଶି ବା “ଲେସ୍

ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବେ ନାହିଁ। ସମସ୍ତେ କେବଳ “ସ୍କେଜୁଲ୍ ରେଟ୍” ଅନୁଯାୟୀ ଟେଣ୍ଡର ଦାଖଲ କରିବେ ବୋଲି ସଂକଳ୍ପ ନେଇଥିଲେ। ଏବେ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ର ଏହି ୩୭ଟି କାମର ଟେଣ୍ଡର ପ୍ରକ୍ରିୟା ହିଁ ହୋଇଛି ସେହି ସଂକଳ୍ପର ପ୍ରକୃତ ପରୀକ୍ଷା। ଠିକାଦାରମାନେ ସତରେ ଏକତା ରଖି କମିଟିର ନିଷ୍ପତ୍ତିକୁ ମାନୁଛନ୍ତି କି, ନା ପୁରୁଣା ଭଳି ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି କମ୍ ରାଶିରେ ଟେଣ୍ଡର ଦାଖଲ କରୁଛନ୍ତି — ତାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଯଦି ଏଥର ସମସ୍ତ ଠିକାଦାର ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ ୨୦୨୧ ପରେ ପ୍ରଥମଥର ପାଇଁ ଜିଲ୍ଲାରେ ଏପରି ଏକତାମୂଳକ ଟେଣ୍ଡର ପ୍ରକ୍ରିୟା ଦେଖିବାକୁ ମିଳିବ।

ଏହାକୁ ମାଲକାନଗିରି ଜିଲ୍ଲାର ଠିକାଦାର ଏକତାର ଐତିହାସିକ ସଫଳତା ବୋଲି ମନେ କରାଯାଉଛି। ସୂଚନା ଅନୁଯାୟୀ, ଏହି ଟେଣ୍ଡରଗୁଡ଼ିକ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଖୋଲାଯିବ। ଟେଣ୍ଡର ଓପେନ୍‌ ହେବା ପରେ ହିଁ ସ୍ପଷ୍ଟ ହେବ ଯେ, ଠିକାଦାରମାନେ ବୈଠକରେ ନେଇଥିବା ସଂକଳ୍ପକୁ କେତେ ଦୂର ପାଳନ କରିଛନ୍ତି ଏବଂ ପ୍ରକୃତରେ ସମସ୍ତେ ଏକ ହୋଇ ଅଛନ୍ତି କି ନାହିଁ। ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ଟେଣ୍ଡରରେ ସର୍ବାଧିକ ୧୪.୯୯ ପ୍ରତିଶତ ପର୍ଯ୍ୟନ୍ତ “ଲେସ୍ ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବାର ସୀମା ରହିଥିଲା। କିନ୍ତୁ ବର୍ତ୍ତମାନ ସରକାର ଏହି ସୀମାକୁ ହଟାଇ ଅସୀମିତ ଭାବେ କମ୍ ରାଶିରେ ଟେଣ୍ଡର ଦାଖଲ କରିବାକୁ ଅନୁମତି ଦେଇଥିବାରୁ ଠିକାଦାରମାନଙ୍କ ମଧ୍ୟରେ କାମ ପାଇବା ନେଇ ପ୍ରତିଯୋଗିତା ବଢ଼ିଛି। ଏହାର ପ୍ରଭାବ

ସିଧାସଳଖ ଭାବେ ଗ୍ରାମାଞ୍ଚଳର ଉନ୍ନୟନ କାମର ଗୁଣମାନ ଉପରେ ପଡ଼ୁଥିବା ଅଭିଯୋଗ ଆସୁଛି। ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମତରେ, ଅତ୍ୟଧିକ କମ୍ ରାଶିରେ କାମ ନେବା ଫଳରେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି ଓ ଗ୍ରାମାଞ୍ଚଳରେ ଉନ୍ନୟନ କାମର ଗୁଣମାନ ପ୍ରଭାବିତ ହେଉଛି। ତେଣୁ ଯଦି ସମସ୍ତ ଠିକାଦାର ଏଥର ସତରେ ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ କାମର ଗୁଣମାନ ବୃଦ୍ଧି ପାଇବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଅଧିକ ସୁଚାରୁ ଭାବେ ହୋଇପାରିବ ବୋଲି ଆଶା ପ୍ରକାଶ ପାଉଛି। ଏବେ ଦେଖିବାକୁ ବାକି ରହିଲା — ଠିକାଦାରମାନଙ୍କ ଏହି ଏକତା କେବଳ ବୈଠକ ଓ ଶପଥ ମଧ୍ୟରେ ସୀମିତ ରହୁଛି, ନା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳୁଛି।

More news from ଓଡ଼ିଶା and nearby areas
  • ମାଲକାନଗିରି ଜିଲ୍ଲାରେ “ତାରକେଶ୍ୱର ଠିକାଦାର ସଂଘ” ପକ୍ଷରୁ ଗ୍ରହୀତ “ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର” ସଂକଳ୍ପର ଏବେ ଆରମ୍ଭ ହୋଇଛି ପ୍ରଥମ ଓ ସବୁଠାରୁ ବଡ଼ ପରୀକ୍ଷା। ଆଜିଠାରୁ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ୩୭ଟି ଉନ୍ନୟନମୂଳକ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଠିକାଦାରମାନଙ୍କ ଏକତା ଉପରେ। ନିକଟରେ ଏମଭି–୭୯ ସ୍ଥିତ ତାରକେଶ୍ୱର ମନ୍ଦିର ପରିସରରେ ଦୁଇ ଦୁଇଥର ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଠିକାଦାର ଏକତ୍ରିତ ହୋଇ “ତାରକେଶ୍ୱର ଠିକାଦାର ସଂଘ” ଗଠନ କରିଥିଲେ। ସେହି ବୈଠକରେ ସମସ୍ତେ ଏକମତ ହୋଇ ନିଷ୍ପତ୍ତି ନେଇଥିଲେ ଯେ, ଆଗାମୀ ଦିନରେ କୌଣସି ଠିକାଦାର କମ୍ ରାଶି ବା “ଲେସ୍ ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବେ ନାହିଁ। ସମସ୍ତେ କେବଳ “ସ୍କେଜୁଲ୍ ରେଟ୍” ଅନୁଯାୟୀ ଟେଣ୍ଡର ଦାଖଲ କରିବେ ବୋଲି ସଂକଳ୍ପ ନେଇଥିଲେ। ଏବେ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ର ଏହି ୩୭ଟି କାମର ଟେଣ୍ଡର ପ୍ରକ୍ରିୟା ହିଁ ହୋଇଛି ସେହି ସଂକଳ୍ପର ପ୍ରକୃତ ପରୀକ୍ଷା। ଠିକାଦାରମାନେ ସତରେ ଏକତା ରଖି କମିଟିର ନିଷ୍ପତ୍ତିକୁ ମାନୁଛନ୍ତି କି, ନା ପୁରୁଣା ଭଳି ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି କମ୍ ରାଶିରେ ଟେଣ୍ଡର ଦାଖଲ କରୁଛନ୍ତି — ତାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଯଦି ଏଥର ସମସ୍ତ ଠିକାଦାର ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ ୨୦୨୧ ପରେ ପ୍ରଥମଥର ପାଇଁ ଜିଲ୍ଲାରେ ଏପରି ଏକତାମୂଳକ ଟେଣ୍ଡର ପ୍ରକ୍ରିୟା ଦେଖିବାକୁ ମିଳିବ। ଏହାକୁ ମାଲକାନଗିରି ଜିଲ୍ଲାର ଠିକାଦାର ଏକତାର ଐତିହାସିକ ସଫଳତା ବୋଲି ମନେ କରାଯାଉଛି। ସୂଚନା ଅନୁଯାୟୀ, ଏହି ଟେଣ୍ଡରଗୁଡ଼ିକ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଖୋଲାଯିବ। ଟେଣ୍ଡର ଓପେନ୍‌ ହେବା ପରେ ହିଁ ସ୍ପଷ୍ଟ ହେବ ଯେ, ଠିକାଦାରମାନେ ବୈଠକରେ ନେଇଥିବା ସଂକଳ୍ପକୁ କେତେ ଦୂର ପାଳନ କରିଛନ୍ତି ଏବଂ ପ୍ରକୃତରେ ସମସ୍ତେ ଏକ ହୋଇ ଅଛନ୍ତି କି ନାହିଁ। ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ଟେଣ୍ଡରରେ ସର୍ବାଧିକ ୧୪.୯୯ ପ୍ରତିଶତ ପର୍ଯ୍ୟନ୍ତ “ଲେସ୍ ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବାର ସୀମା ରହିଥିଲା। କିନ୍ତୁ ବର୍ତ୍ତମାନ ସରକାର ଏହି ସୀମାକୁ ହଟାଇ ଅସୀମିତ ଭାବେ କମ୍ ରାଶିରେ ଟେଣ୍ଡର ଦାଖଲ କରିବାକୁ ଅନୁମତି ଦେଇଥିବାରୁ ଠିକାଦାରମାନଙ୍କ ମଧ୍ୟରେ କାମ ପାଇବା ନେଇ ପ୍ରତିଯୋଗିତା ବଢ଼ିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଗ୍ରାମାଞ୍ଚଳର ଉନ୍ନୟନ କାମର ଗୁଣମାନ ଉପରେ ପଡ଼ୁଥିବା ଅଭିଯୋଗ ଆସୁଛି। ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମତରେ, ଅତ୍ୟଧିକ କମ୍ ରାଶିରେ କାମ ନେବା ଫଳରେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି ଓ ଗ୍ରାମାଞ୍ଚଳରେ ଉନ୍ନୟନ କାମର ଗୁଣମାନ ପ୍ରଭାବିତ ହେଉଛି। ତେଣୁ ଯଦି ସମସ୍ତ ଠିକାଦାର ଏଥର ସତରେ ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ କାମର ଗୁଣମାନ ବୃଦ୍ଧି ପାଇବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଅଧିକ ସୁଚାରୁ ଭାବେ ହୋଇପାରିବ ବୋଲି ଆଶା ପ୍ରକାଶ ପାଉଛି। ଏବେ ଦେଖିବାକୁ ବାକି ରହିଲା — ଠିକାଦାରମାନଙ୍କ ଏହି ଏକତା କେବଳ ବୈଠକ ଓ ଶପଥ ମଧ୍ୟରେ ସୀମିତ ରହୁଛି, ନା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳୁଛି।
    4
    ମାଲକାନଗିରି ଜିଲ୍ଲାରେ “ତାରକେଶ୍ୱର ଠିକାଦାର ସଂଘ” ପକ୍ଷରୁ ଗ୍ରହୀତ “ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର” ସଂକଳ୍ପର ଏବେ ଆରମ୍ଭ ହୋଇଛି ପ୍ରଥମ ଓ ସବୁଠାରୁ ବଡ଼ ପରୀକ୍ଷା। ଆଜିଠାରୁ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ୩୭ଟି ଉନ୍ନୟନମୂଳକ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଠିକାଦାରମାନଙ୍କ ଏକତା ଉପରେ।
ନିକଟରେ ଏମଭି–୭୯ ସ୍ଥିତ ତାରକେଶ୍ୱର ମନ୍ଦିର ପରିସରରେ ଦୁଇ ଦୁଇଥର ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଠିକାଦାର ଏକତ୍ରିତ ହୋଇ “ତାରକେଶ୍ୱର ଠିକାଦାର ସଂଘ” ଗଠନ କରିଥିଲେ। ସେହି ବୈଠକରେ ସମସ୍ତେ ଏକମତ ହୋଇ ନିଷ୍ପତ୍ତି ନେଇଥିଲେ ଯେ, ଆଗାମୀ ଦିନରେ କୌଣସି ଠିକାଦାର କମ୍ ରାଶି ବା “ଲେସ୍ ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବେ ନାହିଁ। ସମସ୍ତେ କେବଳ “ସ୍କେଜୁଲ୍ ରେଟ୍” ଅନୁଯାୟୀ ଟେଣ୍ଡର ଦାଖଲ କରିବେ ବୋଲି ସଂକଳ୍ପ ନେଇଥିଲେ।
ଏବେ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ୍–୩ର ଏହି ୩୭ଟି କାମର ଟେଣ୍ଡର ପ୍ରକ୍ରିୟା ହିଁ ହୋଇଛି ସେହି ସଂକଳ୍ପର ପ୍ରକୃତ ପରୀକ୍ଷା। ଠିକାଦାରମାନେ ସତରେ ଏକତା ରଖି କମିଟିର ନିଷ୍ପତ୍ତିକୁ ମାନୁଛନ୍ତି କି, ନା ପୁରୁଣା ଭଳି ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି କମ୍ ରାଶିରେ ଟେଣ୍ଡର ଦାଖଲ କରୁଛନ୍ତି — ତାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
ଯଦି ଏଥର ସମସ୍ତ ଠିକାଦାର ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ ୨୦୨୧ ପରେ ପ୍ରଥମଥର ପାଇଁ ଜିଲ୍ଲାରେ ଏପରି ଏକତାମୂଳକ ଟେଣ୍ଡର ପ୍ରକ୍ରିୟା ଦେଖିବାକୁ ମିଳିବ। ଏହାକୁ ମାଲକାନଗିରି ଜିଲ୍ଲାର ଠିକାଦାର ଏକତାର ଐତିହାସିକ ସଫଳତା ବୋଲି ମନେ କରାଯାଉଛି।
ସୂଚନା ଅନୁଯାୟୀ, ଏହି ଟେଣ୍ଡରଗୁଡ଼ିକ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଖୋଲାଯିବ। ଟେଣ୍ଡର ଓପେନ୍‌ ହେବା ପରେ ହିଁ ସ୍ପଷ୍ଟ ହେବ ଯେ, ଠିକାଦାରମାନେ ବୈଠକରେ ନେଇଥିବା ସଂକଳ୍ପକୁ କେତେ ଦୂର ପାଳନ କରିଛନ୍ତି ଏବଂ ପ୍ରକୃତରେ ସମସ୍ତେ ଏକ ହୋଇ ଅଛନ୍ତି କି ନାହିଁ।
ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ଟେଣ୍ଡରରେ ସର୍ବାଧିକ ୧୪.୯୯ ପ୍ରତିଶତ ପର୍ଯ୍ୟନ୍ତ “ଲେସ୍ ଆମାଉଣ୍ଟ” ରେ ଟେଣ୍ଡର ଦାଖଲ କରିବାର ସୀମା ରହିଥିଲା। କିନ୍ତୁ ବର୍ତ୍ତମାନ ସରକାର ଏହି ସୀମାକୁ ହଟାଇ ଅସୀମିତ ଭାବେ କମ୍ ରାଶିରେ ଟେଣ୍ଡର ଦାଖଲ କରିବାକୁ ଅନୁମତି ଦେଇଥିବାରୁ ଠିକାଦାରମାନଙ୍କ ମଧ୍ୟରେ କାମ ପାଇବା ନେଇ ପ୍ରତିଯୋଗିତା ବଢ଼ିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଗ୍ରାମାଞ୍ଚଳର ଉନ୍ନୟନ କାମର ଗୁଣମାନ ଉପରେ ପଡ଼ୁଥିବା ଅଭିଯୋଗ ଆସୁଛି।
ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମତରେ, ଅତ୍ୟଧିକ କମ୍ ରାଶିରେ କାମ ନେବା ଫଳରେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି ଓ ଗ୍ରାମାଞ୍ଚଳରେ ଉନ୍ନୟନ କାମର ଗୁଣମାନ ପ୍ରଭାବିତ ହେଉଛି। ତେଣୁ ଯଦି ସମସ୍ତ ଠିକାଦାର ଏଥର ସତରେ ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦାଖଲ କରନ୍ତି, ତେବେ କାମର ଗୁଣମାନ ବୃଦ୍ଧି ପାଇବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଅଧିକ ସୁଚାରୁ ଭାବେ ହୋଇପାରିବ ବୋଲି ଆଶା ପ୍ରକାଶ ପାଉଛି।
ଏବେ ଦେଖିବାକୁ ବାକି ରହିଲା — ଠିକାଦାରମାନଙ୍କ ଏହି ଏକତା କେବଳ ବୈଠକ ଓ ଶପଥ ମଧ୍ୟରେ ସୀମିତ ରହୁଛି, ନା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳୁଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    5 hrs ago
  • କୋଟପାଡ ଅଞ୍ଚଳରେ ରାତି ଅଧରେ PDS ଚାଉଳ ଚୋରି ହୋଇଛି। ଚୋରମାନେ ମଦ ପିଇବା ପାଇଁ ଏହି ଚାଉଳ ଉଠାଇ ନେଇଥିବା ପୋଲିସ ସୂଚନା ଦେଇଛି।
    1
    କୋଟପାଡ ଅଞ୍ଚଳରେ ରାତି ଅଧରେ PDS ଚାଉଳ ଚୋରି ହୋଇଛି। ଚୋରମାନେ ମଦ ପିଇବା ପାଇଁ ଏହି ଚାଉଳ ଉଠାଇ ନେଇଥିବା ପୋଲିସ ସୂଚନା ଦେଇଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    11 hrs ago
  • କୋରାପୁଟ ଜିଲ୍ଲାର ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟରେ ଘର କାମ ଚାଲିଥିବା ବେଳେ ୩୩ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣରେ ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
    1
    କୋରାପୁଟ ଜିଲ୍ଲାର ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟରେ ଘର କାମ ଚାଲିଥିବା ବେଳେ ୩୩ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣରେ ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    10 hrs ago
  • ଓଡ଼ିଶାରେ ଏକ ମିଥ୍ୟା ଦୁଷ୍କର୍ମ ମାମଲା ଗ୍ୟାଙ୍ଗ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମିଳିତ ଭାବେ ଏକ ଜାଲ୍ ଦୁଷ୍କର୍ମ ବ୍ୟବସାୟ ଚଳାଉଥିଲା।
    1
    ଓଡ଼ିଶାରେ ଏକ ମିଥ୍ୟା ଦୁଷ୍କର୍ମ ମାମଲା ଗ୍ୟାଙ୍ଗ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମିଳିତ ଭାବେ ଏକ ଜାଲ୍ ଦୁଷ୍କର୍ମ ବ୍ୟବସାୟ ଚଳାଉଥିଲା।
    user_MANOJ KUMAR
    MANOJ KUMAR
    Video Creator ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
    12 hrs ago
  • ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଠାରେ ନୂତନ IICଙ୍କୁ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ନୂଆ IICଙ୍କୁ ଶୁଭେଚ୍ଛା ଜଣାଇଥିଲେ।
    1
    ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଠାରେ ନୂତନ IICଙ୍କୁ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ନୂଆ IICଙ୍କୁ ଶୁଭେଚ୍ଛା ଜଣାଇଥିଲେ।
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    1 hr ago
  • Post by Mihir sankar patro
    7
    Post by Mihir sankar patro
    user_Mihir sankar patro
    Mihir sankar patro
    Lawyer Dabugan, Nabarangpur•
    14 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer ଚନ୍ଦାହାଣ୍ଡି, ନବରଙ୍ଗପୁର, ଓଡ଼ିଶା•
    1 hr ago
  • ମାଲକାନଗିରି ଜିଲ୍ଲାର ଠିକାଦାର ସଂଘ ନିମ୍ନମାନର କାମକୁ ରୋକିବା ପାଇଁ କେବଳ ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦେବାକୁ ନିଷ୍ପତ୍ତି ନେଇଛି। ପଟେରୁ ଜଳ ସମ୍ପଦ ବିଭାଗର ୩୭ଟି କାମ ପାଇଁ ଟେଣ୍ଡର ଡକାଯାଇଥିବା ବେଳେ ଏହା ଠିକାଦାରଙ୍କ ଏକତାର ପ୍ରଥମ ପରୀକ୍ଷା। ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଟେଣ୍ଡର ଖୋଲିବା ପରେ ସ୍ପଷ୍ଟ ହେବ ଏହି ସଂକଳ୍ପ କେତେ ଦୂର ସଫଳ ହେଲା।
    3
    ମାଲକାନଗିରି ଜିଲ୍ଲାର ଠିକାଦାର ସଂଘ ନିମ୍ନମାନର କାମକୁ ରୋକିବା ପାଇଁ କେବଳ ସ୍କେଜୁଲ୍ ରେଟ୍‌ରେ ଟେଣ୍ଡର ଦେବାକୁ ନିଷ୍ପତ୍ତି ନେଇଛି। ପଟେରୁ ଜଳ ସମ୍ପଦ ବିଭାଗର ୩୭ଟି କାମ ପାଇଁ ଟେଣ୍ଡର ଡକାଯାଇଥିବା ବେଳେ ଏହା ଠିକାଦାରଙ୍କ ଏକତାର ପ୍ରଥମ ପରୀକ୍ଷା। ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଟେଣ୍ଡର ଖୋଲିବା ପରେ ସ୍ପଷ୍ଟ ହେବ ଏହି ସଂକଳ୍ପ କେତେ ଦୂର ସଫଳ ହେଲା।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.