Shuru
Apke Nagar Ki App…
ଆଜି ପବିତ୍ର ଦିନରେ ଭାରତର ଅନେକ ଶୈବପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ଢ଼େଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ କପିଳାସ ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ନିକଟରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହୋଇଯାଇଛି। ପବିତ୍ର କପିଳାସ ର ପାଦଦେଶରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ମଞ୍ଚରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ତଧର ସାହୁ , ବ୍ଲକ୍ ଅଧ୍ୟକ୍ଷା ରିନା ରାଣୀ ଖଟୁଆ, ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। #ଶୈବପୀଠ_କପିଳାସ #Dhenkanal #Kapilas #OdishaNews #SomnathSwabhimanParba #BreakingNews #OdishaTemple #ReligiousEvent
Dhenkanal News

More news from Dhenkanal and nearby areas
- Post by Banaja SAHOO samay Live news repoter1
- 65th meeting of EMPOWERED COMMITTEE ON INFRASTRUCTURE FOR PPP PROJECTS1
- ବାଲିଅନ୍ତା ମାମଲାରେ ସୌମ୍ୟଙ୍କ ମାମୁଁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ବୟାନ ମାମଲାର ତଦନ୍ତରେ ଏକ ନୂଆ ମୋଡ଼ ଆଣିପାରେ। ସମଗ୍ର ଓଡ଼ିଶାର ନଜର ଏବେ ତାଙ୍କ କଥା ଉପରେ।1
- ଆଜି ଢେଙ୍କାନାଳର ରଗଡି ସାହିରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।1
- Jangal ku jaithiba bele hati akrama krichi athmalik re1
- hi go cool unique hp food fog XL TX em go hop home FL to hmmm1
- Post by Banaja SAHOO samay Live news repoter1
- ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି1
- ରଣପୁରର ଚନ୍ଦନ ଯାତ୍ରାରେ ସାମିଲ ହୋଈ ମଦନ ମୋହନ ଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ1