logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରଣପୁରର ଚନ୍ଦନ ଯାତ୍ରାରେ ସାମିଲ ହୋଈ ମଦନ ମୋହନ ଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ

1 hr ago
user_Chiranjibi dash
Chiranjibi dash
ରଣପୁର, ନୟାଗଡ଼, ଓଡ଼ିଶା•
1 hr ago

ରଣପୁରର ଚନ୍ଦନ ଯାତ୍ରାରେ ସାମିଲ ହୋଈ ମଦନ ମୋହନ ଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ

More news from ଓଡ଼ିଶା and nearby areas
  • ରଣପୁରର ଚନ୍ଦନ ଯାତ୍ରାରେ ସାମିଲ ହୋଈ ମଦନ ମୋହନ ଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ
    1
    ରଣପୁରର ଚନ୍ଦନ ଯାତ୍ରାରେ ସାମିଲ ହୋଈ ମଦନ ମୋହନ ଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ
    user_Chiranjibi dash
    Chiranjibi dash
    ରଣପୁର, ନୟାଗଡ଼, ଓଡ଼ିଶା•
    1 hr ago
  • ନାୟାଗଡ଼ ଜିଲ୍ଲାର ସାରନକୁଳ ସ୍ଥିତ କର୍ପୂରୀ ଜଗନ୍ନାଥ ମନ୍ଦିରରେ ଏକ ଭିଡିଓ ବ୍ଲଗ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ମହିମାକୁ ଦର୍ଶାଯାଇଛି। ଦର୍ଶକମାନଙ୍କୁ ଏହାକୁ ଦେଖିବା ଓ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଇଛି।
    1
    ନାୟାଗଡ଼ ଜିଲ୍ଲାର ସାରନକୁଳ ସ୍ଥିତ କର୍ପୂରୀ ଜଗନ୍ନାଥ ମନ୍ଦିରରେ ଏକ ଭିଡିଓ ବ୍ଲଗ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ମହିମାକୁ ଦର୍ଶାଯାଇଛି। ଦର୍ଶକମାନଙ୍କୁ ଏହାକୁ ଦେଖିବା ଓ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଇଛି।
    user_Kanhu charan jena
    Kanhu charan jena
    Content Creator (YouTuber) ସାରନକୁଲ, ନୟାଗଡ଼, ଓଡ଼ିଶା•
    18 hrs ago
  • 65th meeting of EMPOWERED COMMITTEE ON INFRASTRUCTURE FOR PPP PROJECTS
    1
    65th meeting of EMPOWERED COMMITTEE ON INFRASTRUCTURE FOR PPP PROJECTS
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଉପର ଆଲପୁର କାଙ୍କେଇ ଓଡ଼ି ଆର ପି କଲୋନୀ ରେ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଖଲ୍ଲିକୋଟ ଥାନା ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ରେ ଏକ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ଭିତରକୁ ଏକ ବିରାଟ ଜଙ୍ଗଲି ବରାହ ପଶି ଆସିଥିଲା । ବରାହ କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ତେବେ ବରାହ ଟି ଚାଷ ବିଲରେ ପଶି ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ବରାହ ଟିକୁ ଅତି ଚତୁରତାର ସହିତ ଓଡ଼ିଆରପି କଲୋନୀ ବାହାର କୁ ବାହାର କରିବାରେ ସଫଳ ହୋଇଥିଲେ ।
    1
    ଉପର ଆଲପୁର କାଙ୍କେଇ ଓଡ଼ି ଆର ପି କଲୋନୀ ରେ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ
ଖଲ୍ଲିକୋଟ ଥାନା ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ରେ ଏକ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ଭିତରକୁ ଏକ ବିରାଟ ଜଙ୍ଗଲି ବରାହ ପଶି ଆସିଥିଲା । ବରାହ କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ତେବେ ବରାହ ଟି ଚାଷ ବିଲରେ ପଶି ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ବରାହ ଟିକୁ ଅତି ଚତୁରତାର ସହିତ ଓଡ଼ିଆରପି କଲୋନୀ ବାହାର କୁ ବାହାର କରିବାରେ ସଫଳ ହୋଇଥିଲେ ।
    user_Pradeepta Kumar Sahu
    Pradeepta Kumar Sahu
    ଖଲ୍ଲିକୋଟ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    4
    ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର।

ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି।
​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    4 hrs ago
  • ବାଲିଅନ୍ତା ମାମଲାରେ ସୌମ୍ୟଙ୍କ ମାମୁଁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ବୟାନ ମାମଲାର ତଦନ୍ତରେ ଏକ ନୂଆ ମୋଡ଼ ଆଣିପାରେ। ସମଗ୍ର ଓଡ଼ିଶାର ନଜର ଏବେ ତାଙ୍କ କଥା ଉପରେ।
    1
    ବାଲିଅନ୍ତା ମାମଲାରେ ସୌମ୍ୟଙ୍କ ମାମୁଁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ବୟାନ ମାମଲାର ତଦନ୍ତରେ ଏକ ନୂଆ ମୋଡ଼ ଆଣିପାରେ। ସମଗ୍ର ଓଡ଼ିଶାର ନଜର ଏବେ ତାଙ୍କ କଥା ଉପରେ।
    user_SUDAM DAS
    SUDAM DAS
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    1
    ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    user_Rajesh Samantaray
    Rajesh Samantaray
    Bank Sadar, Puri•
    10 hrs ago
  • ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍‌-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି
    1
    ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍‌-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.