ଗ୍ରହଦୋଷ କଟିବା ପାଇଁ ମୁଣ୍ଡା ସଂପ୍ରଦାୟରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ପରମ୍ପରା ଜାରି ରହିଛି। ବିବାହିତ ସ୍ତ୍ରୀକୁ ବିଧବା କରାଇବା ପରେ ପୁଣି ସଧବା ଗ୍ରହଦୋଷ କଟିବା ପାଇଁ ମୁଣ୍ଡା ସଂପ୍ରଦାୟରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ପରମ୍ପରା ଜାରି ରହିଛି। ବିବାହିତ ସ୍ତ୍ରୀକୁ ବିଧବା କରାଇବା ପରେ ପୁଣି ସଧବା ବେଶରେ ସଜାଇ ବିବାହ ହେବା ସହ ସାହିଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କରାଯାଉଛି। ଏଭଳି କଲେ ଗ୍ରହଦୋଷ କଟିଯାଏ ବୋଲି ମୁଣ୍ଡା ସଂପ୍ରଦାୟରେ ବିଶ୍ୱାସ ରହିଛି। Love marriage: ଭିନ୍ନ ଜାତିର ଝିଅକୁ ପ୍ରେମ ବିବାହ: ଜରିମାନା ଦେଲେ, ଲଣ୍ଡା ହେଲେ ବର ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ୍ ବେଗା ପଞ୍ଚାୟତ ନେହେଙ୍ଗରା ଗାଁରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଆଦିବାସୀ ମୁଣ୍ଡା ପରିବାର ବସବାସ କରୁଛନ୍ତି। ସେହି ଅଞ୍ଚଳର ନରେନ୍ଦ୍ର ଶୁଣ୍ଢି ଆଜି ଫୋନ୍ ମାଧ୍ୟମରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ କହିଲେ ଯେ ତାଙ୍କ ଗାଁର ଜଟିଆ ମୁଣ୍ଡା ଅନ୍ୟ ଏକ ଗାଁରେ କାମ କରୁଥିବା ବେଳେ ଛାତରୁ ପଡ଼ି ଗୁରୁତର ହୋଇଥିଲେ। ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଶ୍ରୀ ନନ୍ଦ ତାଙ୍କର ଜଣେ ସହଯୋଗୀ ଟଙ୍କଧର ବାରିକଙ୍କୁ ତୁରନ୍ତ ସେହି ଗାଁକୁ ଯାଇ ସହଯୋଗ କରିବାକୁ କହିଥିଲେ। ଶ୍ରୀ ବାରିକ ସଂପୃକ୍ତ ଗାଁକୁ ଯାଇ ବୁଝିବାରୁ ଯାହା ତଥ୍ୟ ପାଇଲେ ସେଥିରେ ସେ ଆଚମ୍ବିତ ହୋଇଥିଲେ। ଆଦିବାସୀ ସଂପ୍ରଦାୟର ଅନ୍ଧବିଶ୍ୱାସ ଘଟଣାଟି ଥିଲା ଏପରି। ଜଟିଆ ମରିନାହିଁ, ଜାତିପ୍ରଥା ଅନୁଯାୟୀ, ସେ ମରିଛି ବୋଲି ମିଛ ଖବର ପ୍ରଚାର କରାଯାଇଥିଲା। ଏହାପରେ ସ୍ତ୍ରୀଙ୍କର ଶଙ୍ଖା ସିନ୍ଦୂର ବାହାର କରି ତାଙ୍କୁ ବିଧବା କରାଯିବ। ରୀତିନୀତି ଅନୁଯାୟୀ, ଶୁଦ୍ଧିକ୍ରିୟା ସାରି ଭୋଜିଭାତ ଦିଆଯିବ। ପରେ ସେ ବଞ୍ଚିଥିବା ଖବର ପ୍ରଚାର କରାଯାଇ ପୁଣି ସ୍ତ୍ରୀକୁ ସଧବା ବେଶରେ ସଜାଇ ଦ୍ୱିତୀୟ ଥର ବିବାହ କରି ସାହିଭାଇଙ୍କୁ ଭୋଜିଭାତ ଦେଲେ ଗ୍ରହଦୋଷ କଟିଯିବ ବୋଲି ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ଏପରି ମୃତ୍ୟୁ ନାଟକ ରଚାଯାଇଥିବା ଖୋଦ୍ ଜଟିଆ ମଧ୍ୟ ନିଜେ ପୁଣି ଫୋନ୍ କରି ତାଙ୍କୁ ଜଣାଇଥିଲା। ଏଭଳି ଅନ୍ଧବିଶ୍ୱାସର ପ୍ରଥା ଆଜି ବି ତାଙ୍କ ନିର୍ବାଚନମଣ୍ଡଳୀରେ ଚାଲିଥିବା ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ଆଧୁନିକ ଯୁଗରେ ଆଦିବାସୀଙ୍କ ଉତ୍ଥାନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସେମାନଙ୍କର ଶିକ୍ଷାଠାରୁ ଆରମ୍ଭ କରି ରୀତିନୀତି, ଚାଲିଚଳନରେ ଉନ୍ନତି ଅଣାଯିବା ସହ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଚେଷ୍ଟା ଜାରି ରହିଛି। ଏପରି ସମୟରେ ନାଟକ କରି ନିଜ ସ୍ତ୍ରୀକୁ ବିଧବା କରାଇବା ଏବଂ ପରେ ସାହିଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କରି ସେହି ସ୍ତ୍ରୀକୁ ପୁନଃବିବାହ କଲେ ଗ୍ରହଦୋଷ କଟିଯିବା ଭଳି ଅନ୍ଧବିଶ୍ୱାସ ତଥା କୁପ୍ରଥା କିଭଳି କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସିନାହିଁ, ତାହା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

- ଢେଙ୍କାନାଳ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦୁଇଟି ପିକପ୍ ବୋଝେଇ ଗାଡ଼ିରୁ ୮ ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ି ଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ଗୋରୁ ମାଫିଆମାନେ ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD112577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ ୮ଟି ଗୋରୁଙ୍କୁ ଉଦ୍ଧାର କରି ଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ୫ରୁ୬ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେମାନେ କେଉଁ ଅଞ୍ଚଳର ବୋଲି ଜଣାପଡ଼ି ନାହିଁ ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡିକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।1
- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।1
- ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି, ଯାହା ଫଳରେ ଏକ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳର ମିନୋତି ସାହୁ। ଘଟଣା ପରେ ପୋଲିସ ତାଙ୍କୁ କାବୁ କରି ଅଟକ ରଖିଛି। ମିନତିଙ୍କ କହିବା ଅନୁସାରେ, ସେ ଦୀର୍ଘ ଦିନ ଧରି ନିଜର କିଛି ବ୍ୟକ୍ତିଗତ ଓ ଆଇନଗତ ସମସ୍ୟାର ସମାଧାନ ପାଇଁ ପୋଲିସର ଦ୍ୱାରସ୍ଥ ହେଉଥିଲେ। ମାତ୍ର ପୋଲିସ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ସହାୟତା କରିବାକୁ ମନା କରିଦେଇଥିଲା। ଏହି ଅବହେଳା ଓ ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ହାଇକୋର୍ଟ ପରିସରକୁ ବାଛିଥିଲେ। ବଡ଼ କଥା ହେଉଛି କି ଏପରି କରିବା ପାଇଁ ମିନତୀ ଏକ ଷଡ଼ଯନ୍ତ୍ର । ସେ ଯୋଜନାବଦ୍ଧ ଭାବେ ଗଣେଶ ଘାଟ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଥିଲେ। ଏକ କପଡ଼ାରେ ପେଟ୍ରୋଲ ଢାଳି ସେଥିରେ ନିଆଁ ଲଗାଇ ସେ ହାଇକୋର୍ଟ କ୍ୟାମ୍ପସ ଭିତରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା କୋର୍ଟ ପରିସର ଭିତରେ ନିଆଁ ଲଗାଇବା। ମାତ୍ର ସେ ଫିଙ୍ଗିଥିବା ନିଆଁ ଲଗା କପଡ଼ାଟି କୋର୍ଟର ପାଚେରୀରେ ବାଜି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ନିମିଷକ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ବୋଲେରୋ, ଇଲେକ୍ଟ୍ରିକ୍ ସ୍କୁଟି ଓ ବାଇକ୍କୁ ଜାଳି ଦେଇଥିଲା। ବଡ଼ କଥା ହେଉଛି କି ମିନତି ଏହି କାଣ୍ଡ ଘଟାଇବା ପୂର୍ଵରୁ ନିଜ ମୋବାଇଲଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଦେଇ ଏହାର ଭିଡିଓ ମଧ୍ୟ କରିଛନ୍ତି. Byt - ଉକ୍ତ ମହିଳା4
- ଭଦ୍ରକରେ ଅଭାବନୀୟ ଦୃଶ୍ୟ! ହିନ୍ଦୁ ହିନ୍ଦୁ କହି ପିଟିଲେ କିଛି ମୁସଲମାନ ବ୍ୟକ୍ତି। ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ମୁସଲିମ୍। ଗାଡ଼ିରେ ତେଲ ପକାଇବାକୁ ଯାଇଥିଲେ, ମାଡ଼ଖାଇ ମେଡ଼ିକାଲରେ ଭର୍ତ୍ତି ହେଲେ ଯୁବକ।1
- Post by MD MOBIN ANSARI1
- Post by Dhenkanal News1