logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାକିରୀ କରାଇ ଦେବାକୁ କହି ନେଇ ଆଣି ଉଦଳା ଅଞ୍ଚଳରେ ଗଣ ଦୁଷ୍କର୍ମ ଉଦଳା - (ରାଜୀବ କୁମାର ବେହେରା )- ଚାକିରୀ କରାଇ ଦେବାକୁ କହି ବାଙ୍ଗିରିପୋଷି ଅଞ୍ଚଳ ରୁ ଉଠାଇ ଆଣି ଉଦଳା ଥାନା ଅଞ୍ଚଳରେ ରାସ୍ତା କଡରେ ଗାଡ଼ିଭିତରେ ୫ ଦୁର୍ବୁତ୍ତ କଲେ ଦୁଷ୍କର୍ମ, ଘଟଣାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ ଉଦଳା ଥାନାରେ ହେଲା ଅଭିଯୋଗ , ପୋଲିସ ର ତଦନ୍ତ ଜାରି l ମୟୁରଭଞ୍ଜ ରେ ପୁଣି ଆଉ ଏକ ଲଜ୍ୟା, ବାଙ୍ଗିରିପୋଷି ରୁ ଯୁବତୀଙ୍କୁ ଉଠାଇ ଆଣି ଦୁଷ୍କର୍ମ ପରେ ଫେରାର ମାରିଲେ ଦୁର୍ବୁତ୍ତ l ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଅଞ୍ଚଳରେ l ତେଵେ ସୂଚନା ରୁ ଯାହା ଜଣା ପଡିଛି ବାଙ୍ଗିରିପୋଷି ଅଞ୍ଚଳରୁ ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାକୁକହି ଘରୁ ଦୁଇ ଯୁବକ ଏକ ଚାରିଚକିଆ ଯାନରେ ଘରୁ ନେଇ ଆସି ଥିଲେ ପରେ ରାସ୍ତାରେ ଅନ୍ୟତିନି ଯୁବକ ସେହି ଗାଡ଼ିରେ ଉଠିଥିଲେ, ତେଵେ ୭୦/୮୦ କିଲୋମିଟର ଯୁବତୀଙ୍କୁ ଆଣିବା ପରେ ଉଦଳା ଅଞ୍ଚଳ ରାସ୍ତା କଡ଼ରେ ଗାଡି ଭିତରେ ବଳ ପୂର୍ବକ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି ୫ ଜଣ ଦୁର୍ବୁତ୍ତ, ତେବେ ଯୁବତୀ ଜଣକ ପାଟି କରିବାରୁ ଯୁବତୀଙ୍କୁ ଗାଡ଼ିରୁ ବାହାରକୁ ଠେଲି ଦେଇ ଫେରାର ମାରିଥିବା ବେଳେ, ସ୍ଥାନୀୟ ଗ୍ରାମବାସୀ ପୀଡ଼ିତାଙ୍କୁ ଉଦ୍ଧାର କରି ଥିଲେ, ତେବେ ପୀଡିତା ଘରେ ପହଞ୍ଚି ସବୁକଥା କହି ଥିବା ବେଳେ, ଘଟଣାକୁ ନେଇ ଥାନରେ ଲିଖିତ ଅଭିଯୋଗ ହୋଇଛି , ତେବେ ପୀଡ଼ିତାଙ୍କ ଅଭିଯୋଗ ପରେ ଦୁଇ ଦୁର୍ବୁତ୍ତ ଙ୍କୁ ଅଟକ ରଖାଯାଇଛି , ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି କରିଥିବା ବେଳେ ୫ ଜଣଙ୍କ ନାମରେ ଅଭିଯୋଗ ଅଭିଯୋଗ ହୋଇଛି, ତେବେ ୨ଅଟକ l ଉଦଳା ଥାନାରେ ୩୫୬/୨୫ ରେ ଏକ ମାମଲା ରୁଜୁ କରି ଫେରାର ୩ ଦୁର୍ବୁତ୍ତ ଙ୍କୁ ଧରିବାକୁ ଅଧିକ ତଦନ୍ତ ଜାରି ରଖିଛି ଉଦଳା ପୋଲିସ ଯାହା ସୂଚନା ମିଳିଛି l

on 30 August
user_Rajib Behera
Rajib Behera
Journalist Mayurbhanj, Odisha•
on 30 August

ଚାକିରୀ କରାଇ ଦେବାକୁ କହି ନେଇ ଆଣି ଉଦଳା ଅଞ୍ଚଳରେ ଗଣ ଦୁଷ୍କର୍ମ ଉଦଳା - (ରାଜୀବ କୁମାର ବେହେରା )- ଚାକିରୀ କରାଇ ଦେବାକୁ କହି ବାଙ୍ଗିରିପୋଷି ଅଞ୍ଚଳ ରୁ ଉଠାଇ ଆଣି ଉଦଳା ଥାନା ଅଞ୍ଚଳରେ ରାସ୍ତା କଡରେ ଗାଡ଼ିଭିତରେ ୫ ଦୁର୍ବୁତ୍ତ କଲେ ଦୁଷ୍କର୍ମ, ଘଟଣାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ ଉଦଳା ଥାନାରେ ହେଲା ଅଭିଯୋଗ , ପୋଲିସ ର ତଦନ୍ତ ଜାରି l ମୟୁରଭଞ୍ଜ ରେ ପୁଣି ଆଉ ଏକ ଲଜ୍ୟା, ବାଙ୍ଗିରିପୋଷି

ରୁ ଯୁବତୀଙ୍କୁ ଉଠାଇ ଆଣି ଦୁଷ୍କର୍ମ ପରେ ଫେରାର ମାରିଲେ ଦୁର୍ବୁତ୍ତ l ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଅଞ୍ଚଳରେ l ତେଵେ ସୂଚନା ରୁ ଯାହା ଜଣା ପଡିଛି ବାଙ୍ଗିରିପୋଷି ଅଞ୍ଚଳରୁ ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାକୁକହି ଘରୁ ଦୁଇ ଯୁବକ ଏକ ଚାରିଚକିଆ ଯାନରେ ଘରୁ ନେଇ ଆସି ଥିଲେ ପରେ ରାସ୍ତାରେ ଅନ୍ୟତିନି ଯୁବକ ସେହି ଗାଡ଼ିରେ ଉଠିଥିଲେ, ତେଵେ ୭୦/୮୦ କିଲୋମିଟର

ଯୁବତୀଙ୍କୁ ଆଣିବା ପରେ ଉଦଳା ଅଞ୍ଚଳ ରାସ୍ତା କଡ଼ରେ ଗାଡି ଭିତରେ ବଳ ପୂର୍ବକ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି ୫ ଜଣ ଦୁର୍ବୁତ୍ତ, ତେବେ ଯୁବତୀ ଜଣକ ପାଟି କରିବାରୁ ଯୁବତୀଙ୍କୁ ଗାଡ଼ିରୁ ବାହାରକୁ ଠେଲି ଦେଇ ଫେରାର ମାରିଥିବା ବେଳେ, ସ୍ଥାନୀୟ ଗ୍ରାମବାସୀ ପୀଡ଼ିତାଙ୍କୁ ଉଦ୍ଧାର କରି ଥିଲେ, ତେବେ ପୀଡିତା ଘରେ ପହଞ୍ଚି ସବୁକଥା କହି ଥିବା ବେଳେ, ଘଟଣାକୁ ନେଇ ଥାନରେ ଲିଖିତ ଅଭିଯୋଗ ହୋଇଛି

, ତେବେ ପୀଡ଼ିତାଙ୍କ ଅଭିଯୋଗ ପରେ ଦୁଇ ଦୁର୍ବୁତ୍ତ ଙ୍କୁ ଅଟକ ରଖାଯାଇଛି , ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି କରିଥିବା ବେଳେ ୫ ଜଣଙ୍କ ନାମରେ ଅଭିଯୋଗ ଅଭିଯୋଗ ହୋଇଛି, ତେବେ ୨ଅଟକ l ଉଦଳା ଥାନାରେ ୩୫୬/୨୫ ରେ ଏକ ମାମଲା ରୁଜୁ କରି ଫେରାର ୩ ଦୁର୍ବୁତ୍ତ ଙ୍କୁ ଧରିବାକୁ ଅଧିକ ତଦନ୍ତ ଜାରି ରଖିଛି ଉଦଳା ପୋଲିସ ଯାହା ସୂଚନା ମିଳିଛି l

More news from Mayurbhanj and nearby areas
  • ବାରିପଦା ଉନ୍ନତି ପଥରେ ବାଧକ କିଏ?
    1
    ବାରିପଦା ଉନ୍ନତି ପଥରେ ବାଧକ କିଏ?
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    13 hrs ago
  • ବାଲେଶ୍ବର: ମୀରାମ୍ୱିକା ଆବାସିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।
    4
    ବାଲେଶ୍ବର: ମୀରାମ୍ୱିକା ଆବାସିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    19 hrs ago
  • ବାଲିଆପାଳରେ ନୂଆ କରି ଚେରି ଫାର୍ମାସି ଉଦଘାଟନ ହୋଇ ଯାଇଛି, ସପ୍ତାହକ ସାତ ଦିନ ଧରି ଡାକ୍ତର ଉପଲବ୍ଧ ସୁଲଭ ମୂଲ୍ୟର ଓ ଡ଼ିସକାଉଣ୍ଟ ମିଳିବ
    1
    ବାଲିଆପାଳରେ ନୂଆ କରି ଚେରି ଫାର୍ମାସି ଉଦଘାଟନ ହୋଇ ଯାଇଛି,
ସପ୍ତାହକ ସାତ ଦିନ ଧରି ଡାକ୍ତର ଉପଲବ୍ଧ ସୁଲଭ ମୂଲ୍ୟର ଓ ଡ଼ିସକାଉଣ୍ଟ ମିଳିବ
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    18 hrs ago
  • ଚୁପ : ଡିଉଟି ଚାଲିଛି ବେରୋଜଗାର ଯୁବକ ପରିବାର ପାଇଁ ଖଟୁଛନ୍ତି। ଆଉ ଯେଉଁ ମାଲିକ ଟଙ୍କା ଦେଉଛନ୍ତି ତାଙ୍କର କାମ ନ କଲେ ସେ କଣ କରିବେ ? ଉଭୟ ଙ୍କ ମଧ୍ୟ ରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ହିଁ ହରଡଘଣାରେ । ଥାନାରେ ପହଂଚି ଏତଲା ପରେ କେସ ହେଲେ ଅସୁବିଧା କାହାର ??
    1
    ଚୁପ : ଡିଉଟି ଚାଲିଛି 
ବେରୋଜଗାର ଯୁବକ ପରିବାର ପାଇଁ ଖଟୁଛନ୍ତି। ଆଉ ଯେଉଁ ମାଲିକ ଟଙ୍କା ଦେଉଛନ୍ତି ତାଙ୍କର କାମ ନ କଲେ ସେ କଣ କରିବେ ? ଉଭୟ ଙ୍କ ମଧ୍ୟ ରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ହିଁ ହରଡଘଣାରେ । ଥାନାରେ ପହଂଚି ଏତଲା ପରେ କେସ  ହେଲେ ଅସୁବିଧା କାହାର ??
    user_Purna chandra sahoo
    Purna chandra sahoo
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତିରେ ଦେଉଳବେଡା ତେଲିସାହି ଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ତାଳଚେର :-ତାଳଚେର ପୌରାଞ୍ଚଳର ହାଣ୍ଡିଧୁଆ ସ୍ଥିତ ଦେଉଳବେଡା ତେଲିସାହି ମାଉସୀ ମା' ମନ୍ଦିର ପ୍ରାଗଣରେ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଭୂମି ପୁଜନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନିରୋଦ ପ୍ରଧାନଙ୍କ ସହ ଦେଉଳବେଡ଼ା ତେଲିସାହି ଗ୍ରାମ କମିଟି ସଭାପତି ନବକିଶୋର ସାହୁ ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ସମସ୍ତ ଜନସାଧାରଣ ସାମିଲ ହେବା ସହ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, କାଉନସିଲର ଲୀନା ସାହୁ, ଅନୀତା ବିଶ୍ୱାଳ, ବିଜେପି ଜ଼ିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଉପସଭାପତି ମନୋଜ ପ୍ରଧାନ, ବିଭୁତି ସାହୁ, ପୂର୍ବତନ ଉପ ନଗରପାଳ ଶୁଫଳା ପୃଷ୍ଟି, ପୂର୍ବତନ କାଉନସିଲର ଶଙ୍କର୍ଷଣ ବେହେରା ଓ ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦେବେନ୍ଦ୍ର ପ୍ରଧାନ ସୃତି ସଂସଦର ସଭାପତି ତୁଷାର କୁମାର ସାହୁ ଓ ସାଧାରଣ ସମ୍ପାଦକ ଜ୍ଞାନେସ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଭବ୍ୟ ଆୟୋଜନ ହେଇଥିଲା l ଡାକ୍ତର ଦେବେନ୍ଦ୍ର ପ୍ରଧାନ ତାଳଚେରରେ ତାଙ୍କର କର୍ମଭୂମି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ଠାରୁ ମଧ୍ୟ ବିଜେପି ଦଳ ପାଇଁ ତାଙ୍କର କାର୍ଯ୍ୟ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l
    4
    ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତିରେ ଦେଉଳବେଡା ତେଲିସାହି ଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ
ତାଳଚେର :-ତାଳଚେର ପୌରାଞ୍ଚଳର ହାଣ୍ଡିଧୁଆ ସ୍ଥିତ ଦେଉଳବେଡା ତେଲିସାହି ମାଉସୀ ମା' ମନ୍ଦିର ପ୍ରାଗଣରେ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଭୂମି ପୁଜନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନିରୋଦ ପ୍ରଧାନଙ୍କ ସହ ଦେଉଳବେଡ଼ା ତେଲିସାହି ଗ୍ରାମ କମିଟି ସଭାପତି ନବକିଶୋର ସାହୁ ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ସମସ୍ତ ଜନସାଧାରଣ ସାମିଲ ହେବା ସହ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, କାଉନସିଲର ଲୀନା ସାହୁ, ଅନୀତା ବିଶ୍ୱାଳ, ବିଜେପି ଜ଼ିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଉପସଭାପତି ମନୋଜ ପ୍ରଧାନ, ବିଭୁତି ସାହୁ, ପୂର୍ବତନ ଉପ ନଗରପାଳ ଶୁଫଳା ପୃଷ୍ଟି, ପୂର୍ବତନ କାଉନସିଲର ଶଙ୍କର୍ଷଣ ବେହେରା ଓ ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦେବେନ୍ଦ୍ର ପ୍ରଧାନ ସୃତି ସଂସଦର ସଭାପତି ତୁଷାର କୁମାର ସାହୁ ଓ ସାଧାରଣ ସମ୍ପାଦକ ଜ୍ଞାନେସ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଭବ୍ୟ ଆୟୋଜନ ହେଇଥିଲା l ଡାକ୍ତର ଦେବେନ୍ଦ୍ର ପ୍ରଧାନ ତାଳଚେରରେ ତାଙ୍କର କର୍ମଭୂମି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ଠାରୁ ମଧ୍ୟ ବିଜେପି ଦଳ ପାଇଁ ତାଙ୍କର କାର୍ଯ୍ୟ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    15 hrs ago
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ। ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
    1
    ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ।
ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
    user_BIMBADHAR MOHAPATRA
    BIMBADHAR MOHAPATRA
    Journalist, Matrubhasa Talcher Sadar, Anugul•
    23 hrs ago
  • ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    1
    ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    user_Rakesh das deba
    Rakesh das deba
    Journalist Jagatsinghapur, Odisha•
    22 hrs ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.