Shuru
Apke Nagar Ki App…
କାହା କଥାରେ ଭ୍ରମିତ ହୁଅନ୍ତୁ ନାହିଁ ସରକାର ଙ୍କ ପାଣିପାଗ ବିଭାଗ କଥା ଶୁଣନ୍ତୁ ସୁରକ୍ଷିତ ରୁହନ୍ତୁ... #staysafe #government #viralpost #viral #facebookpost #nonfollowers #foryouシ
Bikram Mohapatra
କାହା କଥାରେ ଭ୍ରମିତ ହୁଅନ୍ତୁ ନାହିଁ ସରକାର ଙ୍କ ପାଣିପାଗ ବିଭାଗ କଥା ଶୁଣନ୍ତୁ ସୁରକ୍ଷିତ ରୁହନ୍ତୁ... #staysafe #government #viralpost #viral #facebookpost #nonfollowers #foryouシ
More news from ଓଡ଼ିଶା and nearby areas
- ବାଘାଯତୀନ ସ୍ମୁତି ପରିଷଦ-ବାଲିଆପାଳ ତରଫରୁ ଦ୍ୱାଦଶ ବର୍ଷ ସାଇକେଲ ଶୋଭାଯାତ୍ରା, ବାଲିଆପାଳ ରୁ ଗୁରୁଜାଙ୍ଗ... ବାଘାଯତୀନ ସ୍ମୁତି ପରିଷଦ-ବାଲିଆପାଳ ତରଫରୁ ଦ୍ୱାଦଶ ବର୍ଷ ସାଇକେଲ ଶୋଭାଯାତ୍ରା, ବାଲିଆପାଳ ରୁ ଗୁରୁଜାଙ୍ଗ...1
- ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି1
- ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ4
- ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନିତ ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି। କ୍ୟାପଟେନ ସଞ୍ଜୀବ ମୁଦୁଲିଙ୍କ ମୁଖ୍ୟ ସଂଯୋଜନାରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। କବିତା ପାଠ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପନ୍ନ ହୋଇଥିଲା।1
- ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ1
- *ଜଣେ ପ୍ରାଥମିକ ଶିକ୍ଷକ ନୁହେଁ ସଂଗଠକ କଲେଜ ପଢିବାଠୁ ଆରମ୍ଭ କରି ଶିକ୍ଷକ ହେବା ଯାଏ ! ଯିଏ ସଂଗଠନ ସହିତ ଯୋଡ଼ିତ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ନ୍ୟାୟ, ହକ ପାଇଁ ପ୍ରତି ମୁହୂର୍ତ୍ତରେ ଲଢୁଥିବା ବ୍ୟକ୍ତିତ୍ୱ ! ନିଜ ପରିବାର ପାଇଁ ସମୟ ନଦେଇ ବିଭିନ୍ନ ଜିଲ୍ଲା, ବ୍ଲକ ଯାଇ ସଂଗଠନ କରନ୍ତି ! ନିଜ ବାପାଙ୍କ ଦେହ ଅସୁସ୍ଥ ଥାଇ ମଧ୍ୟ ଅନେକ ସମୟରେ ଶିକ୍ଷକ ବୈଠକରେ ଯୋଗଦାନ କରିଛନ୍ତି! ବିଭାଗୀୟ ଅଧିକାରୀ ହୁଅନ୍ତୁ ଅବା ମନ୍ତ୍ରୀ ସବୁବେଳେ ରୋକଠୋକ କୁହନ୍ତି ଶିକ୍ଷକ ନ୍ୟାୟ ପାଇଁ ଯେତେବେଳେ ଶିକ୍ଷକ ଆନ୍ଦୋଳନ ହୁଏ ସମସ୍ତ ଶିକ୍ଷକ ସଂଗଠନକୁ ଏକାଠି କରି ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଅନ୍ତି ! ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ତଥା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପିଷ୍ଟା, ରାଜ୍ୟ ସମ୍ପାଦକ, ବିଭୁ ପ୍ରସାଦ ସାହୁ 🙏🏻 ଗତକାଲି HEART STOCK ରେ ଆରପାରିକୁ ଚାଲିଗଲେ !🙏🏻🙏🏻🙏🏻ଦୁଃଖଦ ଘଟଣା ଶିକ୍ଷକ ନ୍ୟାୟ ପାଇଁ ଯିଏ ସମସ୍ତ ଶିକ୍ଷକ ସଂଗଠନକୁ "ହାତଯୋଡି" ନେହୁରା ହୋଇ କହୁଥିଲେ 2022 ମସିହାରେ ରାଜ୍ୟରେ ବୃହତ୍ତର ଆନ୍ଦୋଳନ ଜାରି ରଖନ୍ତୁ କୌଣସି ପରିସ୍ଥିତିରେ ଆନ୍ଦୋଳନ ଭାଙ୍ଗନ୍ତୁ ନାହିଁ !🙏🏻 ଆଜି ସେଭଳି ଲଢୁଆ ସଂଗ୍ରାମୀ ନେତୃତ୍ୱଙ୍କୁ ହରାଇଲୁ 🙏🏻 ହେ ପ୍ରଭୁ ଜଗନ୍ନାଥ ବିଭୁ ଭାଇଙ୍କୁ ପୁଣି ଫେରାଇ ଆଣନ୍ତୁ ଆମେ ଏକାଠି ହୋଇ ବୈଠକ କରିବା ଶିକ୍ଷକ ସମାଜ ପାଇଁ ଲଢ଼ିବା !*1
- ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha1
- ନୂଆଁଖାଇ ପାଳନ ଅବସରରେ ଜୋରନ୍ଦା ମହିମା ପୀଠର ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି ଢେଙ୍କାନାଳ ଜିଲ୍ଲାର ଜୋରନ୍ଦା ମହିମା ପୀଠରେ ନୂଆଁଖାଇ ପାଳନ ସହ ନବାନ୍ନ ଖାଇବା ଅବସରରେ ସଭାପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।1