Shuru
Apke Nagar Ki App…
#ବାରିପଦାର_ରାଜନୈତିକ_ପାରା_ଉଚ୍ଚା ବିଜ୍ଞପ୍ତି ପରେ ବିଜ୍ଞାପିତ ଅଞ୍ଚଳରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ମୟୂରଭଞ୍ଜର ୬ଟି ନୂଆ ଏନ୍ଏସିରେ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ଜୁନ୍ ୨୦୨୬ ସୁଦ୍ଧା ନିର୍ବାଚନ ସମ୍ଭାବନା । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଚିଠି ପରେ ପ୍ରଶାସନର ପ୍ରସ୍ତୁତି ଜୋରଦାର
Rajib Behera
#ବାରିପଦାର_ରାଜନୈତିକ_ପାରା_ଉଚ୍ଚା ବିଜ୍ଞପ୍ତି ପରେ ବିଜ୍ଞାପିତ ଅଞ୍ଚଳରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ମୟୂରଭଞ୍ଜର ୬ଟି ନୂଆ ଏନ୍ଏସିରେ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ଜୁନ୍ ୨୦୨୬ ସୁଦ୍ଧା ନିର୍ବାଚନ ସମ୍ଭାବନା । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଚିଠି ପରେ ପ୍ରଶାସନର ପ୍ରସ୍ତୁତି ଜୋରଦାର
More news from ଓଡ଼ିଶା and nearby areas
- ଅଧ_ରାତିରେ_ଫୁଟିଲା_ଗୁଳି ବାଲେଶ୍ବର ଅରଡ଼ ବଜାରରେ ଗୁଳିକାଣ୍ଡ । ଅଧ ରାତିରେ ଫୁଟିଲା ଗୁଳି । ୨ ଯୁବକ ଗୁରୁତର1
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଅଡିଟର: ଘରୁ ମିଳିଲା ୨୮ ଲକ୍ଷରୁ ଅଧିକ ନଗଦ ଟଙ୍କା Bhubaneswar RDE Office Auditor Arrested by Vigilance for Taking Bribe; Over ₹28 Lakh Cash Seized. ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (RDE)ଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କ ସ୍ଥାନରେ ଚଢ଼ାଉ କରାଯାଇ ୨୮.୭୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରାଯାଇଛି1
- ବାରିପଦା, :- ପୁଣି ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ। ବିରଳ କଳାବାଘକୁ ମାରି ଛାଲ ବିକ୍ରି ବେଳେ ମାଡି ବସିଲା ବନ ବିଭାଗ। ରବିବାର ବାରିପଦା ବଣଖଣ୍ଡ ଅଧୀନସ୍ଥ କୁଳିଅଣା ଅଞ୍ଚଳରୁ ଏହି ବାଘଛାଲକୁ ଜବତ କରିଛି ବନ ବିଭାଗ। ଘଟଣା ସ୍ଥଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପଚରା ଉଚରା ପରେ ଆହୁରି ୭ ଅଭିଯୁକ୍ତଙ୍କୁ ଧରିବା ପରେ ମୋଟ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ସୂଚନା ଅନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୁଳିଅଣା ଅଞ୍ଚଳରୁ ରବିବାର ବାଘଚମଡା ଡ଼ିଲ ବେଳେ ୨ଜଣ ଙ୍କୁ ମାଡ଼ି ବସିଥିଲା ବନବିଭାଗର ସ୍ଵତନ୍ତ୍ର ଦଳ। ଚମଡା ଟି ଜବତ ହେବାପରେ ଶିକାର ବାଘର ବୟସ ପ୍ରାୟ ୨ ରୁ ୩ବର୍ଷ ହୋଇଥିବା ବେଳେ ଉକ୍ତ ବାଘଟିକୁ ପ୍ରାୟ ଏକମାସ ଆଗରୁ ଉଦଳା ରେଞ୍ଜ ଅଞ୍ଚଳରେ ଶୀକାର ହୋଇଥିବା ନେଇ ଅନୁମାନ କରିଛି ବନବିଭାଗ। ତେବେ ରବିବାର ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ମୁଖ୍ୟ ଆସାମୀ ବା ଶିକାରୀ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ। ଧରା ପଡ଼ିଥିବା ୯ ଜଣଙ୍କ ମଧ୍ୟରେ ୩ ଜଣ ସହଯୋଗୀ ଶିକାରୀ ଥିବା ବେଳେ ୬ଜଣ ଚମଡା ବେପାରୀ ଥିବା ନେଇ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପଚରାଉଚରା ପରେ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି। ଅନ୍ୟପଟେ ଏ ଯାଏଁ ମୁଖ୍ୟ ଶିକାରୀ ଧରା ପଡ଼ିଥିବାରୁ ବନ ବିଭାଗ ର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହିତ ଛାନଭିନ କରୁଛନ୍ତି। ତେଣୁ ଆଗକୁ ମଧ୍ୟ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି। #mayurbhanj #dlh_khabar #baripada #odisha #breakingnews1
- Post by MN.NEWS ODIA1
- ମନ୍ତ୍ରୀଙ୍କ କଥା ଶୁଣିବା ପୂର୍ବରୁ ପ୍ରକୃତ କାରଣ ବୁଝିବା ଦରକାର। ବିଧାନ ସଭାରେ ସାଧାରଣ ଜନତାଙ୍କ ସମସ୍ୟା ଉଠାଇବା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହୁଏ, ତାହାକୁ ବିରୋଧୀ ଦଳ ହୋ-ହଲ୍ଲା କରି ବ୍ୟର୍ଥ କରୁଛନ୍ତି। 👉 ଏହା କେବଳ ରାଜନୀତି ନୁହେଁ, 👉 ଏହା ସାଧାରଣ ଲୋକଙ୍କ ଅଧିକାର ଉପରେ ଆଘାତ। ⚠️ ପ୍ରଶ୍ନ ଏହା— ବିକାଶ ଉପରେ ଆଲୋଚନା ହେବ କି ନାକି କେବଳ ହୋ-ହଲ୍ଲା ଚାଲିବ? 🙏 ଜନତା ନିଜେ ନିଷ୍ପତ୍ତି ନେବେ।1
- Post by Jitendra raj1
- Post by Partha Prasanna Mishra1
- ଭଞ୍ଜସେନା ପକ୍ଷରୁ ବାରିପଦା ପୌରପରିଷଦ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ବାରିପଦା ପୌରପାଳିକା ତରଫରୁ ସହରରେ ଜୈନିକ ଠିକାଦାରଙ୍କର ଦ୍ବାରା ଅସମ୍ପୂର୍ଣ ଥିବା ୪ ଗୋଟି ପୋଖରୀର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ସେଥ୍ମଧ୍ୟରୁ ଥିବା ବହୁ ପୁରାତନ ଝିଞ୍ଜିରୀବନ୍ଧ ସହିତ ତାର ସନ୍ନିକଟ ଜୁବୁଲି ପାର୍କକୁ ମିଶାଇ ଏକ ପ୍ରୋଜେକଫ ଏବଂ ଷ୍ଟେସନ ହାଟ ପ୍ରୋଜେକଫ, ଆଉ ଉଭୟ କାର୍ଯ୍ୟକୁ ମିଶାଇ ୫୦ କୋଟିରୁ ଉଦ୍ଧର୍ବ ଟଙ୍କାର କା କାର୍ଯ୍ୟ ଗୁଡିକୁ ବିନା ଟେଣ୍ଡର ଦ୍ବାରା ଜିଲ୍ଲା ଠିକାଦାରଙ୍କୁ ଉପେକ୍ଷା କରି କରି ରାଜ୍ୟ ବାହାର କୌଣସି ଏକ ସ ଏକ ସମବାୟ ୟ ସଂସ୍ଥାକୁ ଦିଆଯାଇଥିବା ନେଇ ଡ ଭଞ୍ଜସେନା ପକ୍ଷରୁ ଏକ ପ୍ରତିନିଧ୍ ଦଳ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ । ଅତିରିଚ୍ଛ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହାର ଏକକିତା ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଓଡିଶା, ବିଭାଗୀୟ ମୁଖ୍ୟ ସଚିବ, ରାଜ୍ୟ ନ ନଗର ଉନ୍ନୟନ ବିଭାଗ, ନିର୍ଦ୍ଦେଶକ, ଓଡିଶା ଭିଜିଲାନ୍ସ ବିଭାଗ, ଅଧକ୍ଷ, ବାରିପଦା ପୌରପାଳିକା, ନିର୍ବାହୀ ଅଧିକାରୀ, ବାରିପଦା ପୌରପାଳିକା ପ୍ରମୁଖଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । ଯଦି ଅଗାମୀ ୭ ଦିନ ଭିତରେ ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଇଥୁବା ଦାବୀ ବାବଦରେ କୌଣସି ପଦକ୍ଷେପ ନିଆ ନଯାଏ ତେବେ ସଂଗଠନ ପକ୍ଷରୁ ବାରିପଦା ପୌରପାଳିକା କାର୍ଯ୍ୟାଳୟ ଘେରାଓ କରାଯିବାର ଯୋଉ ଘୋଷଣା ହୋଇଥିଲା| ସେହି ପରିପେକ୍ଷୀରେ ଆ ଆଜି ଭଞ୍ଜସେନା, ବାରିପଦା ସହର ଶାଖା ପକ୍ଷରୁ ବାରିପଦା ମ୍ୟୁନିସିପାଲଟି ସମ୍ମୁଖ ମ୍ମୁଖରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏଭଳି ଦୁର୍ନୀତି ଓ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ସ୍ଲୋଗାନ ମାନ ଦିଆଯାଇଥିଲା ତାସହିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ବାରିପଦା ମ୍ୟୁନିସିପାଲଟି ନଗରପାଳ ଏବଂ ବାରିପଦା ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ଭେଟି ଆଲୋଚନା ଆଳରେ ଆଗାମୀ ଦିନରେ ଯଦି ଏହି ଧାରା ବଜାୟ ରୁହେ ତେବେ ସମଗ୍ର ବାରିପଦା ମ୍ୟୁନିସିପାଲଟିକୁ ଅଚଳ କରାଯିବା ସହିତ ଦୁର୍ନୀତି କାର୍ଯ୍ୟ କା ଏବଂ ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ମଧ୍ୟ ନିଆଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଡୁ ମାଇତିଙ୍କ ନେତୃତ୍ବରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ରାକେଶ ବେହେରା, ଜିଲ୍ଲା ସଂଯୋଜକ ସାମନ୍ତ ଶେଖର1