ଭଞ୍ଜସେନା ପକ୍ଷରୁ ବାରିପଦା ପୌରପରିଷଦ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ବାରିପଦା ପୌରପାଳିକା ତରଫରୁ ସହରରେ ଜୈନିକ ଠିକାଦାରଙ୍କର ଦ୍ବାରା ଅସମ୍ପୂର୍ଣ ଥିବା ୪ ଗୋଟି ପୋଖରୀର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ସେଥ୍ମଧ୍ୟରୁ ଥିବା ବହୁ ପୁରାତନ ଝିଞ୍ଜିରୀବନ୍ଧ ସହିତ ତାର ସନ୍ନିକଟ ଜୁବୁଲି ପାର୍କକୁ ମିଶାଇ ଏକ ପ୍ରୋଜେକଫ ଏବଂ ଷ୍ଟେସନ ହାଟ ପ୍ରୋଜେକଫ, ଆଉ ଉଭୟ କାର୍ଯ୍ୟକୁ ମିଶାଇ ୫୦ କୋଟିରୁ ଉଦ୍ଧର୍ବ ଟଙ୍କାର କା କାର୍ଯ୍ୟ ଗୁଡିକୁ ବିନା ଟେଣ୍ଡର ଦ୍ବାରା ଜିଲ୍ଲା ଠିକାଦାରଙ୍କୁ ଉପେକ୍ଷା କରି କରି ରାଜ୍ୟ ବାହାର କୌଣସି ଏକ ସ ଏକ ସମବାୟ ୟ ସଂସ୍ଥାକୁ ଦିଆଯାଇଥିବା ନେଇ ଡ ଭଞ୍ଜସେନା ପକ୍ଷରୁ ଏକ ପ୍ରତିନିଧ୍ ଦଳ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ । ଅତିରିଚ୍ଛ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହାର ଏକକିତା ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଓଡିଶା, ବିଭାଗୀୟ ମୁଖ୍ୟ ସଚିବ, ରାଜ୍ୟ ନ ନଗର ଉନ୍ନୟନ ବିଭାଗ, ନିର୍ଦ୍ଦେଶକ, ଓଡିଶା ଭିଜିଲାନ୍ସ ବିଭାଗ, ଅଧକ୍ଷ, ବାରିପଦା ପୌରପାଳିକା, ନିର୍ବାହୀ ଅଧିକାରୀ, ବାରିପଦା ପୌରପାଳିକା ପ୍ରମୁଖଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । ଯଦି ଅଗାମୀ ୭ ଦିନ ଭିତରେ ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଇଥୁବା ଦାବୀ ବାବଦରେ କୌଣସି ପଦକ୍ଷେପ ନିଆ ନଯାଏ ତେବେ ସଂଗଠନ ପକ୍ଷରୁ ବାରିପଦା ପୌରପାଳିକା କାର୍ଯ୍ୟାଳୟ ଘେରାଓ କରାଯିବାର ଯୋଉ ଘୋଷଣା ହୋଇଥିଲା| ସେହି ପରିପେକ୍ଷୀରେ ଆ ଆଜି ଭଞ୍ଜସେନା, ବାରିପଦା ସହର ଶାଖା ପକ୍ଷରୁ ବାରିପଦା ମ୍ୟୁନିସିପାଲଟି ସମ୍ମୁଖ ମ୍ମୁଖରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏଭଳି ଦୁର୍ନୀତି ଓ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ସ୍ଲୋଗାନ ମାନ ଦିଆଯାଇଥିଲା ତାସହିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ବାରିପଦା ମ୍ୟୁନିସିପାଲଟି ନଗରପାଳ ଏବଂ ବାରିପଦା ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ଭେଟି ଆଲୋଚନା ଆଳରେ ଆଗାମୀ ଦିନରେ ଯଦି ଏହି ଧାରା ବଜାୟ ରୁହେ ତେବେ ସମଗ୍ର ବାରିପଦା ମ୍ୟୁନିସିପାଲଟିକୁ ଅଚଳ କରାଯିବା ସହିତ ଦୁର୍ନୀତି କାର୍ଯ୍ୟ କା ଏବଂ ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ମଧ୍ୟ ନିଆଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଡୁ ମାଇତିଙ୍କ ନେତୃତ୍ବରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ରାକେଶ ବେହେରା, ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ଭଞ୍ଜସେନା ପକ୍ଷରୁ ବାରିପଦା ପୌରପରିଷଦ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ବାରିପଦା ପୌରପାଳିକା ତରଫରୁ ସହରରେ ଜୈନିକ ଠିକାଦାରଙ୍କର ଦ୍ବାରା ଅସମ୍ପୂର୍ଣ ଥିବା ୪ ଗୋଟି ପୋଖରୀର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ସେଥ୍ମଧ୍ୟରୁ ଥିବା ବହୁ ପୁରାତନ ଝିଞ୍ଜିରୀବନ୍ଧ ସହିତ ତାର ସନ୍ନିକଟ ଜୁବୁଲି ପାର୍କକୁ ମିଶାଇ ଏକ ପ୍ରୋଜେକଫ ଏବଂ ଷ୍ଟେସନ ହାଟ ପ୍ରୋଜେକଫ, ଆଉ ଉଭୟ କାର୍ଯ୍ୟକୁ ମିଶାଇ ୫୦ କୋଟିରୁ ଉଦ୍ଧର୍ବ ଟଙ୍କାର କା କାର୍ଯ୍ୟ ଗୁଡିକୁ ବିନା ଟେଣ୍ଡର ଦ୍ବାରା ଜିଲ୍ଲା ଠିକାଦାରଙ୍କୁ ଉପେକ୍ଷା କରି କରି ରାଜ୍ୟ ବାହାର କୌଣସି ଏକ ସ ଏକ ସମବାୟ ୟ ସଂସ୍ଥାକୁ ଦିଆଯାଇଥିବା ନେଇ ଡ ଭଞ୍ଜସେନା ପକ୍ଷରୁ ଏକ ପ୍ରତିନିଧ୍ ଦଳ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ । ଅତିରିଚ୍ଛ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହାର ଏକକିତା ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଓଡିଶା, ବିଭାଗୀୟ ମୁଖ୍ୟ ସଚିବ, ରାଜ୍ୟ ନ ନଗର ଉନ୍ନୟନ ବିଭାଗ, ନିର୍ଦ୍ଦେଶକ, ଓଡିଶା ଭିଜିଲାନ୍ସ ବିଭାଗ, ଅଧକ୍ଷ, ବାରିପଦା ପୌରପାଳିକା, ନିର୍ବାହୀ ଅଧିକାରୀ, ବାରିପଦା ପୌରପାଳିକା ପ୍ରମୁଖଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । ଯଦି ଅଗାମୀ ୭ ଦିନ ଭିତରେ ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଇଥୁବା ଦାବୀ ବାବଦରେ କୌଣସି ପଦକ୍ଷେପ ନିଆ ନଯାଏ ତେବେ ସଂଗଠନ ପକ୍ଷରୁ ବାରିପଦା ପୌରପାଳିକା କାର୍ଯ୍ୟାଳୟ ଘେରାଓ କରାଯିବାର ଯୋଉ ଘୋଷଣା ହୋଇଥିଲା| ସେହି ପରିପେକ୍ଷୀରେ ଆ ଆଜି ଭଞ୍ଜସେନା, ବାରିପଦା ସହର ଶାଖା ପକ୍ଷରୁ ବାରିପଦା ମ୍ୟୁନିସିପାଲଟି ସମ୍ମୁଖ ମ୍ମୁଖରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏଭଳି ଦୁର୍ନୀତି ଓ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ସ୍ଲୋଗାନ ମାନ ଦିଆଯାଇଥିଲା ତାସହିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ବାରିପଦା ମ୍ୟୁନିସିପାଲଟି ନଗରପାଳ ଏବଂ ବାରିପଦା ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ଭେଟି ଆଲୋଚନା ଆଳରେ ଆଗାମୀ ଦିନରେ ଯଦି ଏହି ଧାରା ବଜାୟ ରୁହେ ତେବେ ସମଗ୍ର ବାରିପଦା ମ୍ୟୁନିସିପାଲଟିକୁ ଅଚଳ କରାଯିବା ସହିତ ଦୁର୍ନୀତି କାର୍ଯ୍ୟ କା ଏବଂ ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ମଧ୍ୟ ନିଆଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଡୁ ମାଇତିଙ୍କ ନେତୃତ୍ବରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ରାକେଶ ବେହେରା, ଜିଲ୍ଲା ସଂଯୋଜକ ସାମନ୍ତ ଶେଖର

- Post by Rajib Behera1
- ଗାଣ୍ଡିବେଡ଼ ତା 24/03/2026 ଦିବା 4:20 pm ସମୟ ରେ ଗାଣ୍ଡିବେଡ଼ ଏବଂ ତାର ଆଖ ପାଖ ଅଞ୍ଚଳ ରେ ପବନ ର ତାଣ୍ଡବ ଦେଖିବାକୁ ମିଳିଛି1
- ବାଲେଶ୍ଵର ପଢୁଆଁପଦା ଛକ ଠାରେ KALINGA INDUSTRIES ର Aquaguard ଡିଷ୍ଟ୍ରିବ୍ୟୁଟର ଉଦ୍ଘାଟନ, 3 ଟି କମ୍ପାନୀର ଶୁଦ୍ଧ ପାଣି ସୁବିଧା ମିଳିବ।1
- ୧୫୨ ଜଣ ଚାଷୀଙ୍କ ଧାନ ନ ଉଠିବାରୁ ଧାରଣାରେ ଚାଷୀ।1
- ଖଡିଛୁଆଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ1
- Post by Uttam Kumar Mahakud 97773344221
- ସ୍ୱାସ୍ଥ୍ୟମନ୍ତ୍ରୀ_ଇସ୍ତଫା_ଦିଅନ୍ତୁ: ନବୀନ ରାଜ୍ୟ ସରକାରଙ୍କୁ ନବୀନଙ୍କ ସମାଲୋଚନା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା। ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ କହିଲେ ନବୀନ । #OdishaAssembly #HealthMinisterResign #SCBFireProtest #NaveenPatnaik #PoliticalUproar #OdishaPolitics #Bhubaneswar #Odisha #OdishaTV1
- Post by AT News1
- ଯାଜପୁର ରେ ଜୋରଦାର ଚାଲିଛି ଚୋରା ମଦ କାରବାର ପ୍ରଶାସନ ଓ ଅବକାରୀ ବିଭାଗ ସାଜିଛନ୍ତି ନିଦାବିଷ୍ଣୁ1