Shuru
Apke Nagar Ki App…
ଖଡିଛୁଆଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ ଖଡିଛୁଆଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ
Mahima tv Rajesh Kumar Giri
ଖଡିଛୁଆଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ ଖଡିଛୁଆଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ
More news from ଓଡ଼ିଶା and nearby areas
- ଖଡିଛୁଆଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ1
- ଗାଣ୍ଡିବେଡ଼ ତା 24/03/2026 ଦିବା 4:20 pm ସମୟ ରେ ଗାଣ୍ଡିବେଡ଼ ଏବଂ ତାର ଆଖ ପାଖ ଅଞ୍ଚଳ ରେ ପବନ ର ତାଣ୍ଡବ ଦେଖିବାକୁ ମିଳିଛି1
- ବାଲେଶ୍ଵର ପଢୁଆଁପଦା ଛକ ଠାରେ KALINGA INDUSTRIES ର Aquaguard ଡିଷ୍ଟ୍ରିବ୍ୟୁଟର ଉଦ୍ଘାଟନ, 3 ଟି କମ୍ପାନୀର ଶୁଦ୍ଧ ପାଣି ସୁବିଧା ମିଳିବ।1
- ୧୫୨ ଜଣ ଚାଷୀଙ୍କ ଧାନ ନ ଉଠିବାରୁ ଧାରଣାରେ ଚାଷୀ।1
- ବାରିପଦା, :- ପୁଣି ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ। ବିରଳ କଳାବାଘକୁ ମାରି ଛାଲ ବିକ୍ରି ବେଳେ ମାଡି ବସିଲା ବନ ବିଭାଗ। ରବିବାର ବାରିପଦା ବଣଖଣ୍ଡ ଅଧୀନସ୍ଥ କୁଳିଅଣା ଅଞ୍ଚଳରୁ ଏହି ବାଘଛାଲକୁ ଜବତ କରିଛି ବନ ବିଭାଗ। ଘଟଣା ସ୍ଥଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପଚରା ଉଚରା ପରେ ଆହୁରି ୭ ଅଭିଯୁକ୍ତଙ୍କୁ ଧରିବା ପରେ ମୋଟ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ସୂଚନା ଅନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୁଳିଅଣା ଅଞ୍ଚଳରୁ ରବିବାର ବାଘଚମଡା ଡ଼ିଲ ବେଳେ ୨ଜଣ ଙ୍କୁ ମାଡ଼ି ବସିଥିଲା ବନବିଭାଗର ସ୍ଵତନ୍ତ୍ର ଦଳ। ଚମଡା ଟି ଜବତ ହେବାପରେ ଶିକାର ବାଘର ବୟସ ପ୍ରାୟ ୨ ରୁ ୩ବର୍ଷ ହୋଇଥିବା ବେଳେ ଉକ୍ତ ବାଘଟିକୁ ପ୍ରାୟ ଏକମାସ ଆଗରୁ ଉଦଳା ରେଞ୍ଜ ଅଞ୍ଚଳରେ ଶୀକାର ହୋଇଥିବା ନେଇ ଅନୁମାନ କରିଛି ବନବିଭାଗ। ତେବେ ରବିବାର ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ମୁଖ୍ୟ ଆସାମୀ ବା ଶିକାରୀ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ। ଧରା ପଡ଼ିଥିବା ୯ ଜଣଙ୍କ ମଧ୍ୟରେ ୩ ଜଣ ସହଯୋଗୀ ଶିକାରୀ ଥିବା ବେଳେ ୬ଜଣ ଚମଡା ବେପାରୀ ଥିବା ନେଇ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପଚରାଉଚରା ପରେ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି। ଅନ୍ୟପଟେ ଏ ଯାଏଁ ମୁଖ୍ୟ ଶିକାରୀ ଧରା ପଡ଼ିଥିବାରୁ ବନ ବିଭାଗ ର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହିତ ଛାନଭିନ କରୁଛନ୍ତି। ତେଣୁ ଆଗକୁ ମଧ୍ୟ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି। #mayurbhanj #dlh_khabar #baripada #odisha #breakingnews1
- Post by MN.NEWS ODIA1
- ମନ୍ତ୍ରୀଙ୍କ କଥା ଶୁଣିବା ପୂର୍ବରୁ ପ୍ରକୃତ କାରଣ ବୁଝିବା ଦରକାର। ବିଧାନ ସଭାରେ ସାଧାରଣ ଜନତାଙ୍କ ସମସ୍ୟା ଉଠାଇବା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହୁଏ, ତାହାକୁ ବିରୋଧୀ ଦଳ ହୋ-ହଲ୍ଲା କରି ବ୍ୟର୍ଥ କରୁଛନ୍ତି। 👉 ଏହା କେବଳ ରାଜନୀତି ନୁହେଁ, 👉 ଏହା ସାଧାରଣ ଲୋକଙ୍କ ଅଧିକାର ଉପରେ ଆଘାତ। ⚠️ ପ୍ରଶ୍ନ ଏହା— ବିକାଶ ଉପରେ ଆଲୋଚନା ହେବ କି ନାକି କେବଳ ହୋ-ହଲ୍ଲା ଚାଲିବ? 🙏 ଜନତା ନିଜେ ନିଷ୍ପତ୍ତି ନେବେ।1
- Post by Rajib Behera1