Shuru
Apke Nagar Ki App…
ପୁରୀ ଜିଲ୍ଲା ରେ ଆବଶ୍ୟକୀୟ ଗ୍ୟାସ ସିଲିଣ୍ଡର ମହଯୁଦ ରହିଛି।ତେଣୁ ଜନସାଧାରଣ ଅଯଥା ଆତଙ୍କିତ ନ ହେବା କିମ୍ବା ଅଯଥା ଗ୍ୟାସ ଡିଲର ପଏଣ୍ଟରେ ଭିଡ ନ କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନୁରୋଧ କରିଛନ୍ତି ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଯୋଗ ଦେଇଥିଲ
ମାନସ କୁମାର ଦାସ

More news from ଓଡ଼ିଶା and nearby areas
- Post by ମାନସ କୁମାର ଦାସ1
- Post by NEWS MANORANJAN1
- NAKHARA NH 33 TRAFFIC 🚦JAM1
- Post by Gagan Bhoi1
- ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।3
- Post by Manoj kumar baliyarsingh4
- ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକା ବାସଭବନରେ ଦୁର୍ବୃତ୍ତଙ୍କ ଆକ୍ରମଣ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି। ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି। ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସଭବନରେ ରାତିରେ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବୋଲେରୋରେ ୨ ରୁ ୩ ଜଣ ଅସାମାଜିକ ଯୁବକ ଆସି ଜାରକାଠାରେ ଥିବା ତାଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ଗୁଣ୍ଡାଗିରି କରୁଥିବା ଏ ଲୋକମାନେ କିଏ ? ଏମାନଙ୍କ ପଛରେ କିଏ ଅଛି ?1
- Post by NEWS MANORANJAN1