logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Big Breaking : ସ୍ପଷ୍ଟ ଦିବାଲୋକରେ ବେଲପାହାଡ ଫାଟକ ରେ ମର୍ଡର l ଭୁଜାଲି ମାଡ଼ ରେ ରାହୁଲ ମାହାତୋ ମୃତ ଏବଂ ଆକାଶ ସାହୁ ଗୁରୁତର। Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି l

1 hr ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
1 hr ago

Big Breaking : ସ୍ପଷ୍ଟ ଦିବାଲୋକରେ ବେଲପାହାଡ ଫାଟକ ରେ ମର୍ଡର l ଭୁଜାଲି ମାଡ଼ ରେ ରାହୁଲ ମାହାତୋ ମୃତ ଏବଂ ଆକାଶ ସାହୁ ଗୁରୁତର। Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି l

More news from ଓଡ଼ିଶା and nearby areas
  • ଝାରସୁଗୁଡ଼ାର କାଳି ନଗର ନିକଟରେ ଏକ ଦ୍ରୁତଗାମୀ ଚାରି ଚକିଆ ଗାଡ଼ି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ିରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା, ମାତ୍ର ସ୍ଥାନୀୟ ଲୋକେ ତାକୁ କାବୁ କରି ଘୋଷାଡ଼ି ଆଣିଥିଲେ।
    1
    ଝାରସୁଗୁଡ଼ାର କାଳି ନଗର ନିକଟରେ ଏକ ଦ୍ରୁତଗାମୀ ଚାରି ଚକିଆ ଗାଡ଼ି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ିରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା, ମାତ୍ର ସ୍ଥାନୀୟ ଲୋକେ ତାକୁ କାବୁ କରି ଘୋଷାଡ଼ି ଆଣିଥିଲେ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    17 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମଣ୍ଡିଆପାଲି ଗ୍ରାମରେ ନିଆଁ ଲାଗି ଜଳିଗଲା ପାଲଗଦା l
    1
    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମଣ୍ଡିଆପାଲି ଗ୍ରାମରେ  ନିଆଁ ଲାଗି ଜଳିଗଲା ପାଲଗଦା l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ସୋନପୁର ସହରର ପୁଷ୍ପଲତା ଗ୍ୟାସ ଏଜେନ୍ସିରେ ଗ୍ୟାସ ନେବା ପାଇଁ ଲୋକଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ପ୍ରଚଣ୍ଡ ଖରାରେ ଛିଡ଼ା ହୋଇ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି।
    1
    ସୋନପୁର ସହରର ପୁଷ୍ପଲତା ଗ୍ୟାସ ଏଜେନ୍ସିରେ ଗ୍ୟାସ ନେବା ପାଇଁ ଲୋକଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ପ୍ରଚଣ୍ଡ ଖରାରେ ଛିଡ଼ା ହୋଇ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ଆଜି ସନ୍ଧ୍ୟା ୫ଟାରେ ଆସୁଛି ଦେଶ, ବିଦେଶ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ତାଜା ଖବର। ଏହି ସମାଚାର ବୁଲେଟିନରେ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଅପଡେଟ୍ ସ୍ଥାନ ପାଇବ।
    1
    ଆଜି ସନ୍ଧ୍ୟା ୫ଟାରେ ଆସୁଛି ଦେଶ, ବିଦେଶ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ତାଜା ଖବର। ଏହି ସମାଚାର ବୁଲେଟିନରେ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଅପଡେଟ୍ ସ୍ଥାନ ପାଇବ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯୁଗ୍ମ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।
    1
    ସୁବର୍ଣ୍ଣପୁର ଜିଲ୍ଲାର ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯୁଗ୍ମ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
    1
    ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ଏକ ଦାମୀ କାରରୁ ପ୍ରାୟ ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ କରୁଥିବା ମାଫିଆମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
    1
    ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ଏକ ଦାମୀ କାରରୁ ପ୍ରାୟ ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ କରୁଥିବା ମାଫିଆମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଜନ ଆକ୍ରୋଶ ସମାବେଶ କରାଯାଇଛି। ଏହି ସମାବେଶରେ ବହୁ ସଂଖ୍ୟାରେ ମହିଳା କର୍ମୀ ଯୋଗ ଦେଇଥିଲେ।
    1
    ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଜନ ଆକ୍ରୋଶ ସମାବେଶ କରାଯାଇଛି। ଏହି ସମାବେଶରେ ବହୁ ସଂଖ୍ୟାରେ ମହିଳା କର୍ମୀ ଯୋଗ ଦେଇଥିଲେ।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ସୋନପୁର ଜିଲ୍ଲା ଉପର ଫବସି ଗ୍ରାମବାସୀ ଆଶା ଦିଦି ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗାଁରେ ଆଶା କର୍ମୀ ପଦବୀ ଖାଲି ଥିବାରୁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖାଦେଇଛି। ସେମାନେ ତୁରନ୍ତ ନିଯୁକ୍ତି ପାଇଁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
    1
    ସୋନପୁର ଜିଲ୍ଲା ଉପର ଫବସି ଗ୍ରାମବାସୀ ଆଶା ଦିଦି ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗାଁରେ ଆଶା କର୍ମୀ ପଦବୀ ଖାଲି ଥିବାରୁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖାଦେଇଛି। ସେମାନେ ତୁରନ୍ତ ନିଯୁକ୍ତି ପାଇଁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.