logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଝାରସୁଗୁଡ଼ା ଦୁର୍ଘଟଣା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ ଝାରସୁଗୁଡ଼ା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ

1 hr ago
user_Ghana Shyam Rana Digital Art
Ghana Shyam Rana Digital Art
Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
1 hr ago

ଝାରସୁଗୁଡ଼ା ଦୁର୍ଘଟଣା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ ଝାରସୁଗୁଡ଼ା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ

More news from ଓଡ଼ିଶା and nearby areas
  • ଝାରସୁଗୁଡ଼ା ଦୁର୍ଘଟଣା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ ଝାରସୁଗୁଡ଼ା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ
    1
    ଝାରସୁଗୁଡ଼ା ଦୁର୍ଘଟଣା  ର ଗତ କାଲିର କାଲି ନଗର ପାଖରେ
ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା  ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ  
ଝାରସୁଗୁଡ଼ା ର ଗତ କାଲିର କାଲି ନଗର ପାଖରେ
ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା  ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    1 hr ago
  • ଓଡ଼ିଶାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଲାଡ ଗ୍ରାମରେ ଏକ ବୃଦ୍ଧ ଦମ୍ପତିଙ୍କ ମାଟି ଘର ୨ ବର୍ଷ ତଳୁ ଭାଙ୍ଗି ଯାଇଥିଲେ ବି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରି ନାହିଁ। ବାରମ୍ବାର ଗୁହାରି ପରେ ମଧ୍ୟ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ କେହି ସୁଣୁ ନଥିବା ଅଭିଯୋଗ ହୋଇଛି। ଏହା ପ୍ରଶାସନିକ ଅବହେଳା ଓ ଯୋଜନାର ଦୁରୁପଯୋଗ ଉପରେ ପ୍ରଶ୍ନ ସୃଷ୍ଟି କରିଛି।
    1
    ଓଡ଼ିଶାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଲାଡ ଗ୍ରାମରେ ଏକ ବୃଦ୍ଧ ଦମ୍ପତିଙ୍କ ମାଟି ଘର ୨ ବର୍ଷ ତଳୁ ଭାଙ୍ଗି ଯାଇଥିଲେ ବି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରି ନାହିଁ। ବାରମ୍ବାର ଗୁହାରି ପରେ ମଧ୍ୟ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ କେହି ସୁଣୁ ନଥିବା ଅଭିଯୋଗ ହୋଇଛି। ଏହା ପ୍ରଶାସନିକ ଅବହେଳା ଓ ଯୋଜନାର ଦୁରୁପଯୋଗ ଉପରେ ପ୍ରଶ୍ନ ସୃଷ୍ଟି କରିଛି।
    user_କୁଚିଣ୍ଡା LIVE 🔴
    କୁଚିଣ୍ଡା LIVE 🔴
    Social worker କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    14 hrs ago
  • ସରକାରୀ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଦୋଷୀଙ୍କ ବିରୋଧରେ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କାହାରିକୁ ବି ଛଡ଼ାଯିବନି। ସରକାରୀ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଦୋଷୀଙ୍କ ବିରୋଧରେ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କାହାରିକୁ ବି ଛଡ଼ାଯିବନି।
    1
    ସରକାରୀ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଦୋଷୀଙ୍କ ବିରୋଧରେ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କାହାରିକୁ ବି ଛଡ଼ାଯିବନି।
ସରକାରୀ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଦୋଷୀଙ୍କ ବିରୋଧରେ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କାହାରିକୁ ବି ଛଡ଼ାଯିବନି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
    1
    ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    1 hr ago
  • ଝାରସୁଗୁଡ଼ା ବଡ଼େଇ ମୁଣ୍ଡା କାଳୀ ମନ୍ଦିର ରାସ୍ତାରେ ନିଶାସକ୍ତ ଟେମ୍ପୋ ଡ୍ରାଇଭର ପ୍ରଥମେ ୨ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅତ୍ୟଧିକ ମାତ୍ରାରେ ନିଶାସକ୍ତ ଥିବା ଦେଖିବାକୁ ମିଳିଛି।
    1
    ଝାରସୁଗୁଡ଼ା ବଡ଼େଇ ମୁଣ୍ଡା କାଳୀ ମନ୍ଦିର ରାସ୍ତାରେ ନିଶାସକ୍ତ ଟେମ୍ପୋ ଡ୍ରାଇଭର ପ୍ରଥମେ ୨ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅତ୍ୟଧିକ ମାତ୍ରାରେ ନିଶାସକ୍ତ ଥିବା ଦେଖିବାକୁ ମିଳିଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    7 hrs ago
  • ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।
    1
    ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ଓଡ଼ିଶାର ୧୦ନଂ ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସୱେ)ର ବ୍ରାହ୍ମଣୀ ତରଙ୍ଗ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ଖାଲ ଯୋଗୁଁ ପ୍ରତିଦିନ ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।
    2
    ଓଡ଼ିଶାର ୧୦ନଂ ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସୱେ)ର ବ୍ରାହ୍ମଣୀ ତରଙ୍ଗ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ଖାଲ ଯୋଗୁଁ ପ୍ରତିଦିନ ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    11 hrs ago
  • ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଚେନ୍ନାଇରେ ତାମିଲନାଡୁ ସଚିବାଳୟରେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶାସନରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି।
    1
    ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଚେନ୍ନାଇରେ ତାମିଲନାଡୁ ସଚିବାଳୟରେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶାସନରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.