logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି

1 hr ago
user_ବାରକୋଟ ଖବର
ବାରକୋଟ ଖବର
Court reporter ବରକୋଟ, ଦେବଗଡ଼, ଓଡ଼ିଶା•
1 hr ago

ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି

More news from ଓଡ଼ିଶା and nearby areas
  • ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
    1
    ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    1 hr ago
  • ଝାରସୁଗୁଡ଼ା ଦୁର୍ଘଟଣା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ ଝାରସୁଗୁଡ଼ା ର ଗତ କାଲିର କାଲି ନଗର ପାଖରେ ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ
    1
    ଝାରସୁଗୁଡ଼ା ଦୁର୍ଘଟଣା  ର ଗତ କାଲିର କାଲି ନଗର ପାଖରେ
ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା  ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ  
ଝାରସୁଗୁଡ଼ା ର ଗତ କାଲିର କାଲି ନଗର ପାଖରେ
ଗୋଟିଏ ଚାରି ଚକିଆ ଓଟୋ ଧୃତ ଗତିରେ ଆସି ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ି ରୁ ବାହାରି ଦଉଡି ପଳଉ ଥିବା  ପରେ ଲୋକମାନେ ତାକୁ କାବୁ କରିଥିଲେ ଏବଂ ଘୋସାଡି ଆଣିଥିଲାଇଭ୍ ଭିଡିଓ
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    1 hr ago
  • କେନ୍ଦୁଝର ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଚାଷୀମାନେ ଉନ୍ନତମାନର 'ନେପିଅର' ଘାସ ଚାଷ କରୁଛନ୍ତି। ଏହି ଘାସ ଅତି ଶୀଘ୍ର ବଢୁଥିବାରୁ, ଏହା ଗୋସମ୍ପଦ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଚାଷୀଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରୁଛି। ଏହି ଅଭିନବ ଚାଷ ପ୍ରଣାଳୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
    4
    କେନ୍ଦୁଝର ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଚାଷୀମାନେ ଉନ୍ନତମାନର 'ନେପିଅର' ଘାସ ଚାଷ କରୁଛନ୍ତି। ଏହି ଘାସ ଅତି ଶୀଘ୍ର ବଢୁଥିବାରୁ, ଏହା ଗୋସମ୍ପଦ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଚାଷୀଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରୁଛି। ଏହି ଅଭିନବ ଚାଷ ପ୍ରଣାଳୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    22 hrs ago
  • ଓଡ଼ିଶାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଲାଡ ଗ୍ରାମରେ ଏକ ବୃଦ୍ଧ ଦମ୍ପତିଙ୍କ ମାଟି ଘର ୨ ବର୍ଷ ତଳୁ ଭାଙ୍ଗି ଯାଇଥିଲେ ବି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରି ନାହିଁ। ବାରମ୍ବାର ଗୁହାରି ପରେ ମଧ୍ୟ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ କେହି ସୁଣୁ ନଥିବା ଅଭିଯୋଗ ହୋଇଛି। ଏହା ପ୍ରଶାସନିକ ଅବହେଳା ଓ ଯୋଜନାର ଦୁରୁପଯୋଗ ଉପରେ ପ୍ରଶ୍ନ ସୃଷ୍ଟି କରିଛି।
    1
    ଓଡ଼ିଶାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଲାଡ ଗ୍ରାମରେ ଏକ ବୃଦ୍ଧ ଦମ୍ପତିଙ୍କ ମାଟି ଘର ୨ ବର୍ଷ ତଳୁ ଭାଙ୍ଗି ଯାଇଥିଲେ ବି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରି ନାହିଁ। ବାରମ୍ବାର ଗୁହାରି ପରେ ମଧ୍ୟ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ କେହି ସୁଣୁ ନଥିବା ଅଭିଯୋଗ ହୋଇଛି। ଏହା ପ୍ରଶାସନିକ ଅବହେଳା ଓ ଯୋଜନାର ଦୁରୁପଯୋଗ ଉପରେ ପ୍ରଶ୍ନ ସୃଷ୍ଟି କରିଛି।
    user_କୁଚିଣ୍ଡା LIVE 🔴
    କୁଚିଣ୍ଡା LIVE 🔴
    Social worker କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    13 hrs ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber Motunga, Dhenkanal•
    2 hrs ago
  • ଓଡ଼ିଶାର ୧୦ନଂ ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସୱେ)ର ବ୍ରାହ୍ମଣୀ ତରଙ୍ଗ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ଖାଲ ଯୋଗୁଁ ପ୍ରତିଦିନ ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।
    2
    ଓଡ଼ିଶାର ୧୦ନଂ ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସୱେ)ର ବ୍ରାହ୍ମଣୀ ତରଙ୍ଗ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ଖାଲ ଯୋଗୁଁ ପ୍ରତିଦିନ ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    11 hrs ago
  • ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।
    1
    ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।
    user_WASIM AKRAM
    WASIM AKRAM
    Accountant ଚମ୍ପୁଆ, କେନ୍ଦୁଝର, ଓଡ଼ିଶା•
    19 hrs ago
  • ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ କାଳିଆପାଳ ଗ୍ରାମରେ ବଲଣ୍ଡା ଜୋନ ଚଷା ସମାଜର ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ଚାଷୀ ଓ ସମାଜସେବୀଙ୍କୁ ସମ୍ମାନିତ କରାଯିବା ସହ ଆଗାମୀ ୩ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି।
    4
    ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ କାଳିଆପାଳ ଗ୍ରାମରେ ବଲଣ୍ଡା ଜୋନ ଚଷା ସମାଜର ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ଚାଷୀ ଓ ସମାଜସେବୀଙ୍କୁ ସମ୍ମାନିତ କରାଯିବା ସହ ଆଗାମୀ ୩ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.