logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଂଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଂଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ଦିନ ମାଁ ସୁନାଦେଇ ଛତର ଦେହରେ ବିରାଜମାନ ହୋଇ ଲିଙ୍ଗଭଟା ଠାରେ ପାରମ୍ପରିକ ପୂଜା ଅର୍ଚ୍ଚନା କରିଥିଲେ। ଖଡିଆଳ ରାଜା ଦେବ ଦେବ ସିଂ ଦେଓ ମାଁ ଙ୍କ ପୂଜା କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ସୁନଦେଇ ଦେବୀଙ୍କ ଦୁଇ ଗୋଟି ପୂର୍ଣ୍ଣିମା ରେ ପୂଜା ପାଇ ଲିଙ୍ଗ ଭଟା ଠାରେ ପୂଜା ପାଇଥାନ୍ତି। ଦଶହରା ମାସ କୁମାର ପୂର୍ଣ୍ଣିମା ଏବଂ ଚୈତ୍ର ମାସ ପୂର୍ଣ୍ଣିମା ରେ ସୁନାଦେଇଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଦେଖିବା ପାଇଁ ବିପୁଳ ଜନ ସମାଗମ ହୋଇଥିବା ବେଳେ ୨୪ ଗୋଟି ଟିକରି ରୁ ଆଦିବାସୀ ମାନେ ପହଞ୍ଚି ମାଁ ଙ୍କ ପୂଜା କରିଥାନ୍ତି।

20 hrs ago
user_Sk Ajaruddin
Sk Ajaruddin
Local News Reporter Basta, Baleshwar•
20 hrs ago
216b4b34-6ba2-4254-8da4-c70347dd676c

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଂଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଂଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ଦିନ ମାଁ ସୁନାଦେଇ ଛତର ଦେହରେ ବିରାଜମାନ ହୋଇ ଲିଙ୍ଗଭଟା ଠାରେ ପାରମ୍ପରିକ ପୂଜା ଅର୍ଚ୍ଚନା କରିଥିଲେ। ଖଡିଆଳ ରାଜା ଦେବ ଦେବ ସିଂ ଦେଓ ମାଁ ଙ୍କ ପୂଜା କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ସୁନଦେଇ ଦେବୀଙ୍କ ଦୁଇ ଗୋଟି ପୂର୍ଣ୍ଣିମା ରେ ପୂଜା ପାଇ ଲିଙ୍ଗ ଭଟା ଠାରେ ପୂଜା ପାଇଥାନ୍ତି। ଦଶହରା ମାସ କୁମାର ପୂର୍ଣ୍ଣିମା ଏବଂ ଚୈତ୍ର ମାସ ପୂର୍ଣ୍ଣିମା ରେ ସୁନାଦେଇଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଦେଖିବା ପାଇଁ ବିପୁଳ ଜନ ସମାଗମ ହୋଇଥିବା ବେଳେ ୨୪ ଗୋଟି ଟିକରି ରୁ ଆଦିବାସୀ ମାନେ ପହଞ୍ଚି ମାଁ ଙ୍କ ପୂଜା କରିଥାନ୍ତି।

More news from Baleshwar and nearby areas
  • ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।
    1
    ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।
    user_Sk Ajaruddin
    Sk Ajaruddin
    Local News Reporter Basta, Baleshwar•
    1 hr ago
  • ସମୀର ରଞ୍ଜନ ମେମୋରିଆଲ ଆନ୍ତ ଜିଲ୍ଲା କ୍ରିକେଟ୍ ଉଦଯାପିତ
    1
    ସମୀର ରଞ୍ଜନ ମେମୋରିଆଲ ଆନ୍ତ ଜିଲ୍ଲା କ୍ରିକେଟ୍ ଉଦଯାପିତ
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    49 min ago
  • ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି
    1
    ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    ସାମ୍ବାଦିକ Muruda, Mayurbhanj•
    1 hr ago
  • ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମୃତୁ ହୋଇଥିବା ଗୋ ସେବକଙ୍କ ଘରେ ପହଞ୍ଚିଲେ ଚନ୍ଦ୍ରବିନ୍ଦୁ।
    4
    ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମୃତୁ ହୋଇଥିବା ଗୋ ସେବକଙ୍କ ଘରେ ପହଞ୍ଚିଲେ ଚନ୍ଦ୍ରବିନ୍ଦୁ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ଆକ୍ସନ ମୋଡରେ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଆକ୍ସନ ମୋଡରେ ବାଲିଆପାଳ ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଚୋରା ବାଲି ଚାଲାଣ ବେଳେ ଗୋଟିଏ ଡମ୍ପର ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡବଡାପାଳ ବୁନ୍ଦା କୋଠା ରୁ ବାଲି ମାଫିଆ ମାନେ ପଶ୍ଚିମ କୁ ଚାଲାଣ କରୁଥିବା ଖବର ପାଇଁ ଏବଂ ବସ୍ତା ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଢ଼ାଉ କରିଥିଲେ ।
    1
    ଆକ୍ସନ ମୋଡରେ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା।
ଆକ୍ସନ ମୋଡରେ ବାଲିଆପାଳ ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଚୋରା ବାଲି ଚାଲାଣ ବେଳେ ଗୋଟିଏ ଡମ୍ପର  ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡବଡାପାଳ ବୁନ୍ଦା କୋଠା   ରୁ ବାଲି ମାଫିଆ ମାନେ ପଶ୍ଚିମ କୁ ଚାଲାଣ କରୁଥିବା ଖବର ପାଇଁ  ଏବଂ ବସ୍ତା ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଢ଼ାଉ କରିଥିଲେ ।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Local News Reporter ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    14 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଖେଳକୁଦ କରିବା ବୟସରେ ନିଜ ପକେଟ ଖର୍ଚ୍ଚକୁ ବଞ୍ଚାଇ କରି ଚାଲିଛନ୍ତି ସମାଜସେବା। ଏଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ସାଜିଛନ୍ତି ବାରିପଦା ସହରରେ ଥିବା ସ୍ବେଚ୍ଚାସେବୀ ଅନୁଷ୍ଠାନ "ନିସ୍ବାର୍ଥ ସେବା ଅନୁଷ୍ଠାନ" ର କର୍ମକର୍ତ୍ତା ମାନେ। ସବୁଠାରୁ ବଡକଥା ହେଲା ଏମାନେ ନା କୌଣସି ସରକାରୀ ସଂଗଠନ ନା କୌଣସି ରାଜନୈତିକ ଅନୁଷ୍ଠାନ, କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଇ ନଥାନ୍ତି। ଏହି କର୍ମକର୍ତ୍ତାମାନଙ୍କ ମଧ୍ୟରେ କେହି କେହି ସ୍କୁଲ କଲେଜର ଛାତ୍ରଛାତ୍ରୀ ତ ଆଉ କେହି ଅଳ୍ପଦିନ ବ୍ୟବଧାନରେ କଲେଜ ସାରି ଉଚ୍ଚଶିକ୍ଷା କରୁଛନ୍ତି। ତେବେ ଯେଉଁ ବୟସରେ କୋମଳମତି ପିଲାମାନେ ଅଭିଭାବକଙ୍କ ଠାରୁ ପାଉଥିବା ପକେଟ ଖର୍ଚ୍ଚକୁ ଏଣେତେଣେ ସାରି ଦେଇଥାନ୍ତି, ସେହି ବୟସରେ ଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବାଛି ନେଇଛନ୍ତି ସମାଜସେବାର ରାସ୍ତା। ଠିକ ସେହି ପରିପ୍ରେକ୍ଷୀରେ ନାରୀ ସଶକ୍ତିକରଣ ତଥା ପରିଚ୍ଛନ୍ନତା ଦିଗରେ ଏକ କର୍ମଶାଳର ଆୟୋଜନ କରିଛନ୍ତି ନିସ୍ବାର୍ଥ ସେବା ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ସଂଗଠନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। #mayurbhanj #dlh_khabar #baripada
    1
    ଖେଳକୁଦ କରିବା ବୟସରେ ନିଜ ପକେଟ ଖର୍ଚ୍ଚକୁ ବଞ୍ଚାଇ କରି ଚାଲିଛନ୍ତି ସମାଜସେବା। ଏଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ସାଜିଛନ୍ତି ବାରିପଦା ସହରରେ ଥିବା ସ୍ବେଚ୍ଚାସେବୀ ଅନୁଷ୍ଠାନ "ନିସ୍ବାର୍ଥ ସେବା ଅନୁଷ୍ଠାନ" ର କର୍ମକର୍ତ୍ତା ମାନେ। ସବୁଠାରୁ ବଡକଥା ହେଲା ଏମାନେ ନା କୌଣସି ସରକାରୀ ସଂଗଠନ ନା କୌଣସି ରାଜନୈତିକ ଅନୁଷ୍ଠାନ, କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଇ ନଥାନ୍ତି। ଏହି କର୍ମକର୍ତ୍ତାମାନଙ୍କ ମଧ୍ୟରେ କେହି କେହି ସ୍କୁଲ କଲେଜର ଛାତ୍ରଛାତ୍ରୀ ତ ଆଉ କେହି ଅଳ୍ପଦିନ ବ୍ୟବଧାନରେ କଲେଜ ସାରି ଉଚ୍ଚଶିକ୍ଷା କରୁଛନ୍ତି। ତେବେ ଯେଉଁ ବୟସରେ କୋମଳମତି ପିଲାମାନେ ଅଭିଭାବକଙ୍କ ଠାରୁ ପାଉଥିବା ପକେଟ ଖର୍ଚ୍ଚକୁ ଏଣେତେଣେ ସାରି ଦେଇଥାନ୍ତି, ସେହି ବୟସରେ ଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବାଛି ନେଇଛନ୍ତି ସମାଜସେବାର ରାସ୍ତା। ଠିକ ସେହି ପରିପ୍ରେକ୍ଷୀରେ ନାରୀ ସଶକ୍ତିକରଣ ତଥା ପରିଚ୍ଛନ୍ନତା ଦିଗରେ ଏକ କର୍ମଶାଳର ଆୟୋଜନ କରିଛନ୍ତି ନିସ୍ବାର୍ଥ ସେବା ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ସଂଗଠନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ  ଭବିଷ୍ୟତ କାମନା କରିଛନ୍ତି। 
#mayurbhanj #dlh_khabar #baripada
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ପିଛା କରି ଗୋରୁ ଗାଡିକୁ ଗୋଡେଇ ଧରିଲା ପୋଲିସ।
    1
    ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ପିଛା କରି ଗୋରୁ ଗାଡିକୁ ଗୋଡେଇ ଧରିଲା ପୋଲିସ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.