logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ଅବସରରେ ସାଂସ୍କୃତିକ ଝଲକ ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ବରଗଡ଼ : ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍‌ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍‌ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍‌ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କ‌ହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।

6 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦୀର୍ଘ 37 ବର୍ଷ ଶିକ୍ଷକତା କଲାପରେ ଅବସର ନେଇଛନ୍ତି ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଅରିଗାଁ ବିଦ୍ୟାଳୟରୁ ଅବସର ନେବା ର 37 ବର୍ଷ ଏହି ମଣିଷ ତିଆରି କାରଖାନା ରେ କାମ କରି ନିଜର ନିଷ୍ଠାପର ସେବା, କର୍ତ୍ତବ୍ୟ ପରାୟଣତା , ସତ୍ୟନିଷ୍ଠ ଓ ଶିଷ୍ଠାଚାର ପାଇଁ ଅନ୍ୟ ମାନଙ୍କ ଆଗରେ ପ୍ରେରଣା ସାଜିଛନ୍ତି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅରିଗାଁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାର ଲକ୍ଷ୍ମଣ ମିଶ୍ର ଯୋଗଦେଇ ଥିଲେ। ସମାରୋହରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଗହଣରେ ଚାକିରୀରୁ ଅବସର ନେଇଥିବା ଶିକ୍ଷକଙ୍କୁ କୀର୍ତ୍ତନ କରି ନିଜର ସିନ୍ଦୁରପୁର ବାସ ଭବନ ପର୍ଯ୍ୟନ୍ତ ସମ୍ମାନିତ କରି ଅଣାଯାଇଅଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 
ଦୀର୍ଘ 37 ବର୍ଷ ଶିକ୍ଷକତା କଲାପରେ ଅବସର ନେଇଛନ୍ତି ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ।  ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଅରିଗାଁ ବିଦ୍ୟାଳୟରୁ ଅବସର ନେବା ର 37 ବର୍ଷ ଏହି ମଣିଷ ତିଆରି କାରଖାନା ରେ କାମ କରି ନିଜର ନିଷ୍ଠାପର ସେବା, କର୍ତ୍ତବ୍ୟ ପରାୟଣତା , ସତ୍ୟନିଷ୍ଠ ଓ ଶିଷ୍ଠାଚାର  ପାଇଁ ଅନ୍ୟ ମାନଙ୍କ ଆଗରେ ପ୍ରେରଣା ସାଜିଛନ୍ତି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅରିଗାଁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଥିଲା l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାର ଲକ୍ଷ୍ମଣ ମିଶ୍ର ଯୋଗଦେଇ ଥିଲେ। ସମାରୋହରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଗହଣରେ ଚାକିରୀରୁ ଅବସର ନେଇଥିବା ଶିକ୍ଷକଙ୍କୁ କୀର୍ତ୍ତନ କରି ନିଜର ସିନ୍ଦୁରପୁର ବାସ ଭବନ ପର୍ଯ୍ୟନ୍ତ ସମ୍ମାନିତ କରି ଅଣାଯାଇଅଛି।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    8 hrs ago
  • -: ବେଲପାହାଡ଼ରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ 'ପ୍ରତିଭା ସିଜିନ-୨' କାର୍ଯ୍ୟକ୍ରମ :- -: ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କଲେ ଶହ ଶହ ଦର୍ଶକ :- ତା: ୧।୮।୨୬: ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନର ପକ୍ଷରୁ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ 'ପ୍ରତିଭା ସିଜିନ-୨' କାର୍ଯ୍ୟକ୍ରମ ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିଙ୍କ ଗହଣରେ ମାଆ ମାଣିକେଶ୍ୱରୀ ଓ ସମଲେଶରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ଗୁମାଡେରା ଗୌରୀ ଶଙ୍କର ମନ୍ଦିରଠାରୁ ଏକ ସମ୍ବଲପୁରୀଆ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ସେହିପରି ଆଜି ଶନିବାର ସନ୍ଧ୍ୟାରେ ମିରର ଥିଏଟର ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଭିନୟ, ଗାୟକ, ସଂଗୀତ ନିର୍ଦ୍ଦେଶକ, ଫଟୋଗ୍ରାଫି, ସଙ୍ଗୀତ, ନୃତ୍ୟ ନିର୍ଦ୍ଦେଶକ ଆଦି ମୋଟ ୯ ଗୋଟି ବର୍ଗରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ଭୋଟିଂରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ବଲପୁରୀ ପିନ୍ଧିବା, ନାଚିବା, ଗାଇବା, କହିବାକୁ ଆହ୍ବାନ କରାଯିବା ସହ ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ ସମ୍ବଲପୁରୀଆ କଳାକାରଙ୍କୁ ସମ୍ମାନ ପ୍ରଦାନ କରିବାକୁ ଆହ୍ବାନ କରାଯାଇଛି।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶିଷ୍ଟ କଳାକାର ତଥା ଦଳ ଯୋଗଦେଇ ଗୀତ, ନାଚ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଶହ ଶହ ଦର୍ଶକ ଭରପୁର ଉପଭୋଗ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ାର ଚଳଚ୍ଚିତ୍ର ପ୍ରଯୋଜକ ପ୍ରତାପ ବେହେରା, ବେଲପାହାଡ଼ ମିରର ଥିଏଟର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ, ଟିଆରଏଲ କ୍ରୋସାକି ଡାକ୍ତରଖାନାର ଡା. ସୁଶାନ୍ତ ଜଗଦଳା, ଯୁବ ନେତା ପୁରୁଷୋତ୍ତମ ମହାନ୍ତି ପ୍ରମୁଖ ସାମିଲ ରହିଥିଲେ। ଆୟୋଜନରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନର ଦୀନେଶ କରାଲି, ଆୟୁଷି ଜୟସ୍ବାଲ, ଦୀପକ ମାଝୀ, ସାବନ ଦାସ, ସୌଭାଗ୍ୟ ରଞ୍ଜନ ସାହୁ, ସୋନି ତନ୍ତୀ, ସୀତାରାମ ମେହେର, ହିମାଂଶୁ କରାଲୀ, ପ୍ରଭାସିନୀ ଚାନ୍ଦ, ନିଶା ଶର୍ମା ପ୍ରମୁଖ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପ୍ରତୀକ୍ଷା ରାଣୀ ତ୍ରିପାଠୀ, ଅମନ ମହାନ୍ତି, ପୁଷ୍ପାଞ୍ଜଳି ସାହୁ, ତ୍ରିବେଦ କୁମାର ମହାନନ୍ଦ, ହରିଶ ଭୋଇ, ସୋନାଲିକା ବେହେରା ମଞ୍ଚ ସଞ୍ଚାଳନ କରିଥିଲେ।
    4
    -: ବେଲପାହାଡ଼ରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ 'ପ୍ରତିଭା ସିଜିନ-୨' କାର୍ଯ୍ୟକ୍ରମ :-
-: ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କଲେ ଶହ ଶହ ଦର୍ଶକ :-
ତା: ୧।୮।୨୬: ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନର ପକ୍ଷରୁ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ 'ପ୍ରତିଭା ସିଜିନ-୨' କାର୍ଯ୍ୟକ୍ରମ ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିଙ୍କ ଗହଣରେ ମାଆ ମାଣିକେଶ୍ୱରୀ ଓ ସମଲେଶରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ଗୁମାଡେରା ଗୌରୀ ଶଙ୍କର ମନ୍ଦିରଠାରୁ ଏକ ସମ୍ବଲପୁରୀଆ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ସେହିପରି ଆଜି ଶନିବାର ସନ୍ଧ୍ୟାରେ ମିରର ଥିଏଟର ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଭିନୟ, ଗାୟକ, ସଂଗୀତ ନିର୍ଦ୍ଦେଶକ, ଫଟୋଗ୍ରାଫି, ସଙ୍ଗୀତ, ନୃତ୍ୟ ନିର୍ଦ୍ଦେଶକ ଆଦି ମୋଟ ୯ ଗୋଟି ବର୍ଗରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ଭୋଟିଂରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ବଲପୁରୀ ପିନ୍ଧିବା, ନାଚିବା, ଗାଇବା, କହିବାକୁ ଆହ୍ବାନ କରାଯିବା ସହ ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ ସମ୍ବଲପୁରୀଆ କଳାକାରଙ୍କୁ ସମ୍ମାନ ପ୍ରଦାନ କରିବାକୁ ଆହ୍ବାନ କରାଯାଇଛି।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶିଷ୍ଟ କଳାକାର ତଥା ଦଳ ଯୋଗଦେଇ ଗୀତ, ନାଚ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଶହ ଶହ ଦର୍ଶକ ଭରପୁର ଉପଭୋଗ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ାର ଚଳଚ୍ଚିତ୍ର ପ୍ରଯୋଜକ ପ୍ରତାପ ବେହେରା, ବେଲପାହାଡ଼ ମିରର ଥିଏଟର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ, ଟିଆରଏଲ କ୍ରୋସାକି ଡାକ୍ତରଖାନାର ଡା. ସୁଶାନ୍ତ ଜଗଦଳା, ଯୁବ ନେତା ପୁରୁଷୋତ୍ତମ ମହାନ୍ତି ପ୍ରମୁଖ ସାମିଲ ରହିଥିଲେ। ଆୟୋଜନରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନର ଦୀନେଶ କରାଲି, ଆୟୁଷି ଜୟସ୍ବାଲ, ଦୀପକ ମାଝୀ, ସାବନ ଦାସ, ସୌଭାଗ୍ୟ ରଞ୍ଜନ ସାହୁ, ସୋନି ତନ୍ତୀ, ସୀତାରାମ ମେହେର, ହିମାଂଶୁ କରାଲୀ, ପ୍ରଭାସିନୀ ଚାନ୍ଦ, ନିଶା ଶର୍ମା ପ୍ରମୁଖ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପ୍ରତୀକ୍ଷା ରାଣୀ ତ୍ରିପାଠୀ, ଅମନ ମହାନ୍ତି, ପୁଷ୍ପାଞ୍ଜଳି ସାହୁ, ତ୍ରିବେଦ କୁମାର ମହାନନ୍ଦ, ହରିଶ ଭୋଇ, ସୋନାଲିକା ବେହେରା ମଞ୍ଚ ସଞ୍ଚାଳନ କରିଥିଲେ।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    22 hrs ago
  • *ଖବର ଆଜିର, ୨ ଅଗଷ୍ଟ ରବିବାର* ================= ବଡମ୍ବା: ଗର୍ତ୍ତ ଗୃହକୁ ଫେରିଲେ ମା ଭଟ୍ଟାରିକା। ୧୬୩ ଧାରା ବଳବତ୍ତର। କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍‌ସେଟ୍‌ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଲା। ଜଳସେଚନ ଓ ଭୂତଳ ପାଇପ୍ ଲାଇନ୍‌ ବ୍ୟବସ୍ଥା ଦ୍ବାରା ଜଳ ବିତରଣ ପାଇଁ ୬୭୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହେଲା। ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ। କୃଷି ଓ ଘରଭଙ୍ଗା କ୍ଷେତ୍ରରେ ତୁରନ୍ତ ପ୍ୟାକେଜ୍ ଦିଆଯିବ। ଓଡ଼ିଶାରେ ବନ୍ୟାଜନିତ କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଭଦ୍ରକରେ ସାଳନ୍ଦୀ ନଦୀର ସ୍ତର ୧୧ ଫୁଟ ତଳକୁ ଓ ବୈତରଣୀର ସ୍ତର ୧୭ ମିଟର ତଳକୁ ଖସି ଆସିଛି। ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ। ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ କେଉଁ ବିଭାଗରେ ଥିଲା, ତାକୁ ନେଇ ଦ୍ୱନ୍ଦ। ବ୍ରହ୍ମପୁର ମେଡ଼ିକାଲ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ, ତୁରନ୍ତ ଦାଖଲ କରାଯିବ ରିପୋର୍ଟ। ବଲାଙ୍ଗିରରର ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ। ମୟୁରଭଞ୍ଜ ଜିଲ୍ଲା କୁଆମରା ଗ୍ରାମର ୩ଜଣ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆରେ ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ବଜ୍ରାଘାତରେ ଗୋଟିଏ ପରିବାରର ପାଞ୍ଚଜଣ ଗୁରୁତର ହୋଇଛନ୍ତି l ସୁନ୍ଦରଗଡ ହେମଗିରିରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ସାରର କଳାବଜାରୀ, ଗୋଦାମ ସିଲ ହେଲା। ୩୦୦୦ ବସ୍ତା ସାରର ହିସାବ ନାହିଁ। ରାୟଗଡା ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍। ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର। କୋରାପୁଟ ଜୟପୁରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା। ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ। ଗଜପତି ଜିଲ୍ଲା କାଶୀନଗରରେ ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମନୋଜ ପାଢ଼ୀ ମୃତ, ଅନ୍ୟ ଜଣେ ଗୁରୁତର। ଭଦ୍ରକ ବାସୁଦେବପୁରରେ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ। ମୃତକଙ୍କ ନାମ ବିଷ୍ଣୁମୋହନ ପଣ୍ଡା। ରାଜଧାନୀ ଲକ୍ଷ୍ମୀ ସାଗରରେ ବିଲ୍‌ଡରଙ୍କ ଘରୁ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଲୁଟ୍‌। ବନ୍ଦେ ଭାରତ ଟ୍ରେନରେ ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। 🇳🇪 ପେଟ୍ରୋଲିୟମ ମନ୍ତ୍ରାଳୟର ବକ୍ତବ୍ୟ, ଇ ୨୦ ମିଶାଇଲେ ପେଟ୍ରୋଲର ଦାମ ୩୦ ଟଙ୍କା କମୁଛି। ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର। କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ। ରାଜନେତାଙ୍କୁ ହନିଟ୍ରାପ୍‌ କରିବାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ଝାଡ଼ଖଣ୍ଡ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ। ବିଶ୍ୱ ରେକର୍ଡ କଲା ଆନ୍ଧ୍ରର ଆଦିବାସୀ ଧିମ୍ସା ନୃତ୍ୟ। ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ। ଏସଆଇଆର୍: ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଡ୍ରାଫ୍ଟ ତାଲିକାରୁ ୧ କୋଟି ୧୨ ଲକ୍ଷ ନାମ କଟିଲା। ରୁଷ ସେନାରେ ଏବେ ବି ପ୍ରାୟ ୨୪ ଜଣ ଭାରତୀୟ ନାଗରିକ ଫସିକରି କାର୍ଯ୍ୟରତ ଅଛନ୍ତି। ପୁଣି ଥରିଲା ଜାପାନ: ୫.୮ ତୀବ୍ରତାଯୁକ୍ତ ଭୂମିକମ୍ପ, ସୁନାମି ଆଶଙ୍କା ନାହିଁ। 🚴🏾‍♂️⚽🏏 ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପରେ ୧୯ ବର୍ଷରୁ କମ୍ ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର କ୍ଷୀରୋଦ କୁମାର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ ପାଇଛି। ଭାର ଉତ୍ତୋଳନରେ ମୀରାବାଇଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ। ଗତବର୍ଷ ଏଇ ସମୟରେ ଏଇ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ଘୋଷଣା ହୋଇଥିଲା। ସମସ୍ତ ଜିଲ୍ଲାରେ ଆଇନ ଅଫିସର ନିଯୁକ୍ତ ହେବବୋଲି ନିଷ୍ପତ୍ତି ହୋଇଥିଲା। ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡିଶା ପ୍ରଥମ ହୋଇଥିଲା। ================ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆରମ୍ଭ ଆଜି ଜନ୍ମଦିନ: ଗଙ୍ଗାପ୍ରସାଦ ବିର୍ଲା, ବିଦ୍ୟାଚରଣ ଶୁକ୍ଳା, ତରୁଣକାନ୍ତି ମିଶ୍ର (କେନ୍ଦୁଝର), ଏପି ଭେଙ୍କଟଶ୍ବରନ (କୁଟନୀତିଜ୍ଞ, ବ୍ରହ୍ମପୁର) ଆଜି ତିରୋଧାନ: ଗ୍ରାହାମ ବେଲ, ଅରୁଣ ଦେ ଇତିହାସରେ ଆଜି: (୧୯୩୨) ପଜିଟ୍ରୋନ ଆବିଷ୍କାର ହେଲା/ (୧୮୫୮) ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତକୁ ବ୍ରିଟିଶ ସରକାର ନେଲେ/ (୧୮୭୦) ଲଣ୍ଡନରେ ବିଶ୍ୱର ପ୍ରଥମ ଭୂମିତଳ ରେଳସେବା ଆରମ୍ଭ/ (୧୯୩୨) ଭାରତରୁ ବର୍ମା ଅଲଗା ହେଲା/ (୧୯୯୦) କୁଏତ ଉପରେ ଇରାକ ଆକ୍ରମଣ ================= ବନ୍ଦେ ଉତ୍କଳ ଜନନୀ ================
    1
    *ଖବର ଆଜିର, ୨ ଅଗଷ୍ଟ ରବିବାର*
=================

ବଡମ୍ବା: ଗର୍ତ୍ତ ଗୃହକୁ ଫେରିଲେ ମା ଭଟ୍ଟାରିକା। ୧୬୩ ଧାରା ବଳବତ୍ତର। 

କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍‌ସେଟ୍‌ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଲା।

ଜଳସେଚନ ଓ ଭୂତଳ ପାଇପ୍ ଲାଇନ୍‌ ବ୍ୟବସ୍ଥା ଦ୍ବାରା ଜଳ ବିତରଣ ପାଇଁ ୬୭୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହେଲା।

ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ। କୃଷି ଓ ଘରଭଙ୍ଗା କ୍ଷେତ୍ରରେ ତୁରନ୍ତ ପ୍ୟାକେଜ୍ ଦିଆଯିବ।

ଓଡ଼ିଶାରେ ବନ୍ୟାଜନିତ କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। 

ଭଦ୍ରକରେ ସାଳନ୍ଦୀ ନଦୀର ସ୍ତର ୧୧ ଫୁଟ ତଳକୁ ଓ ବୈତରଣୀର ସ୍ତର ୧୭ ମିଟର ତଳକୁ ଖସି ଆସିଛି।

ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। 

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ।

ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ କେଉଁ ବିଭାଗରେ ଥିଲା, ତାକୁ ନେଇ ଦ୍ୱନ୍ଦ।

ବ୍ରହ୍ମପୁର ମେଡ଼ିକାଲ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ, ତୁରନ୍ତ ଦାଖଲ କରାଯିବ ରିପୋର୍ଟ।

ବଲାଙ୍ଗିରରର ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ।

ମୟୁରଭଞ୍ଜ ଜିଲ୍ଲା କୁଆମରା ଗ୍ରାମର ୩ଜଣ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରାଇକିଆରେ ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ବଜ୍ରାଘାତରେ ଗୋଟିଏ ପରିବାରର ପାଞ୍ଚଜଣ ଗୁରୁତର ହୋଇଛନ୍ତି l

ସୁନ୍ଦରଗଡ ହେମଗିରିରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ।

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ସାରର କଳାବଜାରୀ, ଗୋଦାମ ସିଲ ହେଲା। ୩୦୦୦ ବସ୍ତା ସାରର ହିସାବ ନାହିଁ।

ରାୟଗଡା ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍। ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର।

କୋରାପୁଟ ଜୟପୁରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା। ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ।

ଗଜପତି ଜିଲ୍ଲା କାଶୀନଗରରେ ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମନୋଜ ପାଢ଼ୀ ମୃତ, ଅନ୍ୟ ଜଣେ ଗୁରୁତର।

ଭଦ୍ରକ ବାସୁଦେବପୁରରେ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ। ମୃତକଙ୍କ ନାମ ବିଷ୍ଣୁମୋହନ ପଣ୍ଡା।

ରାଜଧାନୀ ଲକ୍ଷ୍ମୀ ସାଗରରେ ବିଲ୍‌ଡରଙ୍କ ଘରୁ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଲୁଟ୍‌।

ବନ୍ଦେ ଭାରତ ଟ୍ରେନରେ ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। 

🇳🇪
ପେଟ୍ରୋଲିୟମ ମନ୍ତ୍ରାଳୟର ବକ୍ତବ୍ୟ, ଇ ୨୦ ମିଶାଇଲେ ପେଟ୍ରୋଲର ଦାମ ୩୦ ଟଙ୍କା କମୁଛି।

ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର।

କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ।

ରାଜନେତାଙ୍କୁ ହନିଟ୍ରାପ୍‌ କରିବାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ଝାଡ଼ଖଣ୍ଡ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ।

ବିଶ୍ୱ ରେକର୍ଡ କଲା ଆନ୍ଧ୍ରର ଆଦିବାସୀ ଧିମ୍ସା ନୃତ୍ୟ। ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ।

ଏସଆଇଆର୍: ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଡ୍ରାଫ୍ଟ ତାଲିକାରୁ ୧ କୋଟି ୧୨ ଲକ୍ଷ ନାମ କଟିଲା।

ରୁଷ ସେନାରେ ଏବେ ବି ପ୍ରାୟ ୨୪ ଜଣ ଭାରତୀୟ ନାଗରିକ ଫସିକରି କାର୍ଯ୍ୟରତ ଅଛନ୍ତି।

ପୁଣି ଥରିଲା ଜାପାନ: ୫.୮ ତୀବ୍ରତାଯୁକ୍ତ ଭୂମିକମ୍ପ, ସୁନାମି ଆଶଙ୍କା ନାହିଁ।

🚴🏾‍♂️⚽🏏
ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପରେ ୧୯ ବର୍ଷରୁ କମ୍ ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର କ୍ଷୀରୋଦ କୁମାର।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ ପାଇଛି।

ଭାର ଉତ୍ତୋଳନରେ ମୀରାବାଇଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ।

ଗତବର୍ଷ ଏଇ ସମୟରେ

ଏଇ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ଘୋଷଣା ହୋଇଥିଲା।

ସମସ୍ତ ଜିଲ୍ଲାରେ ଆଇନ ଅଫିସର ନିଯୁକ୍ତ ହେବବୋଲି ନିଷ୍ପତ୍ତି ହୋଇଥିଲା।

ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡିଶା ପ୍ରଥମ ହୋଇଥିଲା।
================
ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆରମ୍ଭ

ଆଜି ଜନ୍ମଦିନ: ଗଙ୍ଗାପ୍ରସାଦ ବିର୍ଲା, ବିଦ୍ୟାଚରଣ ଶୁକ୍ଳା, ତରୁଣକାନ୍ତି ମିଶ୍ର (କେନ୍ଦୁଝର), ଏପି ଭେଙ୍କଟଶ୍ବରନ (କୁଟନୀତିଜ୍ଞ, ବ୍ରହ୍ମପୁର)

ଆଜି ତିରୋଧାନ: ଗ୍ରାହାମ ବେଲ, ଅରୁଣ ଦେ

ଇତିହାସରେ ଆଜି: (୧୯୩୨) ପଜିଟ୍ରୋନ ଆବିଷ୍କାର ହେଲା/ (୧୮୫୮) ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତକୁ ବ୍ରିଟିଶ ସରକାର ନେଲେ/ (୧୮୭୦) ଲଣ୍ଡନରେ ବିଶ୍ୱର ପ୍ରଥମ ଭୂମିତଳ ରେଳସେବା ଆରମ୍ଭ/ (୧୯୩୨) ଭାରତରୁ ବର୍ମା ଅଲଗା ହେଲା/ (୧୯୯୦) କୁଏତ ଉପରେ ଇରାକ ଆକ୍ରମଣ
=================
ବନ୍ଦେ ଉତ୍କଳ ଜନନୀ
================
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା। ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।
    1
    ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।
ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • *✰कच्चा मकान, नेत्रहीन माता-पिता और भूख का संघर्ष!✰* *एक गरीब परिवार की दर्दनाक हकीकत..* अवश्य देखिए पूरी वीडियो *AnnaPurna Muhim* YouTube Channel पर
    1
    *✰कच्चा मकान, नेत्रहीन माता-पिता और भूख का संघर्ष!✰*
*एक गरीब परिवार की दर्दनाक हकीकत..*
अवश्य देखिए पूरी वीडियो *AnnaPurna Muhim* YouTube Channel पर
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    11 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ
    1
    ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ତା ପରେ ଅଙ୍ଗନଦୀରେ ବନ୍ୟା ଜଳମଗ୍ନ ହୋଇ ସହ ସହ ଏକର ଚାଷଜମି ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି l ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବଳି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସକମା ଗ୍ରାମରେ କିପରି ଅଙ୍ଗନଦୀର ପାଣି ଆସି ବାଲି ପୋତି ହୋଇଯାଇଛି l
    1
    ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି 
ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ତା ପରେ ଅଙ୍ଗନଦୀରେ ବନ୍ୟା ଜଳମଗ୍ନ ହୋଇ ସହ ସହ ଏକର ଚାଷଜମି ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି l ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବଳି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସକମା ଗ୍ରାମରେ କିପରି ଅଙ୍ଗନଦୀର ପାଣି ଆସି ବାଲି ପୋତି ହୋଇଯାଇଛି l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    9 hrs ago
  • 🚨 ब्रेकिंग न्यूज़ | P24 NEWS EXPRESS सावन में वासुकिनाथ धाम में बदली व्यवस्था! सावन माह में श्रद्धालुओं की भारी भीड़ को देखते हुए वासुकिनाथ मंदिर में प्रशासन द्वारा विशेष व्यवस्था लागू की गई है। बड़ी संख्या में पहुंच रहे कांवड़ियों को सुचारु दर्शन और जलाभिषेक कराने के लिए भक्तों को तेज़ी से आगे बढ़ाया जा रहा है, ताकि अधिक से अधिक श्रद्धालु बाबा पर जल अर्पित कर सकें। 🙏 प्रशासन श्रद्धालुओं से अपील कर रहा है कि वे सुरक्षा व्यवस्था का पालन करें, धैर्य बनाए रखें और पुलिस व स्वयंसेवकों के निर्देशों का सहयोग करें। #P24NewsExpress #Sawan2026 #KanwarYatra #Vasukinath #BabaBaidyanath #Jharkhand #BreakingNews #HarHarMahadev #BolBam 🚨 ब्रेकिंग न्यूज़ | P24 NEWS EXPRESS सावन में वासुकिनाथ धाम में बदली व्यवस्था! सावन माह में श्रद्धालुओं की भारी भीड़ को देखते हुए वासुकिनाथ मंदिर में प्रशासन द्वारा विशेष व्यवस्था लागू की गई है। बड़ी संख्या में पहुंच रहे कांवड़ियों को सुचारु दर्शन और जलाभिषेक कराने के लिए भक्तों को तेज़ी से आगे बढ़ाया जा रहा है, ताकि अधिक से अधिक श्रद्धालु बाबा पर जल अर्पित कर सकें। 🙏 प्रशासन श्रद्धालुओं से अपील कर रहा है कि वे सुरक्षा व्यवस्था का पालन करें, धैर्य बनाए रखें और पुलिस व स्वयंसेवकों के निर्देशों का सहयोग करें। #P24NewsExpress #Sawan2026 #KanwarYatra #Vasukinath #BabaBaidyanath #Jharkhand #BreakingNews #HarHarMahadev #BolBam
    1
    🚨 ब्रेकिंग न्यूज़ | P24 NEWS EXPRESS

सावन में वासुकिनाथ धाम में बदली व्यवस्था!

सावन माह में श्रद्धालुओं की भारी भीड़ को देखते हुए वासुकिनाथ मंदिर में प्रशासन द्वारा विशेष व्यवस्था लागू की गई है। बड़ी संख्या में पहुंच रहे कांवड़ियों को सुचारु दर्शन और जलाभिषेक कराने के लिए भक्तों को तेज़ी से आगे बढ़ाया जा रहा है, ताकि अधिक से अधिक श्रद्धालु बाबा पर जल अर्पित कर सकें।

🙏 प्रशासन श्रद्धालुओं से अपील कर रहा है कि वे सुरक्षा व्यवस्था का पालन करें, धैर्य बनाए रखें और पुलिस व स्वयंसेवकों के निर्देशों का सहयोग करें।

#P24NewsExpress #Sawan2026 #KanwarYatra #Vasukinath #BabaBaidyanath #Jharkhand #BreakingNews #HarHarMahadev #BolBam

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    16 hrs ago
  • 🚨 ब्रेकिंग न्यूज़ | P24 NEWS EXPRESS सहारनपुर: इंस्टाग्राम पर हुई दोस्ती के बाद 6 महीने के मासूम की हत्या का आरोप, मां और कथित प्रेमी गिरफ्तार उत्तर प्रदेश के सहारनपुर जिले के गंगोह क्षेत्र के दौलतपुर गांव की एक महिला पर आरोप है कि इंस्टाग्राम पर हुई दोस्ती के बाद वह अपने कथित प्रेमी के साथ घर छोड़कर चली गई। पुलिस के अनुसार, महिला और उसके कथित प्रेमी पर 6 महीने के मासूम बच्चे की हत्या कर शव मेरठ के एक नाले में फेंकने का आरोप है। बाद में बच्चे का शव बरामद हुआ और मामले में कार्रवाई की गई। यह मामला सोशल मीडिया के जिम्मेदार उपयोग और पारिवारिक जिम्मेदारियों पर भी सवाल खड़े करता है। हालांकि, किसी एक प्लेटफॉर्म को इस अपराध का कारण मानना उचित नहीं है। जांच एजेंसियां पूरे मामले की जांच कर रही हैं और कानूनी प्रक्रिया जारी है। #BreakingNews #P24NewsExpress #Saharanpur #Meerut #CrimeNews #UttarPradesh #Instagram #SocialMedia #Justice #HindiNews 🚨 ब्रेकिंग न्यूज़ | P24 NEWS EXPRESS सहारनपुर: इंस्टाग्राम पर हुई दोस्ती के बाद 6 महीने के मासूम की हत्या का आरोप, मां और कथित प्रेमी गिरफ्तार उत्तर प्रदेश के सहारनपुर जिले के गंगोह क्षेत्र के दौलतपुर गांव की एक महिला पर आरोप है कि इंस्टाग्राम पर हुई दोस्ती के बाद वह अपने कथित प्रेमी के साथ घर छोड़कर चली गई। पुलिस के अनुसार, महिला और उसके कथित प्रेमी पर 6 महीने के मासूम बच्चे की हत्या कर शव मेरठ के एक नाले में फेंकने का आरोप है। बाद में बच्चे का शव बरामद हुआ और मामले में कार्रवाई की गई। यह मामला सोशल मीडिया के जिम्मेदार उपयोग और पारिवारिक जिम्मेदारियों पर भी सवाल खड़े करता है। हालांकि, किसी एक प्लेटफॉर्म को इस अपराध का कारण मानना उचित नहीं है। जांच एजेंसियां पूरे मामले की जांच कर रही हैं और कानूनी प्रक्रिया जारी है। #BreakingNews #P24NewsExpress #Saharanpur #Meerut #CrimeNews #UttarPradesh #Instagram #SocialMedia #Justice #HindiNews
    1
    🚨 ब्रेकिंग न्यूज़ | P24 NEWS EXPRESS

सहारनपुर: इंस्टाग्राम पर हुई दोस्ती के बाद 6 महीने के मासूम की हत्या का आरोप, मां और कथित प्रेमी गिरफ्तार

उत्तर प्रदेश के सहारनपुर जिले के गंगोह क्षेत्र के दौलतपुर गांव की एक महिला पर आरोप है कि इंस्टाग्राम पर हुई दोस्ती के बाद वह अपने कथित प्रेमी के साथ घर छोड़कर चली गई। पुलिस के अनुसार, महिला और उसके कथित प्रेमी पर 6 महीने के मासूम बच्चे की हत्या कर शव मेरठ के एक नाले में फेंकने का आरोप है। बाद में बच्चे का शव बरामद हुआ और मामले में कार्रवाई की गई।

यह मामला सोशल मीडिया के जिम्मेदार उपयोग और पारिवारिक जिम्मेदारियों पर भी सवाल खड़े करता है। हालांकि, किसी एक प्लेटफॉर्म को इस अपराध का कारण मानना उचित नहीं है। जांच एजेंसियां पूरे मामले की जांच कर रही हैं और कानूनी प्रक्रिया जारी है।

#BreakingNews #P24NewsExpress #Saharanpur #Meerut #CrimeNews #UttarPradesh #Instagram #SocialMedia #Justice #HindiNews

View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.