logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହୁମାଛି ବସା ପାଇଁ ବଢୁଛି ବିପଦ; ବିଭିନ୍ନ ସମୟରେ ଆକ୍ରମଣର ହେଉଛନ୍ତି ପଥିକ କରଞ୍ଜିଆ,୧୯/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ବୃକ୍ଷରେ ୫୦ ରୁ ଉର୍ଦ୍ଧ ମହୁମାଛି ବସା ରହିଛି ଯାହା ଆସନ୍ନ ବିପଦକୁ ଆମନ୍ତ୍ରଣ କରୁଥିବା ପରିଲକ୍ଷିତ ହେଉଛି । ଏହି ସ୍କୁଲରେ ସହର ତଥା ସହର ବାହାରୁ ମଧ୍ୟ ବିଦ୍ୟାର୍ଥୀ ମାନେ ପଢିବାକୁ ଆସନ୍ତି । ସ୍କୁଲ ନିକଟରେ ଛାତ୍ରିବାସ,ରାଜସ୍ବ ବଙ୍ଗଳା ମଧ୍ୟ ରହିଛି । ଏହାସହିତ ଏହି ରାସ୍ତାଟି ସହରର ବ୍ୟସ୍ତ ବହୁଳ ରାସ୍ତା ଭାବେ ମଧ୍ୟ ଗଣାଯାଇଥାଏ । ଆଜି ମଧ୍ୟାହ୍ନ ସମୟରେ କିଛି ପଥିକ ମାନଙ୍କୁ ମହୁମାଛି ଆକ୍ରମଣ କରିଥିବା ସୂଚନା ମିଳିଛି । କେହି ଗୁରୁତର ହୋଇନଥିଲେ ମଧ୍ୟ ୪ ରୁ ଉର୍ଦ୍ଧ ଲୋକ ଆକ୍ରମଣର ଶିକାର ହେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍କୁଲ ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ସ୍କୁଲ ପରିଚାଳନା ଦାୟିତ୍ୱରେ ଥିବା କତୃପକ୍ଷ ତୁରନ୍ତ ପଦକ୍ଷେପ ନେଲେ ଆସନ୍ନ ବିପଦ ଦୂର ହୋଇପାରନ୍ତା ବୋଲି ଅବିଭାବକ ଓ ସହର ବାସି ମତ ପ୍ରକାଶ କରିଛନ୍ତି ।

18 hrs ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
18 hrs ago
a5b70cff-4153-4f0d-b934-0aa943cae7ef

ମହୁମାଛି ବସା ପାଇଁ ବଢୁଛି ବିପଦ; ବିଭିନ୍ନ ସମୟରେ ଆକ୍ରମଣର ହେଉଛନ୍ତି ପଥିକ କରଞ୍ଜିଆ,୧୯/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ବୃକ୍ଷରେ ୫୦ ରୁ ଉର୍ଦ୍ଧ ମହୁମାଛି ବସା ରହିଛି ଯାହା ଆସନ୍ନ ବିପଦକୁ ଆମନ୍ତ୍ରଣ କରୁଥିବା ପରିଲକ୍ଷିତ ହେଉଛି । ଏହି ସ୍କୁଲରେ ସହର ତଥା ସହର ବାହାରୁ ମଧ୍ୟ ବିଦ୍ୟାର୍ଥୀ ମାନେ ପଢିବାକୁ ଆସନ୍ତି । ସ୍କୁଲ ନିକଟରେ ଛାତ୍ରିବାସ,ରାଜସ୍ବ ବଙ୍ଗଳା ମଧ୍ୟ ରହିଛି । ଏହାସହିତ ଏହି ରାସ୍ତାଟି ସହରର ବ୍ୟସ୍ତ ବହୁଳ ରାସ୍ତା ଭାବେ ମଧ୍ୟ ଗଣାଯାଇଥାଏ । ଆଜି ମଧ୍ୟାହ୍ନ ସମୟରେ କିଛି ପଥିକ ମାନଙ୍କୁ ମହୁମାଛି ଆକ୍ରମଣ କରିଥିବା ସୂଚନା ମିଳିଛି । କେହି ଗୁରୁତର ହୋଇନଥିଲେ ମଧ୍ୟ ୪ ରୁ ଉର୍ଦ୍ଧ ଲୋକ ଆକ୍ରମଣର ଶିକାର ହେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍କୁଲ ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ସ୍କୁଲ ପରିଚାଳନା ଦାୟିତ୍ୱରେ ଥିବା କତୃପକ୍ଷ ତୁରନ୍ତ ପଦକ୍ଷେପ ନେଲେ ଆସନ୍ନ ବିପଦ ଦୂର ହୋଇପାରନ୍ତା ବୋଲି ଅବିଭାବକ ଓ ସହର ବାସି ମତ ପ୍ରକାଶ କରିଛନ୍ତି ।

More news from ଓଡ଼ିଶା and nearby areas
  • Post by Jitendra raj
    2
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ହରେ କୃଷ୍ଣ.. ହରେ କୃଷ୍ଣ.. କୃଷ୍ଣ କୃଷ୍ଣ ହରେ ହରେ... ହରେ ରାମ.. ହରେ ରାମ.... ରାମ ରାମ ହରେ ହରେ.... 🙏
    1
    ହରେ କୃଷ୍ଣ.. ହରେ କୃଷ୍ଣ.. କୃଷ୍ଣ କୃଷ୍ଣ ହରେ ହରେ...
ହରେ ରାମ.. ହରେ ରାମ.... ରାମ ରାମ ହରେ ହରେ.... 🙏
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    17 hrs ago
  • Post by ମିଲନ କୁମାର ନାଏକ
    1
    Post by ମିଲନ କୁମାର ନାଏକ
    user_ମିଲନ କୁମାର ନାଏକ
    ମିଲନ କୁମାର ନାଏକ
    ପାଟଣା, କେନ୍ଦୁଝର, ଓଡ଼ିଶା•
    10 hrs ago
  • चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद
    1
    चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद
    user_Mamur Ali Khan
    Mamur Ali Khan
    Video Creator Champua, Kendujhar•
    22 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • monaranjan pai nayaranga matha gobindapur distiki
    1
    monaranjan pai
nayaranga matha 
gobindapur distiki
    user_Birendra Singh
    Birendra Singh
    Farmer ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି
    1
    ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.