🙏🌺 ଜୟ ଜଗନ୍ନାଥ 🌺🙏 🙏🌺 ଜୟ ମାଆ ସମଲେଇ 🌺🙏 🌾🌿 ନୂଆଖାଇର ହାର୍ଦ୍ଦିକ ଶୁଭେଚ୍ଛା 🌿🌾 🌺 ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର 🌺 🌿 ଭାଦ୍ରବ ଶୁକ୍ଳ ଚତୁର୍ଥୀ 🌿 ସ୍ୱାତୀ ନକ୍ଷତ୍ର, ତୁଳା ରାଶି 🌿 ନୂଆଖାଇ 🌿 ଋଷି ପଞ୍ଚମୀ 🌿 ଇଞ୍ଜିନିୟର ଦିବସ ━━━━━━━━━━━━━━ 🌺✨ ଆଜିର ସୁବାର୍ତ୍ତା ✨🌺 “ନୂଆଖାଇର ଅର୍ଥ କେବଳ ନୂଆ ଅନ୍ନ ଖାଇବା ନୁହେଁ; ଏହା ହେଉଛି ମାଟି, ଚାଷୀ ଓ ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବାର ଏକ ପବିତ୍ର ଅବସର।” ଆଜିର ଏହି ପବିତ୍ର ଦିନରେ ପୁରୁଣା ରାଗ-ଅଭିମାନ ଭୁଲି, ସମସ୍ତେ ଏକାଠି ହୋଇ ଭାଇଚାରା ଓ ଆତ୍ମୀୟତାର ସହ ନୂଆ ଅନ୍ନର ଆନନ୍ଦ ବାଣ୍ଟିନେବା। 🌾 ନୂଆ ଅନ୍ନ ସହିତ ଘରେ ଘରେ ଆସୁ ସୁଖ ଓ ସମୃଦ୍ଧି, ମନରେ ଜାଗୁ ନୂଆ ଆଶା ଓ ନୂଆ ସଂକଳ୍ପ। 🌾 🙏 ମାଆ ସମଲେଇ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ମଙ୍ଗଳରେ ଭରିଦିଅନ୍ତୁ। 🙏 ✍️ ସୁରେନ୍ଦ୍ର ତ୍ରିପାଠୀ 🌾🌺 ନୂଆଖାଇ ଜୁହାର! 🌺🌾 🙏 ଜୟ ଜଗନ୍ନାଥ 🙏 ━━━━━━━━━━━━━━ 🙏🌺 Jai Jagannath 🌺🙏 🙏🌺 Jai Maa Samaleswari 🌺🙏 🌾🌿 Heartiest Greetings on Nuakhai 🌿🌾 🌺 15 September 2026, Tuesday 🌺 🌿 Bhadrava Shukla Chaturthi 🌿 Swati Nakshatra, Tula Rashi (Libra) 🌿 Nuakhai 🌿 Rishi Panchami 🌿 Engineers’ Day ━━━━━━━━━━━━━━ 🌺✨ Thought for the Day ✨🌺 “The true meaning of Nuakhai is not merely to eat the new harvest; it is a sacred occasion to express gratitude to the soil, the farmers, and nature.” On this auspicious day, let us forget old grievances and come together with love, brotherhood, and affection to share the joy of the new harvest. 🌾 May the new harvest bring happiness and prosperity to every home, and may new hope and fresh resolve awaken in every heart. 🌾 🙏 May Maa Samaleswari and Lord Shri Jagannath bless everyone with happiness, peace, prosperity, and well-being. 🙏 ✍️ Surendra Tripathy 🌾🌺 Nuakhai Juhar! 🌺🌾 🙏 Jai Jagannath 🙏 ━━━━━━━━━━━━━━

- ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପଶ୍ଚିମ ଓଡିଶା ପରିବେଶ। ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପରିବେଶ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ପରମ୍ପରା। ଏହି ରୀତିନୀତିକୁ ସ୍ଥାନୀୟ ଭାଷାରେ 'ଡାକ ହାକ' ବା ନିମନ୍ତ୍ରଣ ପର୍ଯ୍ୟାୟର ଏକ ମୁଖ୍ୟ ଅଂଶ ଭାବେ ଗଣାଯାଏ1
- ମନ୍ଦିର ବିବାଦ ଦୁଇ ଗ୍ରାମର ଆସ୍ଥା, ବିଶ୍ୱାସ ଓ ଭାଇଚାରା ସମ୍ପର୍କକୁ ଭାଙ୍ଗିଦେଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସରବଣା ଓ ହାଟ ସିଙ୍ଗାପୁର ମଧ୍ୟରେ ଲାଗିଥିବା ମନ୍ଦିର ବିବାଦ କୁ ନେଇ ୧୪୪ଧାରା ଜାରି କରି ନୋଟିସ ମାରିଲା ପ୍ରଶାସନ l ଯେଉଁଠି ବର୍ଷ ବର୍ଷର ଭାଇଚାରା, ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗିଦେଇଛି ।1
- *📺ମହିଳା ବାଇକରଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରିଲା କାର। ରାସ୍ତା ଉପରେ ଘଷି ହୋଇ ବାଇକରୁ ଚକ୍ ଚକ୍ ଉଠିଲା ନିଆଁ। ଜାଣିଶୁଣି ଦୁର୍ଘଟଣା ଘଟାଇ ଖସିଗଲା କାର୍ ଡ୍ରାଇଭର୍*1
- ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia1
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha1
- ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ। ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।1
- 🦊🐺 Tension Free❤️❤️❤️❤️❤️🌺🌺🌺🌺🌺👌👌👌👌👌👍👍👍👍👍..1