logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କଳାପଥର ଚମ୍ପିୟନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଳପାଲି ରେ ହେଉଥିବା ୧୨ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ବଡ଼ମାଳ କୁ ହରାଇ କଳାପଥର ଚାମ୍ପିଅନ ହୋଇଛି। ଫାଇନାଲ ର ପ୍ରଥମ ଫର୍ମାଟ ରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୫୭ ରନ କରିଥିଲା। ଜବାବରେ ବଡ଼ମାଳ ଦଳ ୭ ଓଭର ରେ ସମସ୍ତ ଉଇକେଟ ହରାଇ ୬୩ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୧୧୮ ରନ କରିଥିଲା। ଜବାବରେ ବଡ଼ମାଳ ଦଳ ୮ ଓଭର ରେ ସମସ୍ତ ଉଇକେଟ ହରାଇ ୫୪ ରନ କରିଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ କଳାପଥର ଚାମ୍ପିଅନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଏବଂ ଶିକ୍ଷକ ରମେଶ ସାହୁ,ସତ୍ୟନାରାୟଣ ସାହୁ,ସ୍ବେଚ୍ଛାସେବୀ ବଳରାମ ପଧାନ, କାମ୍ପାଲ ପଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉଗ୍ରସେନ ପ୍ରଧାନ ଙ୍କୁ ମ୍ୟାନ ଅଫ ଫାଇନାଲ ଓ ସିରଜ ଭାବେ ପୁରସ୍କୃତ କରିବା ସହିତ ଚାମ୍ପିଅନ ଓ ଉପବିଜଜେତା ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ସୁବ୍ରତ ଧଳ ଓ ଆଲୋକ ପ୍ରଧାନ ଫାଇନାଲ ମ୍ୟାଚ କୁ ପରିଚାଳନା କରିଥିବା ବେଳେ ନେପାଳ ପ୍ରଧାନ ସ୍କୋରିଂ ଏବଂ ପ୍ରଦୀପ ସାହୁ ଓ ସୁଜିତ ପଲିଆ ଧାରା ବିବରଣୀ ପ୍ରଦାନ କରିଥିଲେ।

14 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
14 hrs ago
0a418bc8-71f5-4533-ab37-41fe44bb68b0

ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କଳାପଥର ଚମ୍ପିୟନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଳପାଲି ରେ ହେଉଥିବା ୧୨ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ବଡ଼ମାଳ କୁ ହରାଇ କଳାପଥର ଚାମ୍ପିଅନ ହୋଇଛି। ଫାଇନାଲ ର ପ୍ରଥମ ଫର୍ମାଟ ରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୫୭ ରନ କରିଥିଲା। ଜବାବରେ ବଡ଼ମାଳ ଦଳ ୭ ଓଭର ରେ ସମସ୍ତ

0062c095-1936-4017-b2fa-751fdf1a3bc3

ଉଇକେଟ ହରାଇ ୬୩ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୧୧୮ ରନ କରିଥିଲା। ଜବାବରେ ବଡ଼ମାଳ ଦଳ ୮ ଓଭର ରେ ସମସ୍ତ ଉଇକେଟ ହରାଇ ୫୪ ରନ କରିଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ କଳାପଥର ଚାମ୍ପିଅନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଏବଂ ଶିକ୍ଷକ ରମେଶ

a1e3f05b-6b54-4538-91dd-3fbcbdd5b2d3

ସାହୁ,ସତ୍ୟନାରାୟଣ ସାହୁ,ସ୍ବେଚ୍ଛାସେବୀ ବଳରାମ ପଧାନ, କାମ୍ପାଲ ପଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉଗ୍ରସେନ ପ୍ରଧାନ ଙ୍କୁ ମ୍ୟାନ ଅଫ ଫାଇନାଲ ଓ ସିରଜ ଭାବେ ପୁରସ୍କୃତ କରିବା ସହିତ ଚାମ୍ପିଅନ ଓ ଉପବିଜଜେତା ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ସୁବ୍ରତ ଧଳ ଓ ଆଲୋକ ପ୍ରଧାନ ଫାଇନାଲ ମ୍ୟାଚ କୁ ପରିଚାଳନା କରିଥିବା ବେଳେ ନେପାଳ ପ୍ରଧାନ ସ୍କୋରିଂ ଏବଂ ପ୍ରଦୀପ ସାହୁ ଓ ସୁଜିତ ପଲିଆ ଧାରା ବିବରଣୀ ପ୍ରଦାନ କରିଥିଲେ।

More news from Sonepur and nearby areas
  • ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    1
    ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    11 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    13 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    12 hrs ago
  • सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels
    1
    सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है।
#Viral #TrendingReels #InternetBuzz #FunnyVideo #MemeCulture #Reels
    user_द संक्षेप
    द संक्षेप
    Media company Balangir, Odisha•
    15 hrs ago
  • #
    1
    #
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    1
    #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    16 hrs ago
  • କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ ଝୁଲେନ ପୋଲ ପାଖ ସ୍ଥିତ ବାବା ବିଶେଶ୍ୱର ଶିବ ମନ୍ଦିର ରେ ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା, ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    1
    କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ  ଝୁଲେନ ପୋଲ ପାଖ ସ୍ଥିତ  ବାବା ବିଶେଶ୍ୱର ଶିବ ମନ୍ଦିର ରେ  ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା,  ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.