Shuru
Apke Nagar Ki App…
ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଚାୟତର ପ୍ରାକ୍ତନ ବିଜ୍ଞାନ ଓ ଗଣିତ ଶିକ୍ଷକ ଅବଦୁତ ପରିଡାଙ୍କୁ ତାଙ୍କର ୮୧ତମ ଜନ୍ମଦିନ ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ପତିତପାବନ ବିଦ୍ୟାଳୟରେ ଏହି ବର୍ଷିଆୟନ ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
Pramod kumar Rout

More news from ଓଡ଼ିଶା and nearby areas
- ଓଡ଼ିଶାରେ କେଜି (KG) ରୁ ପିଜି (PG) ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରଦାନ କରିଛନ୍ତି।1
- କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସଙ୍କୁ ନିଜର ଟାର୍ଗେଟ କରିଛନ୍ତି। ପୂର୍ବରୁ ପରୋକ୍ଷରେ ମତ ରଖୁଥିବା ସୋଫିଆ ଏଥର କୌଣସି ପ୍ରକାର ବୁଲେଇ ବଙ୍କେଇ କଥା ନ କହି ଭକ୍ତଚରଣ ଦାସଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି।1
- ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମ ପଞ୍ଚାୟତର ଫାଜଲପୁର ଓ ବାରଦା ମୌଜାରେ ଚାଲିଥିବା କେନାଲ ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଚାଷୀ ଏବଂ ଜମି ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହାବ୍ୟତୀତ ଠିକାଦାରଙ୍କ ମନମାନି ଯୋଗୁଁ ଚାଷ ଜମି ଉପରେ ମାଟି ପକାଯାଇଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି।1
- ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ 'ସୁଭଦ୍ରା ଯୋଜନା' ପହଞ୍ଚାଇବା ହିଁ ବର୍ତ୍ତମାନର ସରକାରଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଉପକୃତ ହେଉଥିବା ହିତାଧିକାରୀମାନେ ଆସନ୍ତା ଅଗଷ୍ଟ ମାସରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି।1
- କଣ୍ଟାମାଳ ଅଞ୍ଚଳର ଚାଷୀମାନେ ଏବେ ମାଙ୍କଡ଼ଙ୍କ ଉପଦ୍ରବକୁ ନେଇ ଅତିଷ୍ଠ ହୋଇପଡ଼ିଛନ୍ତି। ମାଙ୍କଡ଼ଙ୍କ ଦ୍ୱାରା ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଗଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।1
- ଓ ଟିଭିରେ ପ୍ରସାରିତ ୧୧.୦୭.୨୦୨୬ ତାରିଖ ସକାଳ ୭ଟା ସମୟର ମୁଖ୍ୟ ସଂକ୍ଷେପ ଖବର ଏଥିରେ ପ୍ରଦାନ କରାଯାଇଛି।1
- ଓଡ଼ିଶାରେ କେଜି (KG) ରୁ ପିଜି (PG) ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରଦାନ କରିଛନ୍ତି।1
- ନୂତନ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ କଟକରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି। ଦଳ ପକ୍ଷରୁ ଏହି ପ୍ରତିବାଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଝାଲମୁଢି, ସୁଖା ଝୁରି ଓ ନିମୁକୁ ବିକ୍ରି କରି ବିରୋଧ ପ୍ରଦର୍ଶନ କରାଯାଇଛି।1
- କଟକର ଟାଙ୍ଗୀ ଟୋଲଗେଟ ନିକଟରେ ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରଲର ମଧ୍ୟରେ ଦୁର୍ଘଟଣା ଘଟିଛି। ବସ୍ଟି ଟ୍ରଲରକୁ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଇଛି।1