Shuru
Apke Nagar Ki App…
ସବଡେଗା ସ୍ବାସ୍ଥ୍ୟକେନ୍ଦ୍ର ଅବହେଳିତ,ଲୋକେ ସୁବିଧା ପାଇ ପାରୁ ନ ଥିବା ବେଳେ ଟଙ୍କାର ଦୁର୍ନୀତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଉପଯୁକ୍ତ ଚିକିତ୍ସାର ସୁବିଧା ନ ଥିବା କାରଣରୁ ଅନେକ ଅସୁବିଧା ଦେଖିବାକୁ ମିଳିଛି । ଏକ୍ସ-ରେ ମେସିନ ସହିତ ଡାଇଗ୍ନୋଷିଶ ସୁବିଧା ନ ଥିବାବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ତିଆରିରେ ଟଙ୍କାର ଦୁର୍ନୀତି ହେବା ଅନେକାଂଶରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । କାମ ହେଲା ପରେ ମଧ୍ୟ ଫଳକ ନ ହେବା ଜିଲ୍ଲା ପ୍ରଶାସନ ସହିତ ଅଞ୍ଚଳ ପ୍ରଶାସନର ସଂଶିଷ୍ଟ ଥିବା ଚର୍ଚ୍ଚା ହେଉଛି ।
Raju kumar patel

More news from ଓଡ଼ିଶା and nearby areas
- Post by Anil Sharma1
- मोबाइल चलाते समय आप ये गलती न करे1
- Post by Jitendra Muduli1
- ଜମନକିରା ବାବା ଦେବେଶ୍ଵର ଓ ମୁକ୍ତେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼1
- ବାରକୋଟ ଶୈବ ପୀଠ ଠାରେ ଜାଗର ଯାତ୍ରା, ବାରକୋଟ ୧୨୩ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ।, ଲିଙ୍ଗରାଜ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ।4
- ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।1
- ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ପଞ୍ଚାୟତର ଲତଡେଗା ଗ୍ରାମରେ ଜିଆ ଖତ ନିର୍ମାଣ କୁ ନେଇ ଦୁର୍ନୀତି । ଗୋଟିଏ ଫଳକ ରେ ଦୁଇଟି କାର୍ଯ୍ୟ ଚିତ୍ରିତ କରିବା ସହିତ ଗୋଟିଏ କାମ କରି ୨,୫୦୦୦୦ ଟଙ୍କା ହରଞ୍ଚାଲ କରିନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।1
- #ରାସେଶ୍ବରୀ_ପାଣିଗ୍ରାହୀଙ୍କ_ପରଲୋକ ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ। ରାତି ୮ଟା ୫୦ ମିନିଟ୍ ରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ପରଲୋକ ନେଇ ପରିବାର ଓ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୭୯ ବର୍ଷ ବୟସରେ ସମ୍ବଲପୁର ବାସଭବନରେ ପରଲୋକ। #RaseshwariPanigrahi #FormerMLA_Odisha #SambalpurNews #OdishaLeadership #PoliticalLoss #OdishaCommunity #VeteranPolitician #OdishaTributes #RaseshwariPanigrahi_Obituary #1
- ଜମନକିରା ବାବା ଦେବେଶ୍ଵର ଓ ମୁକ୍ତେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼1