logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ଜିଆ ଖତ ନିର୍ମାଣକୁ ନେଇ ମହା ଦୁର୍ନୀତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ପଞ୍ଚାୟତର ଲତଡେଗା ଗ୍ରାମରେ ଜିଆ ଖତ ନିର୍ମାଣ କୁ ନେଇ ଦୁର୍ନୀତି । ଗୋଟିଏ ଫଳକ ରେ ଦୁଇଟି କାର୍ଯ୍ୟ ଚିତ୍ରିତ କରିବା ସହିତ ଗୋଟିଏ କାମ କରି ୨,୫୦୦୦୦ ଟଙ୍କା ହରଞ୍ଚାଲ କରିନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

21 hrs ago
user_Raju kumar patel
Raju kumar patel
News repoter ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
21 hrs ago

ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ଜିଆ ଖତ ନିର୍ମାଣକୁ ନେଇ ମହା ଦୁର୍ନୀତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ପଞ୍ଚାୟତର ଲତଡେଗା ଗ୍ରାମରେ ଜିଆ ଖତ ନିର୍ମାଣ କୁ ନେଇ ଦୁର୍ନୀତି । ଗୋଟିଏ ଫଳକ ରେ ଦୁଇଟି କାର୍ଯ୍ୟ ଚିତ୍ରିତ କରିବା ସହିତ ଗୋଟିଏ କାମ କରି ୨,୫୦୦୦୦ ଟଙ୍କା ହରଞ୍ଚାଲ କରିନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

  • user_MN.NEWS ODIA
    MN.NEWS ODIA
    ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା
    return subscribe
    10 hrs ago
More news from ଓଡ଼ିଶା and nearby areas
  • ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ସର୍ଗି ପାଲି ଶନି ମନ୍ଦିର ୨୦୨୧ ମସିହାରେ ସ୍ଥାପିତ କରି ଶୁଭାରମ୍ଭ କରାଯାଇଥିଲା । ତା ସହିତ ୨୦୨୩ ମସିହାରେ ନୀଳ କଣ୍ଠସ୍ୱର ମହାଦେବ ଶିବ ମନ୍ଦିର ସ୍ଥାପିତ ହେଲାପରେ ୨୦୨୫ ମସିହାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ଥାପନ କରାଯାଇଥିଲା । କ୍ରମାଗତ ଭାବେ ଭକ୍ତଙ୍କ ଭକ୍ତିରେ ମହା ରୁଦ୍ରଭିଶେକ୍ କାର୍ଯ୍ୟକ୍ରମ ବାବା ଙ୍କ ଆଶର୍ବାଦରେ ହେଉଛି ।
    1
    ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ସର୍ଗି ପାଲି ଶନି ମନ୍ଦିର ୨୦୨୧ ମସିହାରେ  ସ୍ଥାପିତ କରି ଶୁଭାରମ୍ଭ କରାଯାଇଥିଲା । ତା ସହିତ ୨୦୨୩ ମସିହାରେ ନୀଳ କଣ୍ଠସ୍ୱର ମହାଦେବ ଶିବ ମନ୍ଦିର ସ୍ଥାପିତ ହେଲାପରେ ୨୦୨୫ ମସିହାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ଥାପନ କରାଯାଇଥିଲା । କ୍ରମାଗତ ଭାବେ ଭକ୍ତଙ୍କ ଭକ୍ତିରେ ମହା ରୁଦ୍ରଭିଶେକ୍ କାର୍ଯ୍ୟକ୍ରମ ବାବା ଙ୍କ ଆଶର୍ବାଦରେ ହେଉଛି ।
    user_Raju kumar patel
    Raju kumar patel
    News repoter ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    4 hrs ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Talasara, Sundargarh•
    11 hrs ago
  • Post by Encore Sundergadiya
    1
    Post by Encore Sundergadiya
    user_Encore Sundergadiya
    Encore Sundergadiya
    Sundargarh, Odisha•
    11 hrs ago
  • କୁଚିଣ୍ଡା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶିବରାତ୍ରୀ ପାଳିତ
    1
    କୁଚିଣ୍ଡା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶିବରାତ୍ରୀ ପାଳିତ
    user_Tanaya Mahapatra
    Tanaya Mahapatra
    କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    11 hrs ago
  • महिला के नाक से निकला जोंक 5 दिनों से परेशान थी महिला
    1
    महिला के नाक से निकला जोंक 5 दिनों से परेशान थी महिला
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    11 hrs ago
  • ଜମନକିରା ବାବା ଦେବେଶ୍ଵର ଓ ମୁକ୍ତେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
    1
    ଜମନକିରା ବାବା ଦେବେଶ୍ଵର ଓ  ମୁକ୍ତେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    11 hrs ago
  • ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଉପଯୁକ୍ତ ଚିକିତ୍ସାର ସୁବିଧା ନ ଥିବା କାରଣରୁ ଅନେକ ଅସୁବିଧା ଦେଖିବାକୁ ମିଳିଛି । ଏକ୍ସ-ରେ ମେସିନ ସହିତ ଡାଇଗ୍ନୋଷିଶ ସୁବିଧା ନ ଥିବାବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ତିଆରିରେ ଟଙ୍କାର ଦୁର୍ନୀତି ହେବା ଅନେକାଂଶରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । କାମ ହେଲା ପରେ ମଧ୍ୟ ଫଳକ ନ ହେବା ଜିଲ୍ଲା ପ୍ରଶାସନ ସହିତ ଅଞ୍ଚଳ ପ୍ରଶାସନର ସଂଶିଷ୍ଟ ଥିବା ଚର୍ଚ୍ଚା ହେଉଛି ।
    1
    ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଉପଯୁକ୍ତ ଚିକିତ୍ସାର ସୁବିଧା ନ ଥିବା କାରଣରୁ ଅନେକ ଅସୁବିଧା ଦେଖିବାକୁ ମିଳିଛି ।
ଏକ୍ସ-ରେ ମେସିନ ସହିତ ଡାଇଗ୍ନୋଷିଶ ସୁବିଧା  ନ ଥିବାବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ତିଆରିରେ ଟଙ୍କାର ଦୁର୍ନୀତି ହେବା ଅନେକାଂଶରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । କାମ ହେଲା ପରେ ମଧ୍ୟ ଫଳକ ନ ହେବା ଜିଲ୍ଲା ପ୍ରଶାସନ ସହିତ ଅଞ୍ଚଳ ପ୍ରଶାସନର ସଂଶିଷ୍ଟ ଥିବା ଚର୍ଚ୍ଚା ହେଉଛି ।
    user_Raju kumar patel
    Raju kumar patel
    News repoter ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.