Shuru
Apke Nagar Ki App…
sukhamandir
Encore Sundergadiya
sukhamandir
More news from Odisha and nearby areas
- Post by Encore Sundergadiya1
- ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ସର୍ଗି ପାଲି ଶନି ମନ୍ଦିର ୨୦୨୧ ମସିହାରେ ସ୍ଥାପିତ କରି ଶୁଭାରମ୍ଭ କରାଯାଇଥିଲା । ତା ସହିତ ୨୦୨୩ ମସିହାରେ ନୀଳ କଣ୍ଠସ୍ୱର ମହାଦେବ ଶିବ ମନ୍ଦିର ସ୍ଥାପିତ ହେଲାପରେ ୨୦୨୫ ମସିହାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ଥାପନ କରାଯାଇଥିଲା । କ୍ରମାଗତ ଭାବେ ଭକ୍ତଙ୍କ ଭକ୍ତିରେ ମହା ରୁଦ୍ରଭିଶେକ୍ କାର୍ଯ୍ୟକ୍ରମ ବାବା ଙ୍କ ଆଶର୍ବାଦରେ ହେଉଛି ।1
- Post by Sandeep Barla1
- କୁଚିଣ୍ଡା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶିବରାତ୍ରୀ ପାଳିତ1
- Post by Anil Sharma1
- महिला के नाक से निकला जोंक 5 दिनों से परेशान थी महिला1
- Post by Jitendra Muduli1
- ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଉପଯୁକ୍ତ ଚିକିତ୍ସାର ସୁବିଧା ନ ଥିବା କାରଣରୁ ଅନେକ ଅସୁବିଧା ଦେଖିବାକୁ ମିଳିଛି । ଏକ୍ସ-ରେ ମେସିନ ସହିତ ଡାଇଗ୍ନୋଷିଶ ସୁବିଧା ନ ଥିବାବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ତିଆରିରେ ଟଙ୍କାର ଦୁର୍ନୀତି ହେବା ଅନେକାଂଶରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । କାମ ହେଲା ପରେ ମଧ୍ୟ ଫଳକ ନ ହେବା ଜିଲ୍ଲା ପ୍ରଶାସନ ସହିତ ଅଞ୍ଚଳ ପ୍ରଶାସନର ସଂଶିଷ୍ଟ ଥିବା ଚର୍ଚ୍ଚା ହେଉଛି ।1