logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହୁଲପଦା ପଞ୍ଚାୟତ ଡେରୁଳା ଗ୍ରାମରେ ଥିବା ହାଇମାକ୍ସ ଲାଇଟ ମରାମତି ପାଇଁ ଅନୁରୋଧ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ମହୁଲପଦା ପଞ୍ଚାୟତର ଡେରୁଳା ଗ୍ରାମରେ ଥିବା ହାଇମାକ୍ସ ଲାଇଟ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି l ଯଦ୍ୱାରା ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି l ଡେରୁଳା ଗ୍ରାମଟି ଜଙ୍ଗଲରେ ପରିପୂର୍ଣ୍ଣ ଥିବା ସତ୍ୱେ ହାଇମାକ୍ସ ଲାଇଟର ମରାମତି ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ବିଦ୍ୟୁତ ବିଭାଗ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l ତେଣୁ ତୁରନ୍ତ ହାଇମାକ୍ସ ଲାଇଟ ମରାମତି ପାଇଁ ପ୍ରଶାସନ ଦୃଷ୍ଟି ଦେବାପାଇଁ ଅନୁରୋଧ କରିଛନ୍ତି l

6 hrs ago
user_ପ୍ରଦୀପ କୁମାର ସାହୁ
ପ୍ରଦୀପ କୁମାର ସାହୁ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
6 hrs ago
184c115f-cbd4-4cf4-bd72-a819e401c9a9

ମହୁଲପଦା ପଞ୍ଚାୟତ ଡେରୁଳା ଗ୍ରାମରେ ଥିବା ହାଇମାକ୍ସ ଲାଇଟ ମରାମତି ପାଇଁ ଅନୁରୋଧ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ମହୁଲପଦା ପଞ୍ଚାୟତର ଡେରୁଳା ଗ୍ରାମରେ ଥିବା ହାଇମାକ୍ସ ଲାଇଟ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି l ଯଦ୍ୱାରା ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି l ଡେରୁଳା ଗ୍ରାମଟି ଜଙ୍ଗଲରେ ପରିପୂର୍ଣ୍ଣ ଥିବା ସତ୍ୱେ ହାଇମାକ୍ସ ଲାଇଟର ମରାମତି ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ବିଦ୍ୟୁତ ବିଭାଗ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l ତେଣୁ ତୁରନ୍ତ ହାଇମାକ୍ସ ଲାଇଟ ମରାମତି ପାଇଁ ପ୍ରଶାସନ ଦୃଷ୍ଟି ଦେବାପାଇଁ ଅନୁରୋଧ କରିଛନ୍ତି l

More news from Jharsuguda and nearby areas
  • Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar ଜୁହାର! 🙏 ଶ୍ରୀ ଓଡ଼ିଶା ଅଳଙ୍କାର ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ। ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା। ନୂଆଖାଇ ଜୁହାର! ✨
    1
    Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar
ଜୁହାର! 🙏
ଶ୍ରୀ ଓଡ଼ିଶା ଅଳଙ୍କାର
ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ।
ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା।
ନୂଆଖାଇ ଜୁହାର! ✨
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    1 hr ago
  • ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l
    1
    ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    4 hrs ago
  • 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏
    1
    🎙️ न्यूज़ एंकर इंट्रो

“बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏


🎙️ न्यूज़ एंकर इंट्रो
“बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    1
    ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 
ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    9 hrs ago
  • 🙏🙏THE JANASEVA NEWS & SOCIAL NETWORK,,,,,,,,,,,,,,,,,, ✍️✍️✍️✍️✍️✍️✍️✍️✍️✍️✍️✍️,,,,,,,,,,,,,✍️
    1
    🙏🙏THE JANASEVA NEWS & SOCIAL NETWORK,,,,,,,,,,,,,,,,,,
✍️✍️✍️✍️✍️✍️✍️✍️✍️✍️✍️✍️,,,,,,,,,,,,,✍️
    user_SANDHYA BAG
    SANDHYA BAG
    ହୀରାକୁଦ, ସମ୍ବଲପୁର, ଓଡ଼ିଶା•
    21 hrs ago
  • ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।
    1
    ବୌଦ୍ଧ ସହର ଗାନ୍ଧିଛକ  ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି 
ଚୋରୀ କଲେ ଦୁର୍ବୃତ୍ତ ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ରାସୋଳ ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.
    1
    ରାସୋଳ  ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ.
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି NuakhaiJuhar NuakhaiTihar2026 SamaleswariTemple Samada Belpahad
    1
    ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।।
ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି 
NuakhaiJuhar NuakhaiTihar2026 SamaleswariTemple Samada Belpahad
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.