Shuru
Apke Nagar Ki App…
ଦାମନଯୋଡି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଦାମନଯୋଡ଼ି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଧୂମଧାମରେ ପାଳିତ ହୋଇଛି।ଏହି ପୂଜାର ସୋମବାର ଥିଲା ଭଷାଣୀ ଉତ୍ସବ। ବିଭିନ୍ନ ପୂଜାମଣ୍ଡପରେ ପୂଜିତ ଶ୍ରୀବିଶ୍ଵକର୍ମା ମୃଣ୍ମୟ ମୂର୍ତ୍ତିଙ୍କୁ ଭବ୍ୟ ଶୋଭାଯାତ୍ରାରେ ଏକ ସଙ୍ଗେ ମେଲାଣି ଦିଆଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ଶୋଭାଯାତ୍ରାରେ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା। ଦାମନଯୋଡ଼ି ଥାନା ପୋଲିସ ଓ ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।
Manas Ranjan Kar
ଦାମନଯୋଡି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଦାମନଯୋଡ଼ି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଧୂମଧାମରେ ପାଳିତ ହୋଇଛି।ଏହି ପୂଜାର ସୋମବାର ଥିଲା ଭଷାଣୀ ଉତ୍ସବ। ବିଭିନ୍ନ ପୂଜାମଣ୍ଡପରେ ପୂଜିତ ଶ୍ରୀବିଶ୍ଵକର୍ମା ମୃଣ୍ମୟ ମୂର୍ତ୍ତିଙ୍କୁ ଭବ୍ୟ ଶୋଭାଯାତ୍ରାରେ ଏକ ସଙ୍ଗେ ମେଲାଣି ଦିଆଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ଶୋଭାଯାତ୍ରାରେ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା। ଦାମନଯୋଡ଼ି ଥାନା ପୋଲିସ ଓ ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।
More news from ଓଡ଼ିଶା and nearby areas
- ମଦ ବନ୍ଦ ପାଇଁ କୋଟପାଡ଼ ଥାନା ଘେରିଲେ 3000 ହଜାରରୁ ଉର୍ଦ୍ଧ ମହିଳା l #Kotpad #boriguma #batasana #girla #womanprotest #iquide #nonfollowers #odisha #OdishaNews #sanparia #koraput #fbviralvideo #viralvideo1
- ଧମାଲ କରୁଛିମାଳିପୁଟ ମେଲୋଡି ସାର ଦେଶରେ ବର୍ତମାନ କୋରାପୁଟ ର ଏହି ଚଳ ଚିତ୍ର କୁ ନେଇ କଳ୍ପନା କୋରାପୁଟ ର ସଂସ୍କୃତି ପରମ୍ପରା ବିଶ୍ୱାସ କୁ ଆଧାର କରି ନିର୍ମିତ ମାଳିପୁଟ ମେଲୋଡି ବର୍ତମାନ ଚର୍ଚ୍ଚାରେ1
- ବତିଆରୁ କେମିତି ସମସ୍ତେ ବଳରେ ଥିବା ସେଥିପାଇଁ ପରମେଶରଙ୍କୁ ପ୍ରତାନା କରିବା ବୁରୁଡ଼ି ଗ୍ରାମ କଦମା ଗୁଡ଼ାରୀ ରାୟଗଡ଼ା1
- ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର1
- ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ରେ କଲଭଟ ଉପରେ ପାଣି ରାସ୍ତା ଯାହାଉଛି ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣ ଘାଟି ରେ ପାହାଡ଼ ରୁ ପାଣି ଆସି କଲଭାଟ ଉପରେ ଦେଇ ରାସ୍ତା ରେ ଯାଉଛି ଯାହା ଦ୍ୱାରା ଯାନବାହାନ ଯାତାୟତ ରେ ବାଧା ସୃଷ୍ଟି ହେଇଛି1
- 🇹🇯🇹🇯♥️♥️♥️♥️♥️♥️♥️1
- ମାଲୁସାଉଁନ୍ତାରେ ବୁଧବାର ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୋରାପୁଟ ବ୍ଲକ୍ର ଦିବ୍ୟାଙ୍ଗଜନଙ୍କ ପାଇଁ ଆସନ୍ତା ୨୩ ସେପ୍ଟେମ୍ବର, ବୁଧବାର ଦିନ ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ। ମାଥାଲପୁଟ ସ୍ଥିତ ମାଲୁସାଉଁନ୍ତା ହାଇସ୍କୁଲ ପରିସରରେ ହେବାକୁ ଥିବା ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କୁ UDID କାର୍ଡ ଓ ଭିନ୍ନକ୍ଷମତା ପ୍ରମାଣପତ୍ର ଏବଂ ସହାୟକ ଉପକରଣ ପାଇଁ ମୂଲ୍ୟାଙ୍କନ କରାଯିବ। ତେଣୁ ଅଞ୍ଚଳର ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଜନଙ୍କୁ ବହୁ ସଂଖ୍ୟାରେ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।1
- ପ୍ରବଳ ବର୍ଷା ପାଇଁ ମୋହନା ବ୍ଲକ ରେ ପ୍ରସ୍ତୁତି ଜାରି ରହିଛି ବିଡିଓ କଣ କହିଲେ ଶୁଣନ୍ତୁ ଗଜପତି ଜିଲ୍ଲା ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ଜାରି ରହିଛି ଯାହାକୁ ନେଇ ବ୍ଲକ ମେଡିକାଲ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି ଜାରି ରଖିଛନ୍ତି1
- କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l1