Shuru
Apke Nagar Ki App…
ମଦ ବନ୍ଦ ପାଇଁ କୋଟପାଡ଼ ଥାନା ଘେରିଲେ 3000 ହଜାରରୁ ଉର୍ଦ୍ଧ ମହିଳା l #Kotpad #boriguma #batasana #girla #womanprotest #iquide #nonfollowers #odisha #OdishaNews #sanparia #koraput #fbviralvideo #viralvideo
Kopad Breaking News
ମଦ ବନ୍ଦ ପାଇଁ କୋଟପାଡ଼ ଥାନା ଘେରିଲେ 3000 ହଜାରରୁ ଉର୍ଦ୍ଧ ମହିଳା l #Kotpad #boriguma #batasana #girla #womanprotest #iquide #nonfollowers #odisha #OdishaNews #sanparia #koraput #fbviralvideo #viralvideo
More news from ଓଡ଼ିଶା and nearby areas
- ଦାମନଯୋଡି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଦାମନଯୋଡ଼ି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଧୂମଧାମରେ ପାଳିତ ହୋଇଛି।ଏହି ପୂଜାର ସୋମବାର ଥିଲା ଭଷାଣୀ ଉତ୍ସବ। ବିଭିନ୍ନ ପୂଜାମଣ୍ଡପରେ ପୂଜିତ ଶ୍ରୀବିଶ୍ଵକର୍ମା ମୃଣ୍ମୟ ମୂର୍ତ୍ତିଙ୍କୁ ଭବ୍ୟ ଶୋଭାଯାତ୍ରାରେ ଏକ ସଙ୍ଗେ ମେଲାଣି ଦିଆଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ଶୋଭାଯାତ୍ରାରେ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା। ଦାମନଯୋଡ଼ି ଥାନା ପୋଲିସ ଓ ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।1
- ବତିଆରୁ କେମିତି ସମସ୍ତେ ବଳରେ ଥିବା ସେଥିପାଇଁ ପରମେଶରଙ୍କୁ ପ୍ରତାନା କରିବା ବୁରୁଡ଼ି ଗ୍ରାମ କଦମା ଗୁଡ଼ାରୀ ରାୟଗଡ଼ା1
- 🇹🇯🇹🇯♥️♥️♥️♥️♥️♥️♥️1
- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।1
- ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ରେ କଲଭଟ ଉପରେ ପାଣି ରାସ୍ତା ଯାହାଉଛି ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣ ଘାଟି ରେ ପାହାଡ଼ ରୁ ପାଣି ଆସି କଲଭାଟ ଉପରେ ଦେଇ ରାସ୍ତା ରେ ଯାଉଛି ଯାହା ଦ୍ୱାରା ଯାନବାହାନ ଯାତାୟତ ରେ ବାଧା ସୃଷ୍ଟି ହେଇଛି1
- *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....* *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*1
- ମାଲୁସାଉଁନ୍ତାରେ ବୁଧବାର ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୋରାପୁଟ ବ୍ଲକ୍ର ଦିବ୍ୟାଙ୍ଗଜନଙ୍କ ପାଇଁ ଆସନ୍ତା ୨୩ ସେପ୍ଟେମ୍ବର, ବୁଧବାର ଦିନ ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ। ମାଥାଲପୁଟ ସ୍ଥିତ ମାଲୁସାଉଁନ୍ତା ହାଇସ୍କୁଲ ପରିସରରେ ହେବାକୁ ଥିବା ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କୁ UDID କାର୍ଡ ଓ ଭିନ୍ନକ୍ଷମତା ପ୍ରମାଣପତ୍ର ଏବଂ ସହାୟକ ଉପକରଣ ପାଇଁ ମୂଲ୍ୟାଙ୍କନ କରାଯିବ। ତେଣୁ ଅଞ୍ଚଳର ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଜନଙ୍କୁ ବହୁ ସଂଖ୍ୟାରେ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।1
- ପ୍ରବଳ ବର୍ଷା ପାଇଁ ମୋହନା ବ୍ଲକ ରେ ପ୍ରସ୍ତୁତି ଜାରି ରହିଛି ବିଡିଓ କଣ କହିଲେ ଶୁଣନ୍ତୁ ଗଜପତି ଜିଲ୍ଲା ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ଜାରି ରହିଛି ଯାହାକୁ ନେଇ ବ୍ଲକ ମେଡିକାଲ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି ଜାରି ରଖିଛନ୍ତି1
- *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ*1