logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....* *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*

1 hr ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
1 hr ago

*👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....* *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*

More news from ଓଡ଼ିଶା and nearby areas
  • boudh maha nadhire kumbhira dete 22/09/2026 tue boudh odisha
    1
    boudh maha nadhire kumbhira  dete 22/09/2026  tue boudh odisha
    user_Mtutunjaya sethi
    Mtutunjaya sethi
    Grain Distributor କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ଓ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଉଦ୍‌ଘାଟନ କରିଥିଲେ । କଣ୍ଟାମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସୌରଭ ସାହୁ, ପ୍ରଦୀପ ମାଝି,ପ୍ରଦୀପ ଭୋଇ ଶିକ୍ଷକ ସରୋଜ ସାହୁ, ଶ୍ରୀକାନ୍ତ ବୁଦ୍ଧିଆ ବିଭିନ୍ନ କ୍ରୀଡ଼ା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ କଣ୍ଟାମାଳ ସମେତ ସିମିଲି ଯୋରା,ବରଗାଁ, ସାନଛପାପାଳି,ଖଲିଆପାଲି ଓ ଅଇଲାଚୁଆଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସହିତ ଫୁଟବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଣ୍ଟାମାଳ ହାଇସ୍କୁଲର ଜୁନିଅର୍ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ ଶିକ୍ଷକ ବନମାଳୀ ମେହେରଙ୍କ ମାର୍ଗଦର୍ଶନରେ ଖେଳାଳିମାନଙ୍କୁ ପ୍ରାଥମିକ ସେବା ଯୋଗାଇଥିଲେ।ଖେଳାଳିଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା। କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିଲେ।
    1
    କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ
କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ
ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ  ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ଓ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଉଦ୍‌ଘାଟନ କରିଥିଲେ । କଣ୍ଟାମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସୌରଭ ସାହୁ, ପ୍ରଦୀପ ମାଝି,ପ୍ରଦୀପ ଭୋଇ ଶିକ୍ଷକ ସରୋଜ ସାହୁ, ଶ୍ରୀକାନ୍ତ ବୁଦ୍ଧିଆ ବିଭିନ୍ନ କ୍ରୀଡ଼ା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ କଣ୍ଟାମାଳ ସମେତ ସିମିଲି ଯୋରା,ବରଗାଁ, ସାନଛପାପାଳି,ଖଲିଆପାଲି ଓ ଅଇଲାଚୁଆଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସହିତ ଫୁଟବଲ୍‌ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଣ୍ଟାମାଳ ହାଇସ୍କୁଲର ଜୁନିଅର୍ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ  ଶିକ୍ଷକ ବନମାଳୀ ମେହେରଙ୍କ ମାର୍ଗଦର୍ଶନରେ ଖେଳାଳିମାନଙ୍କୁ ପ୍ରାଥମିକ ସେବା ଯୋଗାଇଥିଲେ।ଖେଳାଳିଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା। କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ  କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିଲେ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    20 hrs ago
  • ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।
    1
    ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ
ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ    ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • #ନଶା_ମୁକ୍ତ_ଓଡିଶା_ପ୍ରଥମ_ଦିନ_ରେ_ସୁବର୍ଣ୍ଣପୁର #ପୋଲିସ_କୁ_ବଡ଼_ସଫଳତା l #rishitv #drugfreeodisha #subarnapur #highlight ଏହି ଚଢ଼ାଉ ସମୟରେ ସର୍ବମୋଟ ୫୪୦. ୪୭କେଜି ଗଂଜେଇ, ୦୨ଟି ଚାରୀ ଚକିଆ ଓ ୧ଟି ମୋଟର ସାଇକେଲ ଜବତ
    1
    #ନଶା_ମୁକ୍ତ_ଓଡିଶା_ପ୍ରଥମ_ଦିନ_ରେ_ସୁବର୍ଣ୍ଣପୁର
#ପୋଲିସ_କୁ_ବଡ଼_ସଫଳତା l     
#rishitv #drugfreeodisha #subarnapur #highlight
     ଏହି ଚଢ଼ାଉ ସମୟରେ ସର୍ବମୋଟ ୫୪୦. ୪୭କେଜି ଗଂଜେଇ, ୦୨ଟି ଚାରୀ ଚକିଆ ଓ ୧ଟି ମୋଟର ସାଇକେଲ ଜବତ
    user_Ranjan hota
    Ranjan hota
    Sonepur, Odisha•
    7 hrs ago
  • ସୁବର୍ଣ୍ଣପୁର ଓଡ଼ିଶାରେ ପ୍ରଥମ - ଚଳିତ ୨୦୨୬ ମସିହା ଆଜି ଯାଏଁ ମୋଟ ୧୨୬ ଏନଡିପିଏସ କେସ
    1
    ସୁବର୍ଣ୍ଣପୁର ଓଡ଼ିଶାରେ ପ୍ରଥମ
- ଚଳିତ ୨୦୨୬ ମସିହା ଆଜି ଯାଏଁ ମୋଟ ୧୨୬ ଏନଡିପିଏସ କେସ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ସୁବର୍ଣ୍ଣପୁରରୁ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ । ଏହି ପଦଯାତ୍ରାରେ ସୁବର୍ଣ୍ଣପୁର ଜିଲାର ସମସ୍ତ 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି l 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛି ସଂଘ। ବିଭିନ୍ନ ସମୟରେ ଦାବି କରି ଆସୁଥିବା ଏହି ସଂଘ ଆସନ୍ତାକାଲି ବିଧାନ ସଭା ଚାଲିବାକୁ ଥିବାବେଳେ ସେମାନେ ପଦଯାତ୍ରା କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ଯିବେ । ତଥାପି ସରକାର୍ ଯଦି ନଶୁଣନ୍ତି ତାହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନି ଦେଇଛନ୍ତି ।
    2
    ସୁବର୍ଣ୍ଣପୁରରୁ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ
ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ । ଏହି ପଦଯାତ୍ରାରେ ସୁବର୍ଣ୍ଣପୁର ଜିଲାର ସମସ୍ତ 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି l 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛି ସଂଘ। ବିଭିନ୍ନ ସମୟରେ ଦାବି କରି ଆସୁଥିବା ଏହି ସଂଘ ଆସନ୍ତାକାଲି ବିଧାନ ସଭା ଚାଲିବାକୁ ଥିବାବେଳେ ସେମାନେ ପଦଯାତ୍ରା କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ଯିବେ । ତଥାପି ସରକାର୍ ଯଦି ନଶୁଣନ୍ତି ତାହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନି ଦେଇଛନ୍ତି ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    21 hrs ago
  • କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। ତା୨୦/୦୯/୨୦୨୬,ରବିବାର, କିଶୋରନଗର, ଅନୁଗୋଳ। ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସ୍ତରୀୟ ବାର୍ଷିକ ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନୁଷ୍ଠିତ ସଭାରେ କିଶୋରନଗରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବଇଣ୍ଡା ସ୍ଥିତ ଜନତା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ଖମାରୀ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ହଣ୍ଡପା ଥାନା ଅଧିକାରୀ (IIC) ଶ୍ରୀଯୁକ୍ତ ରାଜେଶ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ ଅସତ୍ ପଥରୁ ଦୂରେଇ ରହି କ୍ରୀଡ଼ା ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହଣ୍ଡପା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ, ସମିତି ସଭ୍ୟ ଶ୍ରୀ ଅନୁକୂଲ୍ୟ ବେହେରା, ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଜେନା, ବ୍ଲକ କ୍ରୀଡ଼ା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ଏବଂ କ୍ରୀଡ଼ା ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ଦେହୁରୀ ମଞ୍ଚାସୀନ ଥିଲେ । ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ବାମୁର ଜୋନ, କିଶୋରଗଞ୍ଜ ଜୋନ, ହିମିତିରା ଜୋନ ଏବଂ ହଣ୍ଡପା ଜୋନରୁ ମୋଟ୍ ୨୦୫ ଜଣ କୃତି କ୍ରୀଡ଼ାବିତ ଭାଗ ନେଇ ନିଜର ଖେଳ କୌଶଳ ପ୍ରଦର୍ଶନ କରିଥିଲେ । ଦୌଡ଼କୁଦ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା. କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଖେଳ ଶିକ୍ଷକ ଓ କ୍ରୀଡ଼ାପ୍ରେମୀମାନେ ସକ୍ରିୟ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ଏଭଳି ଆୟୋଜନ ଛାତ୍ରଛାତ୍ରୀ ଓ ଯୁବପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇ ଦେଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।
    1
    କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା।
କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା।
ତା୨୦/୦୯/୨୦୨୬,ରବିବାର,
କିଶୋରନଗର, ଅନୁଗୋଳ।
ରିପୋର୍ଟର ବିଭୁ ପ୍ରସାଦ ଶତପଥୀ 
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସ୍ତରୀୟ ବାର୍ଷିକ ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।
କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନୁଷ୍ଠିତ ସଭାରେ କିଶୋରନଗରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବଇଣ୍ଡା ସ୍ଥିତ ଜନତା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ଖମାରୀ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ହଣ୍ଡପା ଥାନା ଅଧିକାରୀ (IIC) ଶ୍ରୀଯୁକ୍ତ ରାଜେଶ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ ଅସତ୍ ପଥରୁ ଦୂରେଇ ରହି କ୍ରୀଡ଼ା ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ହଣ୍ଡପା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ, ସମିତି ସଭ୍ୟ ଶ୍ରୀ ଅନୁକୂଲ୍ୟ ବେହେରା, ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଜେନା, ବ୍ଲକ କ୍ରୀଡ଼ା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ଏବଂ କ୍ରୀଡ଼ା ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ଦେହୁରୀ ମଞ୍ଚାସୀନ ଥିଲେ ।
ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ବାମୁର ଜୋନ, କିଶୋରଗଞ୍ଜ ଜୋନ, ହିମିତିରା ଜୋନ ଏବଂ ହଣ୍ଡପା ଜୋନରୁ ମୋଟ୍ ୨୦୫ ଜଣ କୃତି କ୍ରୀଡ଼ାବିତ ଭାଗ ନେଇ ନିଜର ଖେଳ କୌଶଳ ପ୍ରଦର୍ଶନ କରିଥିଲେ । ଦୌଡ଼କୁଦ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା.
କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଖେଳ ଶିକ୍ଷକ ଓ କ୍ରୀଡ଼ାପ୍ରେମୀମାନେ ସକ୍ରିୟ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ଏଭଳି ଆୟୋଜନ ଛାତ୍ରଛାତ୍ରୀ ଓ ଯୁବପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇ ଦେଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    15 hrs ago
  • କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଆଜି କଣ୍ଟାମାଳ ଥାନା ଅଧିକାରୀଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, କଣ୍ଟାମାଳ ଥାନା ଅଧୀନ ବଲମନ୍ତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଛି। ଏହି ଖବର ପାଇବା ପରେ କଣ୍ଟାମାଳ ଥାନା ଅଧିକାରୀ ତୁରନ୍ତ ନିଜ ଟିମ୍ ସହ ଉକ୍ତ ଜଙ୍ଗଲକୁ ଯାଇ ସେଠାରେ ଘନ ଘନ ତଲାସୀ କରିଥିଲେ। ତଲାସୀ ବେଳେ ଜଙ୍ଗଲ ଭିତରୁ ୨ଟି ଧଳା ରଙ୍ଗର ଜରି ବସ୍ତା ଜବତ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୧୫ କେଜି ଓଜନର ଗଞ୍ଜେଇ ଭର୍ତି ହୋଇ ରହିଥିଲା। ଏହି ଘଟଣା ନେଇ ଥାନାରେ ଏକ ଏନଡିପିଏସ୍ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ କାହାର ଏବଂ କିଏ ଜଙ୍ଗଲରେ ଫିଙ୍ଗି ଯାଇଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l
    1
    କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ
କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ 
ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଆଜି କଣ୍ଟାମାଳ ଥାନା ଅଧିକାରୀଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, କଣ୍ଟାମାଳ ଥାନା ଅଧୀନ ବଲମନ୍ତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଛି। ଏହି ଖବର ପାଇବା ପରେ କଣ୍ଟାମାଳ ଥାନା ଅଧିକାରୀ ତୁରନ୍ତ ନିଜ ଟିମ୍ ସହ ଉକ୍ତ ଜଙ୍ଗଲକୁ ଯାଇ ସେଠାରେ ଘନ ଘନ ତଲାସୀ କରିଥିଲେ। ତଲାସୀ ବେଳେ ଜଙ୍ଗଲ ଭିତରୁ ୨ଟି ଧଳା ରଙ୍ଗର ଜରି ବସ୍ତା ଜବତ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୧୫ କେଜି ଓଜନର ଗଞ୍ଜେଇ ଭର୍ତି ହୋଇ ରହିଥିଲା। ଏହି ଘଟଣା ନେଇ ଥାନାରେ ଏକ ଏନଡିପିଏସ୍ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ କାହାର ଏବଂ କିଏ ଜଙ୍ଗଲରେ ଫିଙ୍ଗି ଯାଇଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    21 hrs ago
  • ନଶା ମୁକ୍ତ ଓଡିଶା ଅଭିଯାନ - ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
    1
    ନଶା ମୁକ୍ତ ଓଡିଶା ଅଭିଯାନ
- ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.