Shuru
Apke Nagar Ki App…
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।
Parthaba Bhue
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।
More news from Balangir and nearby areas
- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁରୁ ଅଧ ରାତିରେ ଜଣେ ବ୍ୟକ୍ତି ଙ୍କୁ ଗୁପ୍ତଧନ ପାଇଁ କିଛି ଦୃର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି।1
- *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....* *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*1
- ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ନ୍ୟାୟାଳୟ ପରିସରରୁ ସ୍ପଷ୍ଟ ଦିବାଲୋକରେ ବାଇକ ଚୋରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ନ୍ୟାୟାଳୟ ପରିସରରୁ କର୍ମଚାରୀଙ୍କ ବାଇକ ଚୋରି ହଇଯାଇଛି। ସୂଚନା ଅନୁସାରେ ସୁବଳୟା ଗ୍ରାମର ରବିନାରାୟଣ ଅମାତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ଦୈନିକ ବେତନଭୋଗୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଗତ ତା ୨/୯/୨୦୨୬ ରିଖରେ ପ୍ରତିଦିନ ଭଳି ନ୍ୟାୟାଳୟ ପରିସର ବାଇକ ଷ୍ଟାଣ୍ଡରେ ରବିନାରାୟଣ ନିଜ OD31C 7880 ନମ୍ବର ବିଶିଷ୍ଟ ଏଚ ଏଫ ଡିଲକ୍ସ ବାଇକକୁ ରଖିଥିଲେ। ନିଜ ଦୈନନ୍ଦିନ କାର୍ଯ୍ୟ ସାରି ବାଇକ ଷ୍ଟାଣ୍ଡକୁ ଯିବାପରେ ସେ ନିଜ ବାଇକଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସୁବର୍ଣ୍ଣପୁର ଥାନାରେ ଗତ ତା.୨/୯/୨୦୨୬ ରିଖରେ ଏକ ବାଇକ ଚୋରି ମାମଲା ଦାୟର କରିଥିଲେ। ସୁବର୍ଣ୍ଣପୁର ପୋଲିସ ନ୍ୟାୟାଳୟ ପରିସର ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ବାଇକ ଚୋର ସମ୍ପର୍କରେ ଅନେକ ସୁରାକ ମିଳିଥିଲା1
- ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର1
- chakiri nare 18lakhya tanka thakami ra sikar hoechhati1
- 🇹🇯🇹🇯♥️♥️♥️♥️♥️♥️♥️1
- ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର ଙ୍କ ଅକାଳ ବିଯୋଗ l ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର ଙ୍କ ଅକାଳ ବିଯୋଗ l ବୌଦ୍ଧ:ପେଟ୍ରୋଲିଙ୍ଗ୍ ବେଳେ ବଜ୍ରାଘାତ ନେଇଗଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ଉପ-ନିରୀକ୍ଷକ (Sub-Inspector) ପୁରୁଷୋତ୍ତମ ବେବର୍ତ୍ତାଙ୍କ ଅସମୟ ରେ ମୃତ୍ୟୁଘଟିଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ନିଜ ଷ୍ଟାଫଙ୍କ ସହ ଘଣ୍ଟାପଡା ଥାନା ଅନ୍ତର୍ଗତ ଗୁଚ୍ଛାଗୋରା ଅଞ୍ଚଳରେ ପେଟ୍ରୋଲିଙ୍ଗ ଯାଇଥିବା ବେଳେ ସେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କର୍ତ୍ତବ୍ୟରତ ଅବସ୍ଥାରେ ଏପରି ଜଣେ ନିଷ୍ଠାପର କର୍ମଚାରୀଙ୍କ ଅଚାନକ ନିପାତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁରେ ଅବକାରୀ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ଶବ ବ୍ୟବଛେଦ ପରେ ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ତାଙ୍କ ମରଶରୀରକୁ ରାଷ୍ଟ୍ରିୟ ମର୍ଯ୍ୟଦା ସହ ତାଙ୍କ ନିଜ ଗ୍ରାମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସାନିକେଟା ଗ୍ରାମକୁ ନିଆଯାଇଛି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। 1
- *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ*1