Shuru
Apke Nagar Ki App…
ଚାଲିଗଲେ ନରି ମଉସା, ଆଉ ଦେଖିବାକୁ ମିଳିବନି ବାଣ ର ଝଲକ l ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବାଇଶିବାଟି ଗ୍ରାମର ନୃସିଂହ ବିଶ୍ୱାଳ ସମସ୍ତଙ୍କ ପ୍ରିୟ ନରି ମଉସାଙ୍କ ଦେହାନ୍ତରେ କେବଳ ବ୍ରହ୍ମଗିରି ବାସୀ ନୁହେଁ ପୁରୀଜିଲ୍ଲା ର ସମସ୍ତ ବ୍ଲକର ଅଧିବାସୀ ମର୍ମାହତ l ନରି ମଉସା ବିଭିନ୍ନ ବିବାହ, ବ୍ରତ ଜନ୍ମଦିନ ଆଦିରେ ବିଭିନ୍ନ ନୂଆ ନୂଆ ବାଣ ତିଆରି କରି ପୁରୀଜିଲ୍ଲାରେ ସମସ୍ତ ପ୍ରିୟଭାଜନ ହୋଇପାରିବା ସହିତ ନାଟକ, ସଂକୀର୍ତନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଭିନୟ କରିବା ସହିତ ଆଗ୍ରହର ସହିତ ସମସ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି l ଆଜି ତାଙ୍କର ଏକାଦଶରେ ପୁରୀଜିଲ୍ଲାର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରି ନରି ମଉସାଙ୍କର ଗୁଣଗାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l
Manoj kumar baliyarsingh

More news from ଓଡ଼ିଶା and nearby areas
- Post by SOUMYA RANJAN1
- Post by Manoj kumar baliyarsingh2
- Post by Rajesh Samantaray1
- ଗଡବାଣିକିଲୋ ଠାରେ ଶହିଦ ଦିବସ ପାଳନ,,,, ପ୍ରଫୁଲ୍ଲ କୁମାର ନାୟକ ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲରେ ସହିଦ ଦ୍ବୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ,,1
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର1
- Post by NEWS MANORANJAN1
- Post by Gagan Bhoi1
- Post by Manoj kumar baliyarsingh4