#ନୂଆପଡ଼ା #ଜିଲ୍ଲାପାଳ ମଧୁସୂଦନ ଦାଶ ରାଗି ଯାଇ ଟେବୁଲ ପିଟିପିଟିଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝିଙ୍କୁ କହିଥିଲେ.... ଆମେ ସମସ୍ତ ଲୋକପ୍ରତିନିଧ, ଅଧିକାରୀଙ୍କୁ ସମ୍ମାନ ଦେଉଛୁ। ଆମର ବି ସମ୍ମାନ ଅଛି । ଦିନକୁ ୧୮ଘଣ୍ଟା କାମକରୁଥିବା ଜଣେ ଜିଲ୍ଲାପାଳଙ୍କ ସହ ଆକ୍ରୋଶ କରି କଥା ହେଉଛନ୍ତି। ଯଦି ମୋର ଦୋଷ ଅଛି, ତାହେଲେ କ୍ଷମା କରିବେ। ଏ ଜିଲ୍ଲାପାଳ କାମକରି ପାରୁନାହାନ୍ତି ବୋଲି ଏଇଠି ରେଜୁଲେସନ କରନ୍ତୁ। ମୋତେ ବିଦା କରିଦିଅନ୍ତୁ। ମୁଁ ସାଙ୍ଗେସାଙ୍ଗ ପଳେଇବି।...seemore #nuapada #collector #ନୂଆପଡ଼ା #ଜିଲ୍ଲାପାଳ ମଧୁସୂଦନ ଦାଶ ରାଗି ଯାଇ ଟେବୁଲ ପିଟିପିଟିଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝିଙ୍କୁ କହିଥିଲେ.... ଆମେ ସମସ୍ତ ଲୋକପ୍ରତିନିଧ, ଅଧିକାରୀଙ୍କୁ ସମ୍ମାନ ଦେଉଛୁ। ଆମର ବି ସମ୍ମାନ ଅଛି । ଦିନକୁ ୧୮ଘଣ୍ଟା କାମକରୁଥିବା ଜଣେ ଜିଲ୍ଲାପାଳଙ୍କ ସହ ଆକ୍ରୋଶ କରି କଥା ହେଉଛନ୍ତି। ଯଦି ମୋର ଦୋଷ ଅଛି, ତାହେଲେ କ୍ଷମା କରିବେ। ଏ ଜିଲ୍ଲାପାଳ କାମକରି ପାରୁନାହାନ୍ତି ବୋଲି ଏଇଠି ରେଜୁଲେସନ କରନ୍ତୁ। ମୋତେ ବିଦା କରିଦିଅନ୍ତୁ। ମୁଁ ସାଙ୍ଗେସାଙ୍ଗ ପଳେଇବି।...seemore #nuapada #collector

- ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଜନ ଆକ୍ରୋଶ ସମାବେଶ କରାଯାଇଛି। ଏହି ସମାବେଶରେ ବହୁ ସଂଖ୍ୟାରେ ମହିଳା କର୍ମୀ ଯୋଗ ଦେଇଥିଲେ।1
- ସୋନପୁର ଜିଲ୍ଲା ଉପର ଫବସି ଗ୍ରାମବାସୀ ଆଶା ଦିଦି ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗାଁରେ ଆଶା କର୍ମୀ ପଦବୀ ଖାଲି ଥିବାରୁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖାଦେଇଛି। ସେମାନେ ତୁରନ୍ତ ନିଯୁକ୍ତି ପାଇଁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।1
- ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆଙ୍କ ବେଆଇନ୍ କାରବାର ସାମ୍ନାକୁ ଆସିଛି। ସେମାନେ ବେଆଇନ୍ ଭାବେ ବାଲି ଉଠାଇ ପାହାଡ଼ ପରି ଜମା କରି ରଖିଛନ୍ତି। ଓଡ଼ିଶାରେ ଏହି ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି।1
- 💋💋💋💋💋💋💋💋💋💋1
- ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁସାରେ ୧୧ ମଇ ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଭବିଷ୍ୟତବାଣୀ। ଏହା ଦିନର ଶୁଭ-ଅଶୁଭ ଘଟଣା, ଯୋଗ ଓ ଯାତ୍ରା ଆଦି ବିଷୟରେ ସୂଚନା ଦେଇଥାଏ। ଆପଣଙ୍କ ରାଶି ଅନୁଯାୟୀ ଆପଣଙ୍କ ଦିନ କିପରି ରହିବ, ତାହା ବିସ୍ତୃତ ଭାବେ ଜାଣନ୍ତୁ।1
- ସୋନପୁର ଜିଲ୍ଲା ବୀରମହାରାଜପୁର ରଥପୁର ଛକରେ ଲାଇଟ୍ ଖୁଣ୍ଟ ସ୍ଥାପନ କାମରେ ବଡ଼ ଅନିୟମିତତା ଦେଖିବାକୁ ମିଳିଛି। ବିନା ଛଡ଼ରେ ଲଗାଯାଇଥିବା ଏହି ଖୁଣ୍ଟଟି ଲାଇଟ୍ ଲଗାଇବା ସମୟରେ ହିଁ ତଳକୁ ଖସିପଡ଼ିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।1
- ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ଲକ ଅଧୀନ ଡ଼ଙ୍ଗରପଡ଼ା ପଞ୍ଚାୟତକୁ ବସୁନ୍ଧରା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଖୁସିର ଲହରୀ ଖେଳିଯାଇଛି।1