୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ । ମୟୁରଭଞ୍ଜ :୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିବା ବେଳେ ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଅଟକି ରହିଥିଲା। ସେହି ସମୟରେ ଡ୍ରାଇଭର ଗାଡ଼ି ପାଖରେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର କଣ୍ଟେନରକୁ ବ୍ୟାପିଯାଇ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ ଠିକ୍ ସମୟରେ ଚାଳକ ଦୂରେଇ ଯିବାରୁ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।

- ୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ । ମୟୁରଭଞ୍ଜ :୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିବା ବେଳେ ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଅଟକି ରହିଥିଲା। ସେହି ସମୟରେ ଡ୍ରାଇଭର ଗାଡ଼ି ପାଖରେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର କଣ୍ଟେନରକୁ ବ୍ୟାପିଯାଇ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ ଠିକ୍ ସମୟରେ ଚାଳକ ଦୂରେଇ ଯିବାରୁ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।1
- ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026 ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି -ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ -ଯଶୋଭୂମିରେ ସମ୍ମିଳନୀକୁ ଉଦ୍ଘାଟନ କଲେ PM ମୋଦି -କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ -ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି -ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି -ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି -ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି -ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ -ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ -ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ -ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ -AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି -ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia20261
- ଆଦର୍ଶ ବିଦ୍ୟାଳୟ କୋଚିଂ, ନୂଆଗାଁ ରେ ଗଣେଶ ପୂଜା ହୋମ କାର୍ଯ୍ୟକ୍ରମ ଅବସରରେ ABC Coaching Nuagaon1
- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l1
- ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ1
- ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୧୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୧୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.17 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 17/09/2026🙏❤️ #jagannathpuri #JagannathDham #jagannathpuritemple #jagannathpremi1
- କଣ୍ଟାବଣିଆ ଥାନା ବଜାର ମଧ୍ୟ ଭାଗରେ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ. ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କଣ୍ଟାବଣିଆ ଥାନା ବଜାର ନିକଟରୁ ଆଜି ଜଣେ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି. ଏହାହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ତାଙ୍କର ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି. ପୋଲିସ ଛାନଭିନ ଚଳାଇଛନ୍ତି.1