logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରପାଲି,୨୯l୯: ବରପାଲି ବ୍ଲକ ଅନ୍ତର୍ଗତ ଜନ୍ମ ମାଟି କେବାର୍ଡ ଗାଁରେ ଲକ୍ଷପତି ବିଶ୍ଵାଳ ସ୍ମୃତି କମିଟି ବରପାଲି ଓ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭରୀ ପକ୍ଷରୁ ଆଦର୍ଶ ଗୁରୁ ଓ କଳlସଂଗଠକ ଲକ୍ଷପତି ବିଶ୍ଵାଳଙ୍କ ୨୨ ତମ ପୁଣ୍ୟତିଥି ସ୍ମୃତି କମିଟି ସଭାପତି ଡାକ୍ତର ସୁବଲ ଚନ୍ଦ୍ର ମାଝୀଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଛି l ମରିନାହି ସେତ ମରଣ ଜୟୀ ବରପାଲି,୨୯l୯: ବରପାଲି ବ୍ଲକ ଅନ୍ତର୍ଗତ ଜନ୍ମ ମାଟି କେବାର୍ଡ ଗାଁରେ ଲକ୍ଷପତି ବିଶ୍ଵାଳ ସ୍ମୃତି କମିଟି ବରପାଲି ଓ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭରୀ ପକ୍ଷରୁ ଆଦର୍ଶ ଗୁରୁ ଓ କଳlସଂଗଠକ ଲକ୍ଷପତି ବିଶ୍ଵାଳଙ୍କ ୨୨ ତମ ପୁଣ୍ୟତିଥି ସ୍ମୃତି କମିଟି ସଭାପତି ଡାକ୍ତର ସୁବଲ ଚନ୍ଦ୍ର ମାଝୀଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଆକାଶବାଣୀର ଗୀତିକାର ଯୁଧିଷ୍ଟିର ମେହେର, ସମ୍ମାନିତ ଅତିଥି ଭାବରେ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ଦୁଃଖିସେବକ ସାହୁ ଓ ସମାଜସେବୀ ଦୁର୍ଯ୍ୟୋଧନ ବାରିକ ଯୋଗଦାନ କରି ସ୍ବର୍ଗତ ବିଶ୍ଵାଳ ଆଦର୍ଶ ଗୁରୁ, କଳା ସଂଗଠକ ତଥା ବିଶାଲ ହୃଦୟର ମଣିଷ ପରି ମଣିଷ ଟିଏ ହୋଇଥିବାରୁ "ମରିନହି ସେତ ମରଣ ଜୟୀ' ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଶ୍ରୀଧର ବିଶ୍ଵାଳ,ଯୁଧିଷ୍ଟିର ରଣା,ରବିନାରାୟଣ ବିଶ୍ଵାଳ,ବିରଞ୍ଚି ରଣା,ସୁରଥ ଦେହେରୀ,ନିରଞ୍ଜନ ମେହେର,ସାର୍ଥକ ଶଙ୍କର ଦାଶ,ବିଷ୍ଣୁପ୍ରିୟା ବାରିକ,ନୀରବତି ବିଶ୍ଵାଳ,ରଘୁନାଥ କାଣ୍ଡ,ହେମକାନ୍ତ ବିଶ୍ଵାଳ,ଗୋପବନ୍ଧୁ ବଢେଇ,ପ୍ରମୋଦ ବାଗ,ଉମାକାନ୍ତ ବିଶ୍ଵାଳ ଓ ରାଧାମୋହନ ପାଧlନ ପ୍ରମୁଖ ନିଜ ନିଜ ଶୈଳୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l କମିଟିର ଆବାହକ ରମାକାନ୍ତ ବିଶ୍ଵାଳ ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ନୃତ୍ୟ କଳା ପରିଷଦର ପରିଚାଳକ ସୁରେନ୍ଦ୍ର ବୀର ଭୁବନ ଭୋଇ ପ୍ରାରମ୍ଭିକ ସଙ୍ଗୀତରେ ଗୁରୁ ବନ୍ଦନା ଗାନ କରିଥିଲେ l ସମ୍ପାଦକ ମହେନ୍ଦ୍ର ମେହେର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସହ - ସମ୍ପାଦକ ନାଟ୍ୟଶ୍ରୀ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ଗ୍ରାମବାସୀ ସହଯୋଗ କରି ସଫଳ କରିଥିଲେ l

5 hrs ago
user_BARPALI SAMBAD
BARPALI SAMBAD
ବରପାଲି, ବରଗଡ଼, ଓଡ଼ିଶା•
5 hrs ago
a4c27665-e95e-4d57-9f98-60d22b327c8a

ବରପାଲି,୨୯l୯: ବରପାଲି ବ୍ଲକ ଅନ୍ତର୍ଗତ ଜନ୍ମ ମାଟି କେବାର୍ଡ ଗାଁରେ ଲକ୍ଷପତି ବିଶ୍ଵାଳ ସ୍ମୃତି କମିଟି ବରପାଲି ଓ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭରୀ ପକ୍ଷରୁ ଆଦର୍ଶ ଗୁରୁ ଓ କଳlସଂଗଠକ ଲକ୍ଷପତି ବିଶ୍ଵାଳଙ୍କ ୨୨ ତମ ପୁଣ୍ୟତିଥି ସ୍ମୃତି କମିଟି ସଭାପତି ଡାକ୍ତର ସୁବଲ ଚନ୍ଦ୍ର ମାଝୀଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଛି l ମରିନାହି ସେତ ମରଣ ଜୟୀ ବରପାଲି,୨୯l୯: ବରପାଲି ବ୍ଲକ ଅନ୍ତର୍ଗତ ଜନ୍ମ ମାଟି କେବାର୍ଡ ଗାଁରେ ଲକ୍ଷପତି ବିଶ୍ଵାଳ ସ୍ମୃତି କମିଟି ବରପାଲି ଓ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭରୀ ପକ୍ଷରୁ ଆଦର୍ଶ ଗୁରୁ ଓ କଳlସଂଗଠକ ଲକ୍ଷପତି ବିଶ୍ଵାଳଙ୍କ ୨୨ ତମ ପୁଣ୍ୟତିଥି ସ୍ମୃତି କମିଟି ସଭାପତି ଡାକ୍ତର ସୁବଲ ଚନ୍ଦ୍ର ମାଝୀଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଆକାଶବାଣୀର ଗୀତିକାର ଯୁଧିଷ୍ଟିର ମେହେର, ସମ୍ମାନିତ ଅତିଥି ଭାବରେ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ଦୁଃଖିସେବକ ସାହୁ ଓ ସମାଜସେବୀ ଦୁର୍ଯ୍ୟୋଧନ ବାରିକ ଯୋଗଦାନ କରି ସ୍ବର୍ଗତ ବିଶ୍ଵାଳ ଆଦର୍ଶ ଗୁରୁ, କଳା ସଂଗଠକ ତଥା ବିଶାଲ ହୃଦୟର ମଣିଷ ପରି ମଣିଷ ଟିଏ ହୋଇଥିବାରୁ "ମରିନହି ସେତ ମରଣ ଜୟୀ' ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଶ୍ରୀଧର ବିଶ୍ଵାଳ,ଯୁଧିଷ୍ଟିର ରଣା,ରବିନାରାୟଣ ବିଶ୍ଵାଳ,ବିରଞ୍ଚି ରଣା,ସୁରଥ ଦେହେରୀ,ନିରଞ୍ଜନ ମେହେର,ସାର୍ଥକ ଶଙ୍କର ଦାଶ,ବିଷ୍ଣୁପ୍ରିୟା ବାରିକ,ନୀରବତି ବିଶ୍ଵାଳ,ରଘୁନାଥ କାଣ୍ଡ,ହେମକାନ୍ତ ବିଶ୍ଵାଳ,ଗୋପବନ୍ଧୁ ବଢେଇ,ପ୍ରମୋଦ ବାଗ,ଉମାକାନ୍ତ ବିଶ୍ଵାଳ ଓ ରାଧାମୋହନ ପାଧlନ ପ୍ରମୁଖ ନିଜ ନିଜ ଶୈଳୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l କମିଟିର ଆବାହକ ରମାକାନ୍ତ ବିଶ୍ଵାଳ ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ନୃତ୍ୟ କଳା ପରିଷଦର ପରିଚାଳକ ସୁରେନ୍ଦ୍ର ବୀର ଭୁବନ ଭୋଇ ପ୍ରାରମ୍ଭିକ ସଙ୍ଗୀତରେ ଗୁରୁ ବନ୍ଦନା ଗାନ କରିଥିଲେ l ସମ୍ପାଦକ ମହେନ୍ଦ୍ର ମେହେର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସହ - ସମ୍ପାଦକ ନାଟ୍ୟଶ୍ରୀ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ଗ୍ରାମବାସୀ ସହଯୋଗ କରି ସଫଳ କରିଥିଲେ l

More news from ଓଡ଼ିଶା and nearby areas
  • ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    1
    ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ
ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସସୁବର୍ଣ୍ଣପୁର ଜିଲ୍ଲା ବିନିକାକୁ ସବଡିଭିଜନ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିଛନ ଆମର ଲୋକପ୍ରିୟ ବିଧାୟକ ଇଂ ବୀରମହାରାଜପୁର ଜଗଦଲା
    1
    ସସୁବର୍ଣ୍ଣପୁର ଜିଲ୍ଲା  ବିନିକାକୁ ସବଡିଭିଜନ ମାନ୍ୟତା ପାଇଁ  ବିଧାନସଭାରେ ଦାବି କରିଛନ ଆମର ଲୋକପ୍ରିୟ ବିଧାୟକ  ଇଂ ବୀରମହାରାଜପୁର ଜଗଦଲା
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Biramaharajpur, Sonepur•
    34 min ago
  • नक्सलवाद का मूल कारण विकास की डिमांड नहीं है, एक ideology है। जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है। #Amit Shah #NaxalFreeIndia
    1
    नक्सलवाद का मूल कारण विकास की डिमांड नहीं है, एक ideology है।
जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है।
#Amit Shah #NaxalFreeIndia
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ ସେବା ସମବାୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ : * ବିଭିନ୍ନ ପ୍ରକାରର ୪୮( ଅଠଚାଳିଶ) ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ : ସୁବର୍ଣ୍ଣପୁର ଜିଲ୍ଲା ବିରହାହାରଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮( ଅଠଚାଳିଶ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୩୬ (ଛତିଶ) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୨ (ବାଆର) ଗୋଟି ସାମୁହିକ ଦରଖାସ୍ତ ହସ୍ତଗତ ହୋଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର, ରାଜୀବ କୁମାର ହାଁସଦା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ, ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେର, ଉପାଧ୍ୟକ୍ଷ, ବୀରମହାରାଜପୁର ପଞ୍ଚୟତ ସମିତି, ନାରାୟଣ ଲୁହା, ତହସିଲଦାର, ବୀରମହାରାଜପୁର, ସୁଶ୍ରୀ ସୁଚିଶ୍ମିତା ପାଣିଗ୍ରାହୀ, ଡେପୁଟି କଲେକ୍ଟର, ଅଭିଯୋଗ ଶୁଣାଣୀ, ସୁଶ୍ରୀ ପ୍ରିୟଦର୍ଶିନି ସାହୁଙ୍କ ସମେତ ସରପଞ୍ଚ, ଉଫୁଲା, ଶ୍ରୀମତି ଶ୍ରୀୟା କର୍ମୀ ଓ ସରପଞ୍ଚ,ବାଗବାର ଗ୍ରାମ ପଞ୍ଚାୟତ, ଶ୍ରୀମତି ନିରୁପମା ବଗର୍ତ୍ତି ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ ସେବା ସମବାୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ  :
* ବିଭିନ୍ନ ପ୍ରକାରର   ୪୮( ଅଠଚାଳିଶ) ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ : 
ସୁବର୍ଣ୍ଣପୁର ଜିଲ୍ଲା ବିରହାହାରଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼  ନୃପରାଜ ସାହୁ ଓ  ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮( ଅଠଚାଳିଶ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୩୬ (ଛତିଶ) ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୧୨ (ବାଆର) ଗୋଟି ସାମୁହିକ ଦରଖାସ୍ତ  ହସ୍ତଗତ ହୋଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର,  ରାଜୀବ କୁମାର ହାଁସଦା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ  ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ, ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେର,  ଉପାଧ୍ୟକ୍ଷ, ବୀରମହାରାଜପୁର ପଞ୍ଚୟତ ସମିତି, ନାରାୟଣ ଲୁହା, ତହସିଲଦାର,  ବୀରମହାରାଜପୁର, ସୁଶ୍ରୀ ସୁଚିଶ୍ମିତା ପାଣିଗ୍ରାହୀ,  ଡେପୁଟି କଲେକ୍ଟର, ଅଭିଯୋଗ ଶୁଣାଣୀ, ସୁଶ୍ରୀ ପ୍ରିୟଦର୍ଶିନି ସାହୁଙ୍କ ସମେତ ସରପଞ୍ଚ, ଉଫୁଲା, ଶ୍ରୀମତି ଶ୍ରୀୟା କର୍ମୀ ଓ ସରପଞ୍ଚ,ବାଗବାର ଗ୍ରାମ ପଞ୍ଚାୟତ, ଶ୍ରୀମତି ନିରୁପମା ବଗର୍ତ୍ତି  ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ  ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • #ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।
    7
    #ସାବଧାନ_ବୁଲୁଛନ୍_ଅପରାଧୀ 
ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।
    user_ବସନ୍ତ ମେହେର
    ବସନ୍ତ ମେହେର
    Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ଜିଲ୍ଲାପାଳ ଓ ଏସପି ଶୁଣିଲେ ଅଭିଯୋଗ ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବାଗବର ପଞ୍ଚାୟତ ଅନ୍ତର୍ଗତ ପ୍ରାଥମିକ ସେବା ସମବାୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।
    1
    ଜିଲ୍ଲାପାଳ ଓ ଏସପି ଶୁଣିଲେ ଅଭିଯୋଗ 
ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବାଗବର ପଞ୍ଚାୟତ ଅନ୍ତର୍ଗତ  ପ୍ରାଥମିକ ସେବା ସମବାୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.