logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କାମାକ୍ଷାନଗରରେ ବାପପୁଅ ଅଭଦ୍ରଙ୍କ ଭଳି ଜନଗଣନା କରିବାକୁ ଯାଇଥିବା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍କୁଟି ଭାଙ୍ଗି ଦେଇଥିଲେ। ଆଉ ଆଜି ପୋଲିସ ସେହି ଅସଭ୍ୟ ଅସାମାଜିକ ବାପପୁଅଙ୍କ ଘରେ ପଶି ତାଙ୍କୁ #ଘୋଷାଡି ଆଣିଛି ବାଃ ଦବଙ୍ଗ ପୋଲିସ୍!! 😎 ଚମତ୍କାର ତ୍ୱରିତ କାର୍ଯ୍ୟାନୁଷ୍ଠନର ଦୃଶ୍ୟ ଇଏ!! କାଲି କାମାକ୍ଷାନଗରରେ ବାପପୁଅ ଅଭଦ୍ରଙ୍କ ଭଳି ଜନଗଣନା କରିବାକୁ ଯାଇଥିବା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍କୁଟି ଭାଙ୍ଗି ଦେଇଥିଲେ। ଆଉ ଆଜି ପୋଲିସ ସେହି ଅସଭ୍ୟ ଅସାମାଜିକ ବାପପୁଅଙ୍କ ଘରେ ପଶି ତାଙ୍କୁ #ଘୋଷାଡି ଆଣିଛି। #ତଣ୍ଟିଆ ମାରି ମାରି ଥାନାକୁ ନେଇଛି। ପୋଲିସର ଏହି ଦମଦାର ଷ୍ଟାଇଲରେ କାର୍ଯ୍ୟାନୁଷ୍ଠାନ ଆଜି ପ୍ରତ୍ୟେକଟି ସଚେତନ ନାଗରିକଙ୍କୁ ଆତ୍ମତୃପ୍ତି ଦେଇଛି। ଖରାରେ ସିଝି ସିଝି ଦ୍ୱାର ଦ୍ୱାର ବୁଲୁଥିବା ଶିକ୍ଷକଙ୍କ ଆଖିରୁ ଯେଉଁ ଲୁହ ଝରିଥିଲା, ଆଜି ପୋଲିସର ଏହି ଦବଙ୍ଗ ଆକ୍ସନ ତାହାର ହିସାବ ନେଇଛି। କାଲି ଯେଉଁ ହାତ ଜଣେ ନିରୀହ ଶିକ୍ଷକଙ୍କ ଉପରକୁ ଉଠିଥିଲା, ଆଜି ସେହି ହାତରେ ପଡ଼ିଛି ହାତକଡ଼ି। #ସାବାସ୍ ଓ #ସାଲ୍ୟୁଟ ଓଡ଼ିଶା ପୋଲିସ୍ 🙏❤️

2 hrs ago
user_News odia odisha
News odia odisha
Tailor Dhenkanal Sadar, Odisha•
2 hrs ago
7d6aad59-bff9-4ee6-9ce0-3788cde6f6a2

କାମାକ୍ଷାନଗରରେ ବାପପୁଅ ଅଭଦ୍ରଙ୍କ ଭଳି ଜନଗଣନା କରିବାକୁ ଯାଇଥିବା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍କୁଟି ଭାଙ୍ଗି ଦେଇଥିଲେ। ଆଉ ଆଜି ପୋଲିସ ସେହି ଅସଭ୍ୟ ଅସାମାଜିକ ବାପପୁଅଙ୍କ ଘରେ ପଶି ତାଙ୍କୁ #ଘୋଷାଡି ଆଣିଛି ବାଃ ଦବଙ୍ଗ ପୋଲିସ୍!! 😎 ଚମତ୍କାର ତ୍ୱରିତ କାର୍ଯ୍ୟାନୁଷ୍ଠନର ଦୃଶ୍ୟ ଇଏ!! କାଲି କାମାକ୍ଷାନଗରରେ ବାପପୁଅ ଅଭଦ୍ରଙ୍କ ଭଳି ଜନଗଣନା କରିବାକୁ ଯାଇଥିବା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍କୁଟି ଭାଙ୍ଗି ଦେଇଥିଲେ। ଆଉ ଆଜି ପୋଲିସ ସେହି ଅସଭ୍ୟ ଅସାମାଜିକ ବାପପୁଅଙ୍କ

cf218e62-2351-4d1c-b4bd-c3f12d1bfa55

ଘରେ ପଶି ତାଙ୍କୁ #ଘୋଷାଡି ଆଣିଛି। #ତଣ୍ଟିଆ ମାରି ମାରି ଥାନାକୁ ନେଇଛି। ପୋଲିସର ଏହି ଦମଦାର ଷ୍ଟାଇଲରେ କାର୍ଯ୍ୟାନୁଷ୍ଠାନ ଆଜି ପ୍ରତ୍ୟେକଟି ସଚେତନ ନାଗରିକଙ୍କୁ ଆତ୍ମତୃପ୍ତି ଦେଇଛି। ଖରାରେ ସିଝି ସିଝି ଦ୍ୱାର ଦ୍ୱାର ବୁଲୁଥିବା ଶିକ୍ଷକଙ୍କ ଆଖିରୁ ଯେଉଁ ଲୁହ ଝରିଥିଲା, ଆଜି ପୋଲିସର ଏହି ଦବଙ୍ଗ ଆକ୍ସନ ତାହାର ହିସାବ ନେଇଛି। କାଲି ଯେଉଁ ହାତ ଜଣେ ନିରୀହ ଶିକ୍ଷକଙ୍କ ଉପରକୁ ଉଠିଥିଲା, ଆଜି ସେହି ହାତରେ ପଡ଼ିଛି ହାତକଡ଼ି। #ସାବାସ୍ ଓ #ସାଲ୍ୟୁଟ ଓଡ଼ିଶା ପୋଲିସ୍ 🙏❤️

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    35 min ago
  • ଜନ ଗଣନା ବେଳେ ଦିଦି ଙ୍କୁ ମାଡ଼ ମାରିଥିବା ଓ ଗାଡି ଭାଙ୍ଗିଥିବା ଅଭିଯୋଗ ରେ ପୋଲିସ ପକ୍ଷରୁ ଆସାମୀଙ୍କୁ ଘୋଷାରି ଘୋଷାରି ଗିରଫ କଲା କାମାକ୍ଷାନଗର ପୋଲିସ #newsodiaodisha #public #kamakhyanagar #dhenkanal #ᴠᴀɪʀᴀʟ#shuru
    1
    ଜନ ଗଣନା ବେଳେ ଦିଦି ଙ୍କୁ ମାଡ଼ ମାରିଥିବା ଓ ଗାଡି ଭାଙ୍ଗିଥିବା ଅଭିଯୋଗ ରେ ପୋଲିସ ପକ୍ଷରୁ ଆସାମୀଙ୍କୁ ଘୋଷାରି ଘୋଷାରି ଗିରଫ କଲା କାମାକ୍ଷାନଗର ପୋଲିସ #newsodiaodisha #public #kamakhyanagar #dhenkanal #ᴠᴀɪʀᴀʟ#shuru
    user_Tapasdas 6372788705
    Tapasdas 6372788705
    Photographer Gudianali, Dhenkanal•
    5 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    22 hrs ago
  • ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    1
    ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    33 min ago
  • ଆଲୋ ଆଲୋ ଇଏ କାଳେ କରିବ ସିନେମା।ବେହିଆଙ୍କର ବାର ଭାଟି ଚାଷ। ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ପଳେଇଲା।ଏବେ ପୁଣି ସିନେମା କରିବ।
    1
    ଆଲୋ ଆଲୋ ଇଏ କାଳେ କରିବ ସିନେମା।ବେହିଆଙ୍କର ବାର ଭାଟି ଚାଷ। ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ପଳେଇଲା।ଏବେ ପୁଣି ସିନେମା କରିବ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି | କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା #Kamakhyanagar #Dhenkanal #Odisha
    1
    ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି |
କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା 
#Kamakhyanagar #Dhenkanal #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.