logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାର୍ଚ୍ଚ ୧୫ରୁ ବଡ଼ଯାତ୍ରା, ସର୍ବ ସମ୍ମତି କ୍ରମେ ହେଲା ନିଷ୍ପତ୍ତି ମାଲକାନଗିରି ଜିଲ୍ଲାର ଆରାଧ୍ୟ ଦେବା ଦେବୀ ଭାବେ ପରିଚିତ କାମନରାଜ, ବାଲରାଜ, ପୋତରାଜ ଓ ମା ମୁତ୍ୟାଲ୍ଲାମାଙ୍କ ଉଦ୍ଦେଶ୍ୟରେ ସମର୍ପିତ ପ୍ରସିଦ୍ଧ ବଡଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ସଦର ମହକୁମାରେ ଥିବା ଦୂର୍ଗା ମଣ୍ଡପ ଠାରେ ପଡିଆ ବ୍ଲକର ବଡ଼ଯାତ୍ରା କମିଟିର ସଦସ୍ୟ ଓ ଜନସାଧାରଣଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠତି କରାଯାଇଛି । ଏହି ବୈଠକରେ ଗତ ବଡ଼ଯାତ୍ରା ସମୟରେ ହୋଇଥିବା ବ୍ୟୟବରାଦ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏହାପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ବଡଯାତ୍ରା ନିମନ୍ତେ ମାର୍ଚ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ଦଶ ଦିନ ପୂର୍ବରୁ ମହାପ୍ରଭୁଙ୍କ ବାଉଁଶ ଅଣାଯାଇ ନୂତନ ବାଉଁଶ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ୨୪ ଟି ଗ୍ରାମଦେବୀଙ୍କୁ ନିମନ୍ତ୍ରଣ କରାଯାଇ ପାରମ୍ପରିକ ପ୍ରକ୍ରିୟା କ୍ରମେ ଗ୍ରାମର ପ୍ରେମା, ଶିରା ଓ ପୂଜକଙ୍କ ସହଯୋଗ କ୍ରମେ ବଡ଼ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ବୈଠକରେ ଆଗାମୀ ବଡ଼ ଯାତ୍ରାରେ କରାଯିବାକୁ ଥିବା ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ, ଉପଯୁକ୍ତ ଆତିଥ୍ୟ ବ୍ୟବସ୍ଥା, ଗ୍ରାମ ଦେବୀଙ୍କ ରହଣି ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଅଛି। ଏହି ବୈଠକରେ ବଡ ଯାତ୍ରା କମିଟିର ସଭାପତି ଭାବେ ସତ୍ୟନାରାୟଣ ମାଝିଙ୍କୁ ମନୋନୀତ କରାଯିବା ପରିଚାଳନା କମିଟି ଗଠନ କରାଯାଇଛି। ଏହି ବୈଠକକୁ କୋରାପୁ ଚନ୍ଦ୍ରାୟା ପରିଚାଳନା କରିଥିବା ବେଳେ ପି ଭେଙ୍କେଟେଶ୍ୱର ରାଓ, ନାକା ନୁକାଲ ରାଜୁ, ସ୍ଥାନୀୟ ସରପଞ୍ଚ ଗଙ୍ଗା କାରାମ, ଶିରା କମିଟିର ସଭାପତି ମୋହନ ବାହାଦୁର, କୋଟାମ ବାଲାୟା, କେ ଭାସ୍କର, ଚୀନାମ ରାବିଡ଼, ରାମଚନ୍ଦ୍ର ମାଝୀ ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ ଅଢେଇ ଶହ ଲୋକ ଉପସ୍ଥିତ ଥିଲେ।

2 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
2 hrs ago
157f49b8-c26e-4aa8-bdac-fd64f164bd34

ମାର୍ଚ୍ଚ ୧୫ରୁ ବଡ଼ଯାତ୍ରା, ସର୍ବ ସମ୍ମତି କ୍ରମେ ହେଲା ନିଷ୍ପତ୍ତି ମାଲକାନଗିରି ଜିଲ୍ଲାର ଆରାଧ୍ୟ ଦେବା ଦେବୀ ଭାବେ ପରିଚିତ କାମନରାଜ, ବାଲରାଜ, ପୋତରାଜ ଓ ମା ମୁତ୍ୟାଲ୍ଲାମାଙ୍କ ଉଦ୍ଦେଶ୍ୟରେ ସମର୍ପିତ ପ୍ରସିଦ୍ଧ ବଡଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ସଦର ମହକୁମାରେ ଥିବା ଦୂର୍ଗା ମଣ୍ଡପ ଠାରେ ପଡିଆ ବ୍ଲକର ବଡ଼ଯାତ୍ରା କମିଟିର ସଦସ୍ୟ ଓ ଜନସାଧାରଣଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର

9a143e44-8120-4086-9197-9fc5fae2ce06

ବୈଠକ ଅନୁଷ୍ଠତି କରାଯାଇଛି । ଏହି ବୈଠକରେ ଗତ ବଡ଼ଯାତ୍ରା ସମୟରେ ହୋଇଥିବା ବ୍ୟୟବରାଦ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏହାପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ବଡଯାତ୍ରା ନିମନ୍ତେ ମାର୍ଚ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ଦଶ ଦିନ ପୂର୍ବରୁ ମହାପ୍ରଭୁଙ୍କ ବାଉଁଶ ଅଣାଯାଇ ନୂତନ ବାଉଁଶ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ୨୪ ଟି ଗ୍ରାମଦେବୀଙ୍କୁ

bc4c5f3b-c0c7-4bff-9537-7b1e2dc93078

ନିମନ୍ତ୍ରଣ କରାଯାଇ ପାରମ୍ପରିକ ପ୍ରକ୍ରିୟା କ୍ରମେ ଗ୍ରାମର ପ୍ରେମା, ଶିରା ଓ ପୂଜକଙ୍କ ସହଯୋଗ କ୍ରମେ ବଡ଼ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ବୈଠକରେ ଆଗାମୀ ବଡ଼ ଯାତ୍ରାରେ କରାଯିବାକୁ ଥିବା ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ, ଉପଯୁକ୍ତ ଆତିଥ୍ୟ ବ୍ୟବସ୍ଥା, ଗ୍ରାମ ଦେବୀଙ୍କ ରହଣି ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଅଛି। ଏହି ବୈଠକରେ ବଡ ଯାତ୍ରା କମିଟିର ସଭାପତି ଭାବେ

8985fae1-378f-48a1-af95-22594935e9e4

ସତ୍ୟନାରାୟଣ ମାଝିଙ୍କୁ ମନୋନୀତ କରାଯିବା ପରିଚାଳନା କମିଟି ଗଠନ କରାଯାଇଛି। ଏହି ବୈଠକକୁ କୋରାପୁ ଚନ୍ଦ୍ରାୟା ପରିଚାଳନା କରିଥିବା ବେଳେ ପି ଭେଙ୍କେଟେଶ୍ୱର ରାଓ, ନାକା ନୁକାଲ ରାଜୁ, ସ୍ଥାନୀୟ ସରପଞ୍ଚ ଗଙ୍ଗା କାରାମ, ଶିରା କମିଟିର ସଭାପତି ମୋହନ ବାହାଦୁର, କୋଟାମ ବାଲାୟା, କେ ଭାସ୍କର, ଚୀନାମ ରାବିଡ଼, ରାମଚନ୍ଦ୍ର ମାଝୀ ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ ଅଢେଇ ଶହ ଲୋକ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ମାଲକାନଗିରି ଜିଲା ସଦର ମହକୁମାରେ ପ୍ରଥମ ଶିରିଡି ସାଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯକ୍ରମ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ସାମିଲ ହୋଇଛନ୍ତି । ସ୍ଥାନୀୟ ପାତ୍ରଗୁଡାରେ ନିର୍ମାଣ ହୋଇଥିବା ଏହି ମନ୍ଦିରରେ ସାଇ ବାବାଙ୍କ ବିଗ୍ରହ ସମେତ ଗଣେଶ ଓ ଦତ୍ତାତ୍ରେୟଙ୍କ ବିଗ୍ରହ ମଧ୍ୟ ପ୍ରତିଷ୍ଠା ପାଇବେ । ମାଲକାନଗିରି ଶିରିଡି ସାଇ ସେବା ସମିତି ପକ୍ଷରୁ ପ୍ରତିଷ୍ଠା କାର୍ଯକ୍ରମ ଆୟୋଜନ ହୋଇଥିବା ବେଳେ ଗଞ୍ଜାମ ଜିଲା ଚିକିଟି ଗ୍ରାମରୁ ପୁରହିତ ମାନଙ୍କ ଦ୍ବାରା ପୂଜାବିଧି ଅନୁଷ୍ଠିତ ଜାରି ରହିଛି । ଆଜିର ପ୍ରଥମ ଦିନର କାର୍ଯକ୍ରମରେ କଳଶ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସାମିଲ ହୋଇଥିଲେ ଶତାଧିକ ମହିଳା ଭକ୍ତ । ଏହାପରେ ଅଙ୍କୁରା ରପୋନ ଓ ବିଧିବଦ୍ଧ ପୂଜନୀତି ଆରମ୍ଭ ହୋଇଥିଲା । ଆସନ୍ତା ଗୁରୁବାର ଦିନ ଦେବତା ମାନଙ୍କ ପ୍ରାଣ ପ୍ରତିଷ୍ଠା ତଥା ଯଜ୍ଞ ଅନୁଷ୍ଠିତ ହେବାର କାର୍ଯକ୍ରମ ରହିଛି । ସେହିପରି ଶେଷ ଦିନ ଅର୍ଥାତ ଶୁକ୍ରବାର ଦିନ ଅପରାହ୍ନରେ ପ୍ରସାଦ ସେବନ ଓ ସନ୍ଧ୍ୟାରେ ଭଜନ ସୋମାରହ ଆୟୋଜନ ହେବ ବୋଲି ସେବା ସମିତିର ସଭାପତି ଶଶାଙ୍କ ମିଶ୍ର ସୂଚନା ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଭକ୍ତ ବୃନ୍ଦଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ପାର୍କିଂ, ପ୍ରସାଦ ସେବନର ସୁବ୍ଯବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
    4
    ମାଲକାନଗିରି ଜିଲା ସଦର ମହକୁମାରେ ପ୍ରଥମ ଶିରିଡି ସାଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯକ୍ରମ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ସାମିଲ ହୋଇଛନ୍ତି । ସ୍ଥାନୀୟ ପାତ୍ରଗୁଡାରେ ନିର୍ମାଣ ହୋଇଥିବା ଏହି ମନ୍ଦିରରେ ସାଇ ବାବାଙ୍କ ବିଗ୍ରହ ସମେତ ଗଣେଶ ଓ ଦତ୍ତାତ୍ରେୟଙ୍କ ବିଗ୍ରହ ମଧ୍ୟ ପ୍ରତିଷ୍ଠା ପାଇବେ । ମାଲକାନଗିରି ଶିରିଡି ସାଇ ସେବା ସମିତି ପକ୍ଷରୁ ପ୍ରତିଷ୍ଠା କାର୍ଯକ୍ରମ ଆୟୋଜନ ହୋଇଥିବା ବେଳେ ଗଞ୍ଜାମ ଜିଲା ଚିକିଟି ଗ୍ରାମରୁ ପୁରହିତ ମାନଙ୍କ ଦ୍ବାରା ପୂଜାବିଧି ଅନୁଷ୍ଠିତ ଜାରି ରହିଛି । ଆଜିର ପ୍ରଥମ ଦିନର କାର୍ଯକ୍ରମରେ କଳଶ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସାମିଲ ହୋଇଥିଲେ ଶତାଧିକ ମହିଳା ଭକ୍ତ । ଏହାପରେ ଅଙ୍କୁରା ରପୋନ ଓ ବିଧିବଦ୍ଧ ପୂଜନୀତି ଆରମ୍ଭ ହୋଇଥିଲା । ଆସନ୍ତା ଗୁରୁବାର ଦିନ ଦେବତା ମାନଙ୍କ ପ୍ରାଣ ପ୍ରତିଷ୍ଠା ତଥା ଯଜ୍ଞ ଅନୁଷ୍ଠିତ ହେବାର କାର୍ଯକ୍ରମ ରହିଛି । ସେହିପରି ଶେଷ ଦିନ ଅର୍ଥାତ ଶୁକ୍ରବାର ଦିନ ଅପରାହ୍ନରେ ପ୍ରସାଦ ସେବନ ଓ ସନ୍ଧ୍ୟାରେ ଭଜନ ସୋମାରହ ଆୟୋଜନ ହେବ ବୋଲି ସେବା ସମିତିର ସଭାପତି ଶଶାଙ୍କ ମିଶ୍ର ସୂଚନା ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଭକ୍ତ ବୃନ୍ଦଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ପାର୍କିଂ, ପ୍ରସାଦ ସେବନର ସୁବ୍ଯବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    20 hrs ago
  • ଜୟପୁର : ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ କେହି ନାହାନ୍ତି, ଜୟପୁର ସହରର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକାର ସ୍ବତନ୍ତ୍ର ବୈଠକକୁ ନେଇ କାଉନସିଲରଙ୍କ ଅସନ୍ତୋଷ
    1
    ଜୟପୁର : ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ କେହି ନାହାନ୍ତି, ଜୟପୁର ସହରର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକାର ସ୍ବତନ୍ତ୍ର ବୈଠକକୁ ନେଇ କାଉନସିଲରଙ୍କ ଅସନ୍ତୋଷ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • କୋଟପାଡ଼ : ନୀଳକଣ୍ଠେଶ୍ଵର ଶୈବପୀଠ ରୂପାନ୍ତିକରଣ ପାଇଁ ମିଳିଲା ଆଂଜ୍ଞାମାଳ
    1
    କୋଟପାଡ଼ : ନୀଳକଣ୍ଠେଶ୍ଵର ଶୈବପୀଠ ରୂପାନ୍ତିକରଣ ପାଇଁ ମିଳିଲା ଆଂଜ୍ଞାମାଳ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    14 hrs ago
  • ସାବଧାନ ରୁହନ୍ତୁ ଘରକୁ ଛାଡ଼ି ବାହାରେ ଯାଉନ୍ତୁ ନାହିଁ ଚୋର ଲୁଟେରା ମାନଙ୍କର ନଜର ରହିଛି
    1
    ସାବଧାନ ରୁହନ୍ତୁ ଘରକୁ ଛାଡ଼ି ବାହାରେ ଯାଉନ୍ତୁ ନାହିଁ ଚୋର ଲୁଟେରା ମାନଙ୍କର ନଜର ରହିଛି
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    6 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    15 hrs ago
  • Post by Pramodkumar Jena
    4
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    34 min ago
  • ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    1
    ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    16 hrs ago
  • ଜୟପୁର : ସହର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକାର ବୈଠକରେ କାଉନସିଲରଙ୍କ ଅସନ୍ତୋଷ
    1
    ଜୟପୁର : ସହର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକାର ବୈଠକରେ କାଉନସିଲରଙ୍କ ଅସନ୍ତୋଷ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.