Shuru
Apke Nagar Ki App…
*🎡ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ ଖୋଲା; ଜଳସ୍ତର ୬୨୩.୫୨ ଫୁଟ୍* - *ଦକ୍ଷିଣ ପାର୍ଶ୍ୱର ୧ଟି ଓ ବାମ ପାର୍ଶ୍ୱର ୧ଟି ସ୍ଲୁଇସ୍ ଗେଟ୍ ଖୋଲା* - *ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ* - *ପ୍ରତି ସେକେଣ୍ଡରେ ୬୫ ହଜାର ୫୪୩ କ୍ୟୁସେକ ଜଳ ନିଷ୍କାସିତ*
PRATIKHYA WEB MEDIA,NAYAGARH
*🎡ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ ଖୋଲା; ଜଳସ୍ତର ୬୨୩.୫୨ ଫୁଟ୍* - *ଦକ୍ଷିଣ ପାର୍ଶ୍ୱର ୧ଟି ଓ ବାମ ପାର୍ଶ୍ୱର ୧ଟି ସ୍ଲୁଇସ୍ ଗେଟ୍ ଖୋଲା* - *ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ* - *ପ୍ରତି ସେକେଣ୍ଡରେ ୬୫ ହଜାର ୫୪୩ କ୍ୟୁସେକ ଜଳ ନିଷ୍କାସିତ*
More news from ଓଡ଼ିଶା and nearby areas
- ଆରେ chiku କଣକିରେବଣ୍ଟି ଜାଣିଚୁ ଅଗଷ୍ଟ ଏକତାରିଖରୁ ନୂଆଗାଁ ଆଦର୍ଶକମ୍ପ୍ୟୁଟରେ ଫ୍ରିକ୍ଲାସ ଆରମ୍ଭ ହେବାକୁ ଯାଉଛି. ତୁଜାଣିନୁକି. ସେଠି ସମସ୍ତଛାତ୍ର ଛାତ୍ରୀ ଅଭିଭାବକ ସମସ୍ତେ ଯୋଗଦେଇ ପାରିବେ. ଚେର୍ଟିଫିକେଟ ମଧ୍ୟ ଦିଆଯିବ. ଚାଲଚାଲ ଆଜିଯାଇ ଯୋଗାଯୋଗ କରିବା ବଣ୍ଟି. Contact -70087028231
- ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,, ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,, ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,1
- କୁନୁଆଁ ଗାଁ ଜମିରେ ଗଳିତ ମୃତ ଦେହ ଉଦ୍ଧାର ପରେ ଆଜି ମିଳିଲା ପରିଚୟ. ଘରୁ ନିଖୋଜ ହୋଇଥିଲେ ସମ୍ପୃକ୍ତ ଯୁବକ. ହିନ୍ଦୋଳ ରାସୋଳ ଥାନା କୁନୁଆଁ ଗାଁ ଧାନ ଜମିରୁ ଉଦ୍ଧାର ଗଳିତ ମୃତ ଦେହ ର ମିଳିଲା ପରିଚୟ. ସେ ବାର୍ଷୀଙ୍ଗା ଗାଁର ସନାତନ ନାଏକ ବୋଲି ପୋଲିସ ସୂଚନା ମିଳିଲା. ସେ 15 ଦିନ ହେବ ଘରୁ ନିଖୋଜ ଥିଲେ.1
- ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।1
- ଆହେ ପ୍ରଭୁ ଚକାଡୋଳା ଧନ୍ୟ ତୁମ ନିଲାଖେଳା ତୁମେ ବନ୍ଧୁ ତୁମେ ସଖା ବିପଦରେ ଦେଲ ଦେଖା ⭕❗⭕🙏1
- ଆଜିର ମୁଖ୍ୟ ଖବର ଜାତୀୟ, ଅନ୍ତର୍ଜାତୀୟ, ରାଜ୍ୟ ଖବର ସ୍ୱାସ୍ଥ୍ୟ tips ବିଷୟରେ ଜଣାନ୍ତୁ1
- ନୂଆଗାଁ ବ୍ରିଜ ରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର, ଜଣେ ମୃତ। ଆଜି ର ଏକ ବଡ଼ ଦୁର୍ଘଟଣା ବ୍ରିଜ ଉପରୁ ତଳକୁ ଖସିଲା କାର। ଏହି ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଂଜନଗର ଏଲ ଆଇ ସି କଲୋନୀ ଅଞ୍ଚଳର ବାଲି ବ୍ୟବସାୟୀ ସୁନିଲ ମହାନ୍ତୀ,ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।" "ନୂଆଗାଁ ବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା କାରଟି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପହଞ୍ଚି ବେଲଗୁଣ୍ଠା ପୋଲିସ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।1