logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାଲିଛି ବେଧଡ଼କ ବାଲି ଉତ୍ତଳନ — ନାଁ ଅଛି ପାଲ, ନାଁ ଚାଲାଣ! ଅଞ୍ଚଳରେ ଦିନରାତି ଚାଲିଛି ବେଆଇନ ବାଲି ଉତ୍ତଳନ। ଚାଲିଛି ବେଧଡ଼କ ବାଲି ଉତ୍ତଳନ, ନାଁ ଅଛି ପାଲ ନାଁ ଚାଲାଣ, ପ୍ରଶାସନ ନିଘୋଡ଼ ନିଦରେ, ଚଳୁ କରୁଛନ୍ତି ସରକାରୀ ରାଜସ୍ବ, ମାଫିଆ ଏଠି ମାଲେ ମାଲ... ସ୍ଥାନୀୟ ଲୋକଙ୍କ ଦାବି — ତୁରନ୍ତ ଚଢ଼ାଉ କରି ବେଆଇନ ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ନଚେତ୍ ପରିସ୍ଥିତି ଆଉ ଗମ୍ଭୀର ହେବ

2 hrs ago
user_Rajib Behera
Rajib Behera
ସାମ୍ବାଦିକ Mayurbhanj, Odisha•
2 hrs ago

ଚାଲିଛି ବେଧଡ଼କ ବାଲି ଉତ୍ତଳନ — ନାଁ ଅଛି ପାଲ, ନାଁ ଚାଲାଣ! ଅଞ୍ଚଳରେ ଦିନରାତି ଚାଲିଛି ବେଆଇନ ବାଲି ଉତ୍ତଳନ। ଚାଲିଛି ବେଧଡ଼କ ବାଲି ଉତ୍ତଳନ, ନାଁ ଅଛି ପାଲ ନାଁ ଚାଲାଣ, ପ୍ରଶାସନ ନିଘୋଡ଼ ନିଦରେ, ଚଳୁ କରୁଛନ୍ତି ସରକାରୀ ରାଜସ୍ବ, ମାଫିଆ ଏଠି ମାଲେ ମାଲ... ସ୍ଥାନୀୟ ଲୋକଙ୍କ ଦାବି — ତୁରନ୍ତ ଚଢ଼ାଉ କରି ବେଆଇନ ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ନଚେତ୍ ପରିସ୍ଥିତି ଆଉ ଗମ୍ଭୀର ହେବ

More news from Odisha and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    1 hr ago
  • ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର
    4
    ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    20 min ago
  • ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।
    1
    ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    33 min ago
  • ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    1
    ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update Date - 16.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ  ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ
#news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update
Date - 16.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ଚାଲିଛି ବେଧଡ଼କ ବାଲି ଉତ୍ତଳନ, ନାଁ ଅଛି ପାଲ ନାଁ ଚାଲାଣ, ପ୍ରଶାସନ ନିଘୋଡ଼ ନିଦରେ, ଚଳୁ କରୁଛନ୍ତି ସରକାରୀ ରାଜସ୍ବ, ମାଫିଆ ଏଠି ମାଲେ ମାଲ... ସ୍ଥାନୀୟ ଲୋକଙ୍କ ଦାବି — ତୁରନ୍ତ ଚଢ଼ାଉ କରି ବେଆଇନ ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ନଚେତ୍ ପରିସ୍ଥିତି ଆଉ ଗମ୍ଭୀର ହେବ
    1
    ଚାଲିଛି ବେଧଡ଼କ ବାଲି ଉତ୍ତଳନ, ନାଁ ଅଛି ପାଲ ନାଁ ଚାଲାଣ, ପ୍ରଶାସନ ନିଘୋଡ଼ ନିଦରେ, ଚଳୁ କରୁଛନ୍ତି ସରକାରୀ ରାଜସ୍ବ, ମାଫିଆ ଏଠି ମାଲେ ମାଲ...
ସ୍ଥାନୀୟ ଲୋକଙ୍କ ଦାବି — ତୁରନ୍ତ ଚଢ଼ାଉ କରି ବେଆଇନ ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ନଚେତ୍ ପରିସ୍ଥିତି ଆଉ ଗମ୍ଭୀର ହେବ
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.